Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୀନ ସୀମାରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରଭଣେ: କେ୯-ବଜ୍ର ଟ୍ୟାଙ୍କ ନିୟୋଜିତ କଲା ଭାରତ
ଆଜିର ଖବର

ଚୀନ ସୀମାରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରଭଣେ: କେ୯-ବଜ୍ର ଟ୍ୟାଙ୍କ ନିୟୋଜିତ କଲା ଭାରତ

October 2, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଏଲଏସିରେ ପ୍ରଥମ ସ୍ୱୟଂଚାଳିତ ହୋୱିଜର୍ ରେଜିମେଣ୍ଟ କେ୯-ବଜ୍ର ଟ୍ୟାଙ୍କକୁ ନିୟୋଜିତ କରାଯାଇଛି। କେ୯-ବଜ୍ର ପ୍ରାୟ ୫୦ କିଲୋମିଟର ଦୂରରେ ଶତ୍ରୁ ସ୍ଥିତିକୁ ଆକ୍ରମଣ କରିପାରିବ। ପୂର୍ବ ଲଦାଖର ଅଗ୍ରଭାଗରେ ଏହି ତୋପ ନିୟୋଜିତ କରାଯାଇଛି। ଭାରତ କେ୯-ବଜ୍ର ଏହି ସମୟରେ ନିୟୋଜିତ ହୋଇଛି, ଯେତେବେଳେ ଚୀନ୍ ସେନା ଏଲଏସି ସଂଲଗ୍ନ ଅଞ୍ଚଳରେ ଡ୍ରୋନ୍ ବ୍ୟବହାର କରୁଛି।

କେ୯-ବଜ୍ର ଟ୍ୟାଙ୍କ ଭାରତରେ ନିର୍ମିତ ହେଉଛି। ଏହାକୁ ମୁମ୍ବାଇ ସ୍ଥିତ ଫାର୍ମ ଲାରସେନ୍ ଆଣ୍ଡ ଟ୍ରୁବୋ ଏବଂ ଦକ୍ଷିଣ କୋରିଆ ଫାର୍ମ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି। ଭାରତୀୟ ସେନା ଦକ୍ଷିଣ କୋରିଆର ଏକ ଫାର୍ମରୁ ୧୦୦ ତୋପୋ ପାଇଁ ଏକ ଆଦେଶ ଦେଇଥିଲା, ଏହା ପରେ ଏହି ତୋପୋଗୁଡ଼ିକୁ ବିଭିନ୍ନ ରେଜିମେଣ୍ଟରେ ଅନ୍ତର୍ଭୁକ୍ତ କରାଯାଉଛି।

ଅନ୍ୟପକ୍ଷରେ, ଲଦାଖର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଆର.କେ ମଥୁର ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଲେହରେ ବିଶ୍ୱର ସର୍ବବୃହତ ଖଦି ଜାତୀୟ ପତାକା ଉଦ୍ଘାଟନ କରିଥିଲେ। ଏହି ସମୟରେ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରଭଣେ ମଧ୍ୟ ଉପସ୍ଥିତ ଥିଲେ। ଚୀନ୍ ସହ ସୀମା ବିବାଦ ସମ୍ପର୍କରେ ଜେନେରାଲ ନରଭଣେ କହିଛନ୍ତି ଯେ, ଗତ ୬ ମାସ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ରହିଛି। ଆମେ ଆଶା କରୁଛୁ ଯେ ଅକ୍ଟୋବରର ଦ୍ୱିତୀୟ ସପ୍ତାହରେ ୧୩ ତମ ରାଉଣ୍ଡ ଆଲୋଚନା ଅନୁଷ୍ଠିତ ହେବ ଏବଂ ‘ଡିସଏନଗେଜମେଣ୍ଟ’ କିପରି ହେବ ସେ ନେଇ ଆମେ ଏକ ସହମତି ପ୍ରକାଶ କରିବୁ।

ସେନା ମୁଖ୍ୟ ଏମ.ଏମ ନରଭଣେ ଆହୁରି କହିଛନ୍ତି ଯେ, “ଚୀନ୍ ପୂର୍ବ ଲଦାଖ ଏବଂ ଉତ୍ତର ଫ୍ରଣ୍ଟରେ ବହୁ ସଂଖ୍ୟକ ସୈନ୍ୟଙ୍କୁ ନିୟୋଜିତ କରିଛି। ସେମାନଙ୍କ ନିୟୋଜନରେ ନିଶ୍ଚିତ ଭାବରେ ବୃଦ୍ଧି ଘଟିଛି, ଯାହା ଆମ ପାଇଁ ଚିନ୍ତାର ବିଷୟ ହୋଇ ରହିଛି।

ଚୀନ ସୀମା ସେନା ମୁଖ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026

ଚିନି ଆମଦାନୀ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୩୧ ଯାଏଁ ବଢ଼ିଲା ଡେଡ୍‌ଲାଇନ୍‌, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

October 22, 2026
Latest News

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026

ଗ୍ରାମପଞ୍ଚାୟତର ଉନ୍ନତିକରଣ ପାଇଁ ଯୁବକଙ୍କ ଆଲେଚନା ଚକ୍ର

October 22, 2026

ଚିନି ଆମଦାନୀ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୩୧ ଯାଏଁ ବଢ଼ିଲା ଡେଡ୍‌ଲାଇନ୍‌, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.