Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜିଠାରୁ ଇଣ୍ଡିଆ ଗେଟରେ ନୁହେଁ, ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲରେ ଜଳିବ ଅମର ଜବାନ୍ ଜ୍ୟୋତି
ବିଶେଷ ଖବର

ଆଜିଠାରୁ ଇଣ୍ଡିଆ ଗେଟରେ ନୁହେଁ, ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲରେ ଜଳିବ ଅମର ଜବାନ୍ ଜ୍ୟୋତି

January 21, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟରେ ଗତ ୫୦ ବର୍ଷ ଧରି ଜଳୁଥିବା ଅମର ଜୱାନ ଜ୍ୟୋତି ଆଜିଠାରୁ ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲରେ ଜଳିବ। ଗତକାଲି ସେନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ସେନା ଅଧିକାରୀ କହିଛନ୍ତି ଯେ, ଅମର ଜୱାନ ଜ୍ୟୋତି ଶୁକ୍ରବାର ଅପରାହ୍ନରେ ଇଣ୍ଡିଆ ଗେଟର ୪୦୦ ମିଟର ଦୂରରେ ଅବସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲରେ ଜ୍ୱଳନ୍ତ ଜ୍ୟୋତି ସହିତ ମିଶ୍ରଣ ହେବ। ଫେବୃଆରୀ ୨୫ ତାରିଖ ୨୦୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଯୁଦ୍ଧ ମେମୋରିଆଲର ଉଦଘାଟନ କରିଛନ୍ତି, ଯେଉଁଠାରେ ୨୫,୯୪୨ ସୈନିକଙ୍କ ନାମ ସ୍ଵର୍ଣ୍ଣିମ ଅକ୍ଷରରେ ଲେଖାଯାଇଛି।

ଏଥି ସହ କଂଗ୍ରେସ ଏହି ନିଷ୍ପତ୍ତିକୁ ଦୁଃଖଦ ବୋଲି କହିଛି। କଂଗ୍ରେସ ନେତା ଲାଲଜୀ ଦେଶାଇ ଟ୍ୱିଟ୍ କରି କହିଛନ୍ତି ଯେ, ଅମର ଜୱାନ ଜ୍ୟୋତିଙ୍କୁ ଇଣ୍ଡିଆ ଗେଟ୍‌ରେ ଜାତୀୟ ଯୁଦ୍ଧ ସ୍ମୃତିର ଜ୍ଯୋତିରେ ମିଶ୍ରଣ କରିବା ଅତ୍ୟନ୍ତ ଦୁଃଖ ଖଦାୟକ। ୧୯୭୧ ମସିହାରେ ଇଣ୍ଡୋ-ପାକ୍ ଯୁଦ୍ଧରେ ସହିଦ ହୋଇଥିବା ସାହସୀ ସହିଦମାନଙ୍କ ପାଇଁ ଏହା ଏକ ଅପମାନ।

୧୯୭୧ ର ଇଣ୍ଡୋ-ପାକ୍ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନମାନଙ୍କ ସ୍ମୃତିରେ ଅମର ଜୱାନ୍ ଜ୍ୟୋତି ପ୍ରତିଷ୍ଠିତ ହୋଇଥିଲା। ଏହି ଯୁଦ୍ଧରେ ଭାରତ ବିଜୟୀ ହୋଇଥିଲା ଏବଂ ବାଂଲାଦେଶ ଗଠନ ହୋଇଥିଲା। ଜାନୁଆରୀ ୨୬ ତାରିଖ ୧୯୭୨ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ଉଦଘାଟନ କରିଥିଲେ।

ଇଣ୍ଡିଆ ଗେଟ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026
Latest News

ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର ୨୯ ଟଙ୍କା ବୃଦ୍ଧି, ୧୪.୨ କିଲୋଗ୍ରାମ ସିଲିଣ୍ଡର ଏବେ ୯୪୨ ଟଙ୍କା

June 7, 2026

ଖାଇବା ତେଲ କିଣିବା ପୂର୍ବରୁ ଜାଣନ୍ତୁ ! ସରକାର ବଦଳାଇଲେ ନିୟମ,

June 7, 2026

‘ଭାରତ ସଏଲ୍ ହେଲଥ ପଲିସି’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

June 7, 2026

ଆୟୁଷ୍ମାନ କାର୍ଡଧାରୀ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥା ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

June 7, 2026

ସ୍ଵେଚ୍ଛାସେବୀ ଦୀପକ ବିଶ୍ୱାଳଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.