Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଆରମ୍ଭ ହେଲା ସେପ୍ଟେମ୍ବର, ଏହି ମାସରେ ଗଣେଷ ପୂଜା ସହିତ ରହିଛି ଆହୁରି ଅନେକ ପର୍ବ, ଜାଣନ୍ତୁ କଣ
ଧର୍ମ

ଆରମ୍ଭ ହେଲା ସେପ୍ଟେମ୍ବର, ଏହି ମାସରେ ଗଣେଷ ପୂଜା ସହିତ ରହିଛି ଆହୁରି ଅନେକ ପର୍ବ, ଜାଣନ୍ତୁ କଣ

August 31, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଗୋଟିଏ ଦିନ ପରେ ଆରମ୍ଭ ହେବ ସେପ୍ଟେମ୍ବର ମାସ। ଏହି ମାସକୁ ପାର୍ବଣର ଅୟାରମ୍ଭ ମାସ ବୋଲି କୁହାଯାଏ। କାରଣ ଶ୍ରୀଗଣେଷଙ୍କ ପୂଜା ଏହି ମାସରେ ପଡିଥାଏ। ଏଥିସହିତ ବିଭିନ୍ନ ପର୍ବପର୍ବାଣୀ ଏହି ମାସରେ ରହିଛି ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସର ବିଭିନ୍ନ ପର୍ବପର୍ବାଣୀ ସହ ଦିବସ ପାଳନ।

  1. ବିଶ୍ୱ ନଡ଼ିଆ ଦିବସ: ପ୍ରତି ବର୍ଷ ସେପ୍ଟେମ୍ବର 02 ତାରିଖରେ ସାରା ବିଶ୍ୱରେ ନଡ଼ିଆ ଦିବସ ପାଳନ କରାଯାଏ ।
  2. ଏକାଦଶୀ: ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀଙ୍କୁ ଅଜା ଏକାଦଶୀ ବା କାଳୀୟ ଦଳନ ଏକାଦଶୀ କୁହାଯାଏ ।
  1. ଶିକ୍ଷକ ଦିବସ: ଭାରତର ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ଭେପାଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନରେ 5 ସେପ୍ଟେମ୍ବର ଦିନ ସମଗ୍ର ଭାରତରେ ଶିକ୍ଷକ ଦିବସ ପାଳନ କରାଯାଉଥିବାବେଳେ ଆନ୍ତର୍ଜାତୀୟ ଶିକ୍ଷକ ଦିବସ 5 ଅକ୍ଟୋବରରେ ପାଳନ କରାଯାଏ।
  1. ମଦର ଟେରେସା ମୃତ୍ୟୁ ବାର୍ଷିକୀ: 5 ସେପ୍ଟେମ୍ବରରେ, ଏହି ଦିନ ହେଉଛି ଖ୍ରୀଷ୍ଟିଆନ ଧର୍ମର ମହାନ ସାମାଜିକ କର୍ମୀ ମଦର ଟେରେସାଙ୍କ ମୃତ୍ୟୁ ବାର୍ଷିକୀ ।
  1. ଗଣେଷ ପୂଜା : ପ୍ରତିବର୍ଷ ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଥୀରେ ଗଣେଶ ପୂଜା କରାଯାଏ। ଏଥର 10 ଦିନିଆ ଗଣେଶ ମହୋତ୍ସବ ଶୁକ୍ରବାର, ସେପ୍ଟେମ୍ବର 10 ରୁ ଆରମ୍ଭ ହେବ ଏବଂ ଏହି ପ୍ରତିମା 19 ସେପ୍ଟେମ୍ବର 2021 ରବିବାର ଦିନ ବିଷର୍ଯ୍ୟନ ହେବ।
  2. ନୂଆଖାଇ: ପଶ୍ଚିମ ଓଡିଶାର ଏକ ଗଣପର୍ବ ହେଉଛି ନୂଆଖାଇ। ଏହି ପର୍ବ ସେପ୍ଟେମ୍ବର 11 ତାରିଖରେ ପଡୁଛି।
  3. ଷଷ୍ଠୀ ଓଷା: ଓଡିଶାରେ ଏକ ଘରେ ଘରେ ପାଳିତ ପୂଜା ହେଉଛି ଷଷ୍ଠୀ ଓଷା। ଏହି ବ୍ରତ ସେପ୍ଟେମ୍ବର 12 ତାରିଖରେ ପଡୁଛି।
  1. ସଂକ୍ରାନ୍ତି ଓ ବିଶ୍ବକର୍ମା ପୂଜା : ଭାଦ୍ରବ ଶୁକ୍ଳ ପକ୍ଷ ସେପ୍ଟେମ୍ବର 17 ଶୁକ୍ରବାର ଦିନ ସୂର୍ଯ୍ୟ ଗ୍ରହ କନ୍ୟା ରାଶିକୁ ଗତି କରିବେ । ଏହି ଦିନ ସୂର୍ଯ୍ୟ କନ୍ୟା ସଂକ୍ରାନ୍ତି ପାଳନ କରାଯିବ। ଏହି  ଦିନ ବିଶ୍ବକର୍ମା ପୂଜା ମଧ୍ୟ ପାଳନ କରାଯିବ
  1. ଶ୍ରାଦ୍ଧ ପକ୍ଷ ଆରମ୍ଭ: ଭାଦ୍ରବ ପୂର୍ଣ୍ଣିମା ଦିନରୁ ଶ୍ରାଦ୍ଧ ପକ୍ଷ ଆରମ୍ଭ ହୋଇଥାଏ। ପୂର୍ଣ୍ଣିମା20 ସେପ୍ଟେମ୍ବରରେ ଏବଂ ପ୍ରତିପଦା 21 ସେପ୍ଟେମ୍ବରରେ ଅନୁଷ୍ଠିତ ହେବ।
  1. ବିଶ୍ୱ ଶାନ୍ତି ଦିବସ: ପ୍ରତିବର୍ଷ 21 ସେପ୍ଟେମ୍ବର ସାରା ବିଶ୍ୱରେ ଆନ୍ତର୍ଜାତୀୟ ଶାନ୍ତି ଦିବସ ବା ବିଶ୍ୱ ଶାନ୍ତି ଦିବସ ଭାବରେ ପାଳନ କରାଯାଏ ।
  1. ପଣ୍ଡିତ ଦିନ ଦୟାଲ ଜୟନ୍ତୀ: ସେପ୍ଟେମ୍ବର 25 ମହାନ ସାମାଜିକ କର୍ମୀ ତଥା ରାଜନେତା ପଣ୍ଡିତ ଦିନ ଦୟାୟଲଙ୍କ ଜନ୍ମଦିନ ହେବ। ସେହି ଦିନ ସାମାଜିକ ନ୍ୟାୟ ଦିବସ ଏବଂ ଆଚାର୍ଯ୍ୟ ଶ୍ରୀ ରାମ ଶର୍ମା ଜୟନ୍ତୀ ମଧ୍ୟ ପାଳନ କରାଯିବ।
  2. ବିଶ୍ୱ ପର୍ଯ୍ୟଟନ ଦିବସ: ପ୍ରତିବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସ 27 ସେପ୍ଟେମ୍ବରରେ ବିଶ୍ବର ବିଭିନ୍ନ ଦେଶରେ ପାଳନ କରାଯାଏ । 27 ସେପ୍ଟେମ୍ବରରେ ଜୈନ ଧର୍ମରେ ରୋହିନୀ ଉପବାସ ମଧ୍ୟ ପାଳନ କରାଯିବ ।
ଗଣେଷ ପୂଜା ବିଶ୍ବକର୍ମା ପୂଜା ସେପ୍ଟେମ୍ବର ମାସ
Share. Facebook Twitter LinkedIn Email WhatsApp Copy Link

