Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତେଜସ୍ୱିନୀ ମିଶନଶକ୍ତି ମହାସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ
ଆଞ୍ଚଳିକ

ତେଜସ୍ୱିନୀ ମିଶନଶକ୍ତି ମହାସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ

January 1, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ତେଜସ୍ୱିନୀ ମିଶନଶକ୍ତି ମହାସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର : ତେଜସ୍ୱିନୀ ମିଶନଶକ୍ତି ମହାସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ  ଭୁବନେଶ୍ୱରସ୍ଥିତ ପାରାମାଉଣ୍ଟ କ୍ଲବ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ମାନ୍ୟବର ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ପ୍ରମିଳା ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ମିଶନଶକ୍ତିର ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ଓ ଶ୍ରୀମତୀ ସନ୍ଧ୍ୟାରାଣୀ ଦେବୀ ଯୋଗ ଦେଇ ମିଶନଶକ୍ତି ମା’ମାନଙ୍କର ଉଦ୍ୟମକୁ ଭୂରୀ ଭୂରୀ ପ୍ରଶଂସା କରିଥିଲେ ।

ତେଜସ୍ୱିନୀ ମିଶନଶକ୍ତି ମହାସଂଘର ସଭାପତି ଶ୍ରୀମତୀ ମହାମାୟା ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାମାନେ ମିଶନଶକ୍ତି ମାଧ୍ୟମରେ ଏକାଠି ହୋଇ ସମ୍ମାନ ଓ ସ୍ୱାଭିମାନର ସହିତ ରୋଜଗାର କରି ନିଜ ପରିବାର ଏବଂ ଓଡ଼ିଶାର ସମ୍ମାନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ଉନ୍ନତିପଥରେ ଗୌରବାନ୍ୱିତ କରିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଅର୍ଣ୍ଣବ ବର୍ଷାରେ ଉଜୁଡ଼ିଲା ଚାଷ: ବିଷ ପିଇ ଜୀବନ ହାରିଲେ ଚାଷୀ

November 1, 2026

ରାଜସୁନାଖଳାରେ ରାଜ୍ୟସ୍ତରୀୟ ‘ସନ୍ଥ ଭକ୍ତଚରଣ ପ୍ରତିଭା ସମ୍ମାନ-୨୦୨୬’

November 1, 2026

ବଧିପାଟଣା ବିଦ୍ୟାଳୟରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଜୟା ମିଶ୍ରଙ୍କୁ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା

November 1, 2026

ବାଣପୁରରେ ବିଭିନ୍ନ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

November 1, 2026
Latest News

ଆଉ ଦରକାର ପଡ଼ିବନି ଇଣ୍ଟରନ୍ୟାସନାଲ୍ କାର୍ଡ! ବିଦେଶରେ ବି ଭାରତୀୟ UPIର ଜଲୱା, ଜାଣନ୍ତୁ କେଉଁଠି କରିପାରିବେ ପେମେଣ୍ଟ

November 2, 2026

ଦିଲ୍ଲୀ ରାଲିର ଭିଡ଼କୁ ନେଇ ତୁତୁ ମେମେ, ବିଜେପିକୁ ରାୱତଙ୍କ ‘ଆଖିଦାନ’ ଅଫର୍‌

November 2, 2026

କର୍ମଚାରୀଙ୍କ ପାଇଁ EPFOର ବଡ଼ ଉପହାର, ନଭେମ୍ବର ୧ରୁ ଆରମ୍ଭ ନୂଆ ସେବା

November 2, 2026

ନିର୍ବାଚନ ପୂର୍ବରୁ ଆପ୍‌କୁ ଝଟ୍‌କା: ଦଳ ଛାଡ଼ିଲେ ପଞ୍ଜାବର ୨ ବିଧାୟକ

November 2, 2026

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ: ଜାଣନ୍ତୁ ଗାଇଡ୍‌ଲାଇନ୍‌ ଓ ବୁକିଂ ନିୟମ

November 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.