Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନିରାକାରପୁର ଥାନା ହାଜତରୁ ଅଭିଯୁକ୍ତ ଫେରାର ଘଟଣା: ପୁରୀ ଜିଲ୍ଲାରୁ ଗିରଫ କଲା ପୋଲିସ
ଅପରାଧ

ନିରାକାରପୁର ଥାନା ହାଜତରୁ ଅଭିଯୁକ୍ତ ଫେରାର ଘଟଣା: ପୁରୀ ଜିଲ୍ଲାରୁ ଗିରଫ କଲା ପୋଲିସ

July 28, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ହାଜତରୁ ପୋଲିସକୁ ଚକମା ଦେଇ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ଯାଜପୁର ଗ୍ରାମର ପ୍ରଭାତ ପାଟ୍ଟଶାଣୀ ନାମକ ଅଭିଯୁକ୍ତଜଣଙ୍କ ନିରାକାରପୁର ଥାନା ହାଜତରୁ ଫେରାର ହୋଇଯାଇଥିଲା। ୨୦୧୩ ମସିହାରେ ଏକ ଚୋରି ଘଟଣାରେ ପ୍ରଭାତ ଓ ତାର ସହଯୋଗୀ ଦୀର୍ଘ ଦିନ ହେବ ଫେରାର ରହିଥିଲେ। ତେବେ ସେହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଥାନା ହାଜତରେ ଅଟକ ରଖିଥିଲା।

ଗତକାଲି ରାତି ୧୦ଟା ସମୟରେ ପ୍ରଭାତ ସୁଯୋଗ ଉଣ୍ଡି ପୋଲିସ ହାଜତରୁ ଫେରାର ହୋଇଥିଲା। ଫେରାର ଅଭିଯୁକ୍ତକୁ ଧରିବାପାଇଁ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ପୋଲିସ ଟିମ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଥିଲା। ଶେଷରେ ପୁରୀ ଜିଲ୍ଲା ଗଡିଶାଗୋଦା ଥାନା ଗଡଖାରଦ ଠାରୁ ପ୍ରଭାତକୁ ପୋଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ଏକାଧିକ ଚୋରି ମାମଲା ଅଛି। ଆଜି ଦୁଇ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି।

ଅଭିଯୁକ୍ତ ଫେରାର ନିରାକାରପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

କ୍ରମାଗତ ଦ୍ୱିତୀୟ ଦିନ ପାଇଁ କମିଲା ସୁନା ମୂଲ୍ୟ: ଜାଣନ୍ତୁ ଆଜିର ଦର

September 26, 2025

ବଡ଼ବଜାର ପୋଲିସର ଜୁଆ ଆଡ୍ଡା ଉପରେ ଚଢାଉ: ୫ ଲକ୍ଷରୁ ଉର୍ଦ୍ଧ୍ଵ ଜବତ, ୧୬ ଗିରଫ

September 26, 2025

ନବରାତ୍ରୀର ପଞ୍ଚମ ଦିନରେ ଦେବୀ ସ୍କନ୍ଦମାତାଙ୍କୁ ପୂଜା କଲେ ପ୍ରଧାନମନ୍ତ୍ରୀ

September 26, 2025

ଏସିଆ କପ୍ ଫାଇନାଲରେ ପହଞ୍ଚିବା ପରେ ଗମ୍ଭୀରଙ୍କ ତିନି ଶବ୍ଦ ବିଶିଷ୍ଟ ପୋଷ୍ଟ: ପାକିସ୍ତାନକୁ ଚେତାବନୀ?

September 26, 2025
Latest News

କ୍ରମାଗତ ଦ୍ୱିତୀୟ ଦିନ ପାଇଁ କମିଲା ସୁନା ମୂଲ୍ୟ: ଜାଣନ୍ତୁ ଆଜିର ଦର

September 26, 2025

ବଡ଼ବଜାର ପୋଲିସର ଜୁଆ ଆଡ୍ଡା ଉପରେ ଚଢାଉ: ୫ ଲକ୍ଷରୁ ଉର୍ଦ୍ଧ୍ଵ ଜବତ, ୧୬ ଗିରଫ

September 26, 2025

ଏସିଆ କପ୍ ଫାଇନାଲ ପୂର୍ବରୁ ପାକିସ୍ତାନ ଅଧିନାୟକଙ୍କ ଭାରତକୁ ଚ୍ୟାଲେଞ୍ଜ

September 26, 2025

ବିହାରରେ କେତେ ହିନ୍ଦୁ, ମୁସଲିମ, ଦଳିତ, ଓବିସି ଏବଂ ଇବିସି ଅଛନ୍ତି?: ଜାଣନ୍ତୁ ରିପୋର୍ଟ

September 26, 2025

ନବରାତ୍ରୀର ପଞ୍ଚମ ଦିନରେ ଦେବୀ ସ୍କନ୍ଦମାତାଙ୍କୁ ପୂଜା କଲେ ପ୍ରଧାନମନ୍ତ୍ରୀ

September 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.