Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସବୁ ଖୋଲିଦେଲେ ରାଜ୍ୟ ସରକାର, ହେଲେ ରାତି 10ଟା ପରେ ସବୁ ବନ୍ଦ, ଆସିଲା ନୂଆ ଗାଇଡ ଲାଇନ
ବିଶେଷ ଖବର

ସବୁ ଖୋଲିଦେଲେ ରାଜ୍ୟ ସରକାର, ହେଲେ ରାତି 10ଟା ପରେ ସବୁ ବନ୍ଦ, ଆସିଲା ନୂଆ ଗାଇଡ ଲାଇନ

January 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସବୁ ଖୋଲିଦେଲେ ରାଜ୍ୟ ସରକାର, ହେଲେ ରାତି 10ଟା ପରେ ସବୁ ବନ୍ଦ, ଆସିଲା ନୂଆ ଗାଇଡ ଲାଇନ

ଭୁବନେଶ୍ବର: ରାଜ୍ୟ ସରକାର ଫେବୃୟାରୀ ମାସ ପାଇଁ ନୂଆ ଗାଇଡ ଲାଇନ ଆଣିଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ କମିଶନର ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା ବିଶେଷ ସୂଚନା ଦେଇଛନ୍ତି। ସେହି ଅନୁସାରେ ଏଣିକି ରାଜ୍ୟରେ ସମସ୍ତ ଦୋକାନ ବଜାର ଖୋଲା ରହିବ। ହେଲେ ଏହା ରାତି 10 ଟା ବେଳକୁ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଜାରୀ ରହିଛି।

ସୂଚନା ଅନୁସାରେ ସହରାଞ୍ଚଳରେ ନାଇଟ କର୍ଫୁକୁ କୋହଳ କରାଯାଇଛି। ଏଣିକି ରାତି 9ଟା ନୁହେଁ ରାତି 10ଟାରୁ ଏହା ଲାଗୁ ହେବ। ସକାଳ 5ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନାଇଟ କର୍ଫ୍ୟୁ ବଳବତ୍ତର ରହିବ। ଏଥିରେ ସମସ୍ତ ସିନେମା ହଲ, ଦୋକାନ ବଜାର, ସପିଂ ମଲ, ହାଟ, ସୁଇମିଂ ପୁଲ, ଥିଏଟର ହଲ, ମନୋରଂଜନ ପ୍ରେକ୍ଷାଳୟ, ସାଂସ୍କୃତିକ ହଲ ସବୁ ଖୋଲାଯିବ। ଏଗୁଡିକ କେବଳ ସକାଳ 5 ଟାରୁ ରାତି 10 ପର୍ଯ୍ୟନ୍ତ ଖୋଲା ରହିବ।

ସେହିପରି ଫେବୃୟାରୀରେ ସମସ୍ତ ପୂଜାପାଠ କଟକଣା ଭିତରେ କରାଯିବ ବୋଲି ଘୋଷଣା କରାଯାଇଛି। ଯେପରିକି ସରସ୍ବତୀ ପୂଜା, ମାଘ ସପ୍ତମୀ, ମାଘ ପୂର୍ଣ୍ଣିମା ପାଳନ କରାଯିବ। ତେବେ ସରସ୍ବତୀ ପୂଜା କମ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲରେ କରିବାକୁ କୁହାଯାଇଛି। ସେହିପରି ବାହାରେ ମଧ୍ୟ ମଣ୍ଡପ କରି ଏହା କରାଯାଇପାରିବ। ମନ୍ଦିରରେ ସରସ୍ବତୀ ପୂଜା ବିନା ଭକ୍ତରେ କରିବାକୁ  କୁହାଯାଇଛି।

ସେହିପରି ମାଘ ବୁଡରେ କୌଣସି ହ୍ରଦ କିମ୍ବା ଜଳାଶୟ କିମ୍ବା ସମୁଦ୍ରରେ ଏକାଠି ହେବାକୁ ବାରଣ କରାଯାଇଛି। ହେଲେ ଏ ସଂପର୍କିତ ପୂଜା ମନ୍ଦିର ଭିତରେ କରାଯିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି।

ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ ଅଫିସ ଶତପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଏଥିରେ କଟକଣା କରାଯାଇ ପଚାଶ ପ୍ରତିଶକୁ ହ୍ରାସ କରାଯାଇଥିଲା। ହେଲେ ପୂର୍ବରୁ ଜାରୀ ଥିବା କୋଭିଡ କଟକଣାକୁ ପୂର୍ଣ୍ଣମାତ୍ରାରେ ଲାଗୁ କରି ଅଫିସ ପରିଚାଳିତ କରିବେ ବୋଲି କୁହାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ସଙ୍ଗୀତ ପରି ମଧ୍ୟ “ବନ୍ଦେ ମାତରମ୍” ପାଇଁ ଠିଆ ହେବାକୁ ପଡିବ: ଖୁବ୍ ଶୀଘ୍ର ଆସିବ ଆଇନ

January 24, 2026

ICC ODI ରାଙ୍କିଂ: ବିରାଟ କୋହଲିଙ୍କୁ ଝଟକା ଦେଇ ଶୀର୍ଷ ଆସନ ଅକ୍ତିଆର କଲେ ଡାରିଲ ମିଚେଲ

January 24, 2026

ମତ୍ସ୍ୟ-ପ୍ରାଣୀ ସମାବେଶର ଶେଷ ଦିନ: ଜନ ସମୁଦ୍ର ପାଲଟିଲା ଜନତା ମଇଦାନ

January 24, 2026

ରