Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»BREAKING NEWS: ଚଳିତ ଶିକ୍ଷା ବର୍ଷକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ CBSE ନେଲା ବଡ ନିଷ୍ପତି
ଜାତୀୟ ଖବର

BREAKING NEWS: ଚଳିତ ଶିକ୍ଷା ବର୍ଷକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ CBSE ନେଲା ବଡ ନିଷ୍ପତି

July 6, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
BREAKING NEWS: ଚଳିତ ଶିକ୍ଷା ବର୍ଷକୁ ଦୁଇ ଭାଗରେ ବିଭକ୍ତ କରିବାକୁ CBSE ନେଲା ବଡ ନିଷ୍ପତି

ନୂଆଦିଲ୍ଲୀ, କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ – CBSE ଚଳିତ ଏକାଡେମିକ୍ ଅଧିବେଶନ 2021-22 କୁ ଦୁଇ ଅବଧିରେ ବିଭକ୍ତ କରିବାକୁ ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ଅବଧୀରେ ପ୍ରାୟ ପଚାଶ ପ୍ରତିଶତ ପାଠ୍ୟକ୍ରମ ରହିବ। ଏହାକୁ ବୋର୍ଡ ଟର୍ମ-1 ଏବଂ ବୋର୍ଡ ଟର୍ମ- 2 ବୋଲି ନାମିତ କାରଯିବ।

ସିବିଏସ୍ଇ କହିଛି ଯେ ବିଭାଜିତ ସିଲାବସ୍ ଆଧାରରେ ବୋର୍ଡ ପ୍ରତ୍ୟେକ କାର୍ଯ୍ୟକାଳ ଶେଷରେ ପରୀକ୍ଷା କରିବ। ପ୍ରଥମ ପର୍ଯ୍ୟାୟରେ ବୋର୍ଡ ଟର୍ମ- I ପରୀକ୍ଷା  ନଭେମ୍ବର-ଡିସେମ୍ବର 2021 ମଧ୍ୟ ଭାଗରେ ଅନୁଷ୍ଠିତ ହେବ।

ଦ୍ୱିତୀୟ କାର୍ଯ୍ୟକାଳ ଶେଷ ହେବା ପରେ ବୋର୍ଡ ଟର୍ମ-୨ ର ସଂଶୋଧିତ ସିଲାବସ୍ ଉପରେ ଆଧାର କରି ବର୍ଷ ଶେଷରେ ପରୀକ୍ଷା କରିବ। ଏହି ପାଠ୍ୟକ୍ରମରେ ସମୁଦାୟ ପାଠ୍ୟକ୍ରମର ପ୍ରାୟ ପଚାଶ ପ୍ରତିଶତ ଅଂଶ ରହିବ।

ବୋର୍ଡ ଦ୍ୱାରା ସ୍ଥିର ହୋଇଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ମାର୍ଚ୍ଚ-ଏପ୍ରିଲ 2022 ମଧ୍ୟରେ ଏହି ପରୀକ୍ଷା କରାଯିବ। ବର୍ତ୍ତମାନ ବୋର୍ଡ ଏହି ନିଷ୍ପତି ଅନୁସାରେ ଛାତ୍ରଛାତ୍ରୀମାନେ ଦୁଇଥର ବୋର୍ଡ ପରୀକ୍ଷା ଦେବେ।

ବୋର୍ଡ ଏକ ବିବୃତ୍ତିରେ କହିଛି ଯେ ଶିକ୍ଷା ବିଶେଷଜ୍ଞଙ୍କ ମତାମତ ଏବଂ ବିଷୟଗୁଡ଼ିକର ପାରସ୍ପରିକ ସମ୍ପର୍କକୁ ଧ୍ୟାନରେ ରଖି ବ୍ୟବସ୍ଥିତ ପଦ୍ଧତି ଆଧାରରେ ଏକାଡେମିକ୍ ଅଧିବେଶନ 2021-22 କୁ ବିଭକ୍ତ କରାଯିବ।

cbse
Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026

ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ରୋହୁଲ୍ଲା ମେହେଦିଙ୍କୁ ଗିରଫ କଲା ପୋଲିସ

August 23, 2026

ଉତ୍ତରପ୍ରଦେଶ ଏକ୍ସପ୍ରେସୱେରୁ ୧୫.୩୯ କୋଟି ମୂଲ୍ୟର ୧୦ କିଲୋ ସୁନା ଜବତ

August 23, 2026
Latest News

ଅଗଷ୍ଟ ୨୪ ତାରିଖ ରାଶିଫଳ: ସାତୋଟି ରାଶିର ବ୍ୟକ୍ତିଙ୍କ ଖୋଲିଲା ଭାଗ୍ୟ

August 24, 2026

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ହାତାହାତି

August 23, 2026

ନକଲି ଇ-ଚାଲାଣ ନାଁରେ ବଡ଼ ସାଇବର ଠକେଇ: ଖାଲି ହୋଇପାରେ ବ୍ୟାଙ୍କ ଖାତା

August 23, 2026

ଆସନ୍ତାକାଲି ନବରଙ୍ଗପୁରରେ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ

August 23, 2026

ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ବାମୀ

August 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.