Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ,ଉତ୍କଳ ପ୍ରାଦେଶିକ ମାରୁଓ୍ବାଡି ସମ୍ମେଳନର ଫିଜିୟୋଥେରାପି ଶିବିର
ଆଞ୍ଚଳିକ

ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ,ଉତ୍କଳ ପ୍ରାଦେଶିକ ମାରୁଓ୍ବାଡି ସମ୍ମେଳନର ଫିଜିୟୋଥେରାପି ଶିବିର

December 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ,ଉତ୍କଳ ପ୍ରାଦେଶିକ ମାରୁଓ୍ବାଡି ସମ୍ମେଳନର ଫିଜିୟୋଥେରାପି ଶିବିର

ଭୁବନେଶ୍ବର: ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଉତ୍କଳ ପ୍ରାଦେଶିକ ମାରୁଓ୍ବାଡି ସମ୍ମେଳନ, ଭୁବନେଶ୍ୱର ଶାଖାର ମିଳିତ ଆନୁକୁଲ୍ୟରେ କଟକ ରୋଡ ତେରାପନ୍ଥୀ ଭବନ ପରିସରରେ ଡିସେମ୍ବର ୧୮ ରୁ ୨୧ ପର୍ଯ୍ୟନ୍ତ ଏକ ଚତୁର୍ଦ୍ଦିବସୀୟ ଭ୍ୟୈତିକ ଚିକିତ୍ସା ଶିବିର ଉଦଯାପିତ ହୋଇଯାଇଛି ।

ଏହି ଶିବିରର ଉଦଯାପନୀ ଉତ୍ସବର ମୁଖ୍ୟଅତିଥି ବିଶ୍ୱ ହିନ୍ଦୁ ପରିଷଦର ସଂଗଠନ ସଂପାଦକ ଶ୍ରୀ ଆନନ୍ଦ ପାଣ୍ଡେ, ସମ୍ମାନିତ ଅତିଥି ଶ୍ରୀ ଲକ୍ଷ୍ମଣ ମହିପାଳ ଓ ଶ୍ରୀ ଆନନ୍ଦ ମାହାତୋ ଯୋଗଦେଇ ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟର ଏଭଳି ସେବା କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଫିଜିଓଥେରାପି ଚିକିତ୍ସାର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ।

“ବୃଦ୍ଧଜନ ସେବା ସଂସ୍ଥାନ”, ଉଦୟପୁର (ରାଜସ୍ଥାନ)ର ସୁନାମଧନ୍ୟ ଚିକିତ୍ସାବିତ୍ ଡଃ ସାହିଲ ଗ୍ରୋବାର, କୈଳାଶ କୁମାର ଓ ତାଙ୍କ ଟିମଙ୍କ ଦ୍ବାରା ପରିଚାଳିତ ଏହି ଶିବିରରେ ମୁଖ୍ୟତଃ ଆଣ୍ଠୁ, ଅଣ୍ଟା ଓ ପିଠିର ଯନ୍ତ୍ରଣା ତଥା ସାଇଟିକା ପରି ଯନ୍ତ୍ରଣାଦାୟକ ବ୍ୟାଧି ଚିକିତ୍ସା ଓ ଆଶୁ ଉପଶମ ତଥା ଚିକିତ୍ସା ପରବର୍ତ୍ତୀ ପରାମର୍ଶ ନିଃଶୁଳ୍କ ଦିଆଯାଉଛି। ସଭା ଶେଷରେ ଏସିପି ଶ୍ରୀ ରଜତ ରାୟ ଓ ଶ୍ରୀ ପରେଶ ରାଉତ ଏବଂ ଲକ୍ଷ୍ମୀସାଗର ଥାନାଧିକାରୀ ଶ୍ରୀ ଓଁମ ପ୍ରକାଶ ମହାନ୍ତିଙ୍କ ସହ ସମାଜର ବିବିଧ କ୍ଷେତ୍ରରେ ଉତ୍କର୍ଷତା ପାଇଁ ବହୁ ସମାଜସେବୀ ଓ ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା।

ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟ ସଂସ୍ଥାପକ ତଥା ଉତ୍କଳ ପ୍ରଦେଶକ ମାରୱାଡି ସମ୍ମିଳନୀ ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ଉମେଶ ଖଣ୍ଡେଲୱାଲ, ସଚିବ ହରିଅମ ଗୋୟଲ,କାର୍ଯ୍ୟକ୍ରମ ସଂଯୋଜକ ରାଜେଶ କେଜ୍ରିୱାଲ, ସୁରେଶ କମାନୀ, କଟକ ଶାଖା ଅଧ୍ୟକ୍ଷ ପଦମ ଭାଉସିନିକା,କମଲ ଅଗ୍ରୱାଲ ସମାଜସେବୀ ଶ୍ରୀ ଅଶୋକ କୁମାର ଦାସ, ମାହେଶ୍ୱରୀ ସମାଜ ଅଧ୍ୟକ୍ଷ ଘନଶ୍ୟାମ ପେରିଓ୍ବାଲ,ରୋହିତ ଖେମକା, ଲକ୍ଷ୍ମୀ ନାରୟଣ ଅଗ୍ରୱାଲ ଉପ ସଭାପତି UPMS ,ଆଲୋକ ସରାଫ, ପ୍ରଶାନ୍ତ କୁମାର ମହାପାତ୍ରଙ୍କ ସମେଥ ଉତ୍କଳ ପ୍ରଦେଶକ ମାରୱାଡି ସମ୍ମିଳନୀ ଏବଂ ଉମେଶ ଖଣ୍ଡେଲୱାଲ ଫାଉଣ୍ଡେସନ ଟ୍ରଷ୍ଟର ସମସ୍ତ ସଦସ୍ୟ ପ୍ରମୁଖ ସକ୍ରିୟ ସହଯୋଗ ପ୍ରଦାନ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ଜାତୀୟ ଯୁବ ଦିବସ ଅବସରରେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତନ ଓ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର

January 13, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ କାର୍ଯ୍ୟକ୍ରମ ଆୟୋଜିତ

January 12, 2026

ଭେଟିନାଥଦେବ ପିଏମ୍. ଶ୍ରୀ ବିଦ୍ୟାଳୟରେ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହ

January 12, 2026

ବାଣପୁର ବ୍ଲକ ସ୍ତରୀୟ ବନ୍ଦେମତରମ୍ ତାଲିମ ପ୍ରଶିକ୍ଷଣ

January 11, 2026
Latest News

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026

ଭାରତରେ ଗଣତନ୍ତ୍ରର ଅର୍ଥ ହେଉଛି ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ସେବା ପହଞ୍ଚାଇବା: ପ୍ରଧାନମନ୍ତ୍ରୀ

January 16, 2026

୧୧.୧ ହଜାର କେଜି ମହୁଲ ପୋଚ ନଷ୍ଟ କରିବା ସହ ୧୫୬୦ ଲିଟର ଦେଶୀ ମଦ ଜବତ

January 16, 2026

ମଙ୍ଗଳାଯୋଡି ଇକୋ ଟୁରିଜିମ ସ୍ଥଳ ପରିଦର୍ଶନ କଲେ ରାଜ୍ୟପାଳ

January 16, 2026

ମୁଖ୍ୟ ଶାସନ ସଚିବଙ୍କ କନ୍ଧମାଳ ଜିଲ୍ଲା ପିଏମଶ୍ରୀ ବାଳିକା ସେବାଶ୍ରମ ସ୍କୁଲ୍‌ ପରିଦର୍ଶନ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.