ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୦ ହଜାର ୩୬୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୯ ହଜାର ୮୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୯୭୨ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫ ହଜାର ୬୯୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪ ହଜାର ୧୩୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧୧୪
ବାଲେଶ୍ଵର ଜିଲ୍ଲାରୁ- ୨୮୬
ବରଗଡ ଜିଲ୍ଲାରୁ- ୧୭୨
ଭଦ୍ରକ ଜିଲ୍ଲାରୁ- ୧୨୯
ବଲାଙ୍ଗୀରି ଜିଲ୍ଲାରୁ- ୨୮୮
ବୌଦ୍ଧ ଜିଲ୍ଲାରୁ- ୧୨୦
କଟକ ଜିଲ୍ଲାରୁ – ୭୭୪
ଦେବଗଡ ଜିଲ୍ଲାରୁ- ୪୭
ଢେଙ୍କାନାଳ ଜିଲ୍ଲାରୁ- ୯୫
ଗଜପତି ଜିଲ୍ଲାରୁ- ୮୮
ଗଞ୍ଜାମ ଜିଲ୍ଲାରୁ- ୬୯
ଜଗତସିଂହପୁର ଜିଲ୍ଲାରୁ- ୧୫୨
ଯାଜପୁର ଜିଲ୍ଲାରୁ- ୨୫୬
ଝାରସୁଗୁଡା ଜିଲ୍ଲାରୁ- ୧୬୮
କଳାହାଣ୍ଡି ଜିଲ୍ଲାରୁ- ୧୭୧
କନ୍ଧମାଳ ଜିଲ୍ଲାରୁ- ୯୧
କେନ୍ଦ୍ରାପଡା ଜିଲ୍ଲାରୁ- ୯୯
କେନ୍ଦୁଝର ଜିଲ୍ଲାରୁ- ୧୬୮
ଖୋର୍ଦ୍ଧା ଜିଲ୍ଲାରୁ- ୨୯୪୬
କୋରାପୁଟ ଜିଲ୍ଲାରୁ- ୧୭୪
ମାଲକାନଗିରି ଜିଲ୍ଲାରୁ- ୫୬
ମୟୂରଭଞ୍ଜ ଜିଲ୍ଲାରୁ- ୨୯୫
ନବରଙ୍ଗପୁର ଜିଲ୍ଲାରୁ- ୧୫୬
ନୟାଗଡ ଜିଲ୍ଲାରୁ- ୨୯୨
ନୂଆପଡା ଜିଲ୍ଲାରୁ- ୧୭୩
ପୁରୀ ଜିଲ୍ଲାରୁ- ୧୪୬
ରାୟଗଡା ଜିଲ୍ଲାରୁ- ୨୭୪
ସମ୍ବଲପୁର ଜିଲ୍ଲାରୁ- ୨୦୬
ସୋନପୁର ଜିଲ୍ଲାରୁ- ୧୧୭
ସୁନ୍ଦରଗଡ ଜିଲ୍ଲାରୁ- ୧୧୩୪
ଷ୍ଟେଟ ପୁଲରୁ- ୫୭୭
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୯ ହଜାର ୩୩ ଏବଂ ବର୍ତ୍ତମାନ ୮୯ ହଜାର ୭୦୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।