ବିଜେପିର ୩ ଲୋକସଭା ଏବଂ ୧୧ ବିଧାନସଭା ପ୍ରାର୍ଥୀ ଘୋଷଣା

Published: Apr 1, 2019, 12:48 pm IST

ବିଜେପି ନିଜର ବଳକା ୩ ଲୋକସଭା ଏବଂ ୧୧ଟି ବିଧାନସଭା ନିମନ୍ତେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଲୋକସଭା ପାଇଁ ବିଜେପି ଭଦ୍ରକ, ଯାଜପୁର ଏବଂ ମୟୂରଭଞ୍ଜ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମୟୂରଭଞ୍ଜରୁ ବିଶେଶ୍ଵର ତୁଡୁ ପ୍ରାର୍ଥୀ ରହିଥିବା ବେଳେ ଭଦ୍ରକରୁ ଅଭିମନ୍ୟୁ ଶେଠୀ ଏବଂ ଅମିୟ ମଲ୍ଲିକ ଯାଜପୁରରୁ ପ୍ରାର୍ଥୀ ହୋଇଛନ୍ତି। ଏହା ସହିତ ୧୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।

ବିଧାନସଭା ପ୍ରାର୍ଥୀ-

୧-ମହାକାଳପଡା : ବିଜୟ ପ୍ରଧାନ

୨-ପୁରୀ : ଜୟନ୍ତ ଷଡଙ୍ଗୀ

୩-ଭୁବନେଶ୍ବର ଉତ୍ତର : ଅପରାଜିତା ମହାନ୍ତି

୪-ଆଠମଲ୍ଲିକ : ଭାଗୀରଥି ପ୍ରଧାନ

୫-ଆନନ୍ଦପୁର :: ଆଲୋକ ସେଠୀ

୬-ପାଟକୁରା : ବିଜୟ ମହାପାତ୍ର

୭-ନିଳଗିରି : ସୁକାନ୍ତ ନାୟକ

୮-ଆଠଗଡ : :ବ୍ରଜେନ୍ଦ୍ର ରାୟ

୯-ରାଇରଙ୍ଗପୁର :ନବଚରଣ ମାଝି

୧୦-ମୋରଡା : କୃଷ୍ଣଚନ୍ଦ୍ର ମହାପାତ୍ର

୧୧-ବାଙ୍କି : ଶୁଭ୍ରାଂଶୁ ଶେଖର ପାଢୀ

 

 

Related posts