Related Posts

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026

ସାମୁଦ୍ରିକ ବୀମା ସୁରକ୍ଷା ଯୋଗାଇ ଦେବା ଲାଗି ସାର୍ବଭୌମ ଗ୍ୟାରେଣ୍ଟି ସହ ଗଠନ ହେବ ବିଏମଆଇ ପୁଲ୍

April 18, 2026

ରାଜ୍ୟ ସରକାର ପ୍ରତିଷ୍ଠା କରିବେ SITI Odisha: ଗଭର୍ଣ୍ଣିଙ୍ଗ କାଉନ୍‌ସିଲ୍‌ର ଅଧ୍ୟକ୍ଷ ରହିବେ ମୁଖ୍ୟମନ୍ତ୍ରୀ

April 18, 2026

ଆଜି ରାତି ୮:୩୦ ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

April 18, 2026
Latest News

୨୦୩୬ ସୁଦ୍ଧା ଓଡ଼ିଶା ହେବ ୫୦୦ ବିଲିଅନ ଡଲାର ଅର୍ଥନୀତିର ରାଜ୍ୟ: ମୁଖ୍ୟମନ୍ତ୍ରୀ

April 18, 2026

Weight Loss Tips: ଚା’ ଓ କଫି ପିଅନ୍ତୁ, ଓଜନ ହ୍ରାସ କରନ୍ତୁ

April 18, 2026

ପୂର୍ବତଟ ରେଳପଥ ଦ୍ୱାରା ପୂର୍ବଘାଟ ପର୍ବତମାଳାରେ ରେକର୍ଡ ସଂଖ୍ୟକ ଟନେଲ୍ ନିର୍ମାଣ

April 18, 2026

ବର୍ତ୍ତମାନ ଆଇନ୍ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ବହୁବିଧ କ୍ୟାରିୟରର ସୁଯୋଗ ରହିଛି: ଆଇନ୍ ମନ୍ତ୍ରୀ

April 18, 2026

“ମହିଳା ସଶକ୍ତିକରଣର ସ୍ୱପ୍ନ ଚୁରମାର ହୋଇଯାଇଛି:” ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ

April 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.