Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଝାଡଖଣ୍ଡ ବିଧାନସଭାରେ ନମାଜ ପଢିବାକୁ ନେଇ ବିରୋଧ: ଜେଏମଏମ କର୍ମୀଙ୍କୁ ପିଟିଲେ ବିଜେପି କାର୍ଯ୍ୟକର୍ତ୍ତା
ଆଜିର ଖବର

ଝାଡଖଣ୍ଡ ବିଧାନସଭାରେ ନମାଜ ପଢିବାକୁ ନେଇ ବିରୋଧ: ଜେଏମଏମ କର୍ମୀଙ୍କୁ ପିଟିଲେ ବିଜେପି କାର୍ଯ୍ୟକର୍ତ୍ତା

September 9, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଞ୍ଚି: ଝାଡଖଣ୍ଡ ବିଧାନସଭାରେ ନମାଜ ପାଇଁ ଏକ ପୃଥକ କୋଠରୀ ଆବଣ୍ଟନକୁ ଆଜି ଶତାଧିକ ବିଜେପି କର୍ମୀ ବିରୋଧ କରିଛନ୍ତି। ବିଜେପି କର୍ମୀମାନେ ବିଧାନସଭାକୁ ଘେରାଉ କରିବାକୁ ପ୍ରୟାସ କରୁଥିବା ବେଳେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଜଣେ କର୍ମୀ ମଧ୍ୟ ସେଠାରେ ପହଞ୍ଚି ହେମନ୍ତ ସରକାରଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ଏହା ସହ ସେ ବିଜେପି କର୍ମୀଙ୍କୁ କଳା ପତାକା ମଧ୍ୟ ଦେଖାଥିଲେ। ଏହି ସମୟରେ ବିଜେପି କର୍ମୀମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ପିଟିବା ଆରମ୍ଭ କରିଦେଇଥିଲେ।

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର କର୍ମୀ ଗଣମାଧ୍ୟମକୁ କହିଛନ୍ତି ଯେ, ଧନବାଦରୁ ସେହି ଯୁବକଜଣଙ୍କ ଆସିଥିଲେ। ବେକାରୀ, ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗକୁ ଛାଡି ଅନାବଶ୍ୟକ ପ୍ରସଙ୍ଗକୁ ନେଇ ବିଜେପି କର୍ମୀମାନେ ଆନ୍ଦୋଳନ କରୁଥିଲେ। ଏହି ଆକ୍ରମଣ ସମ୍ପର୍କରେ ସେ ହେମନ୍ତ ସରକାରଙ୍କ ନିକଟରେ ଅଭିଯୋଗ କରିବେ। ଏହି ଘଟଣାରେ ସେଠାରେ ଉପସ୍ଥିତ ଥିବା ଏଡିଏମ୍ ଦୀପକ କୁମାର ଦୁବେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯେଉଁମାନେ ଆଜି ଆଇନକୁ ନିଜ ହାତରେ ନେଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହାର ଗୋଟିଏ ଦିନ ପୂର୍ବରୁ, ବୁଧବାର ଦିନ ମଧ୍ୟ ଏଠାରେ ବହୁତ ହଙ୍ଗାମା ହୋଇଥିଲା। ଝାଡଖଣ୍ଡ ବିଧାନସଭା ଭିତରେ ପ୍ରାର୍ଥନା କରିବା ପାଇଁ ଏକ ସ୍ୱତନ୍ତ୍ର କୋଠରୀ ଆବଣ୍ଟନ ପଦକ୍ଷେପକୁ ବିରୋଧ କରୁଥିବା ବିଜେପି କର୍ମୀମାନଙ୍କ ଉପରକୁ ପୋଲିସ ଲାଠି ଚାର୍ଜ କରିଥିଲା। ରାଜ୍ୟ ୟୁନିଟ୍ ମୁଖ୍ୟ ଦୀପକ ପ୍ରକାଶଙ୍କ ସମେତ ଅନେକ ବିଜେପି କର୍ମୀ ଆହତ ହୋଇଥିବା ଜଣାପଡିଛି।

ବିଜେପି କାର୍ଯ୍ୟକର୍ତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.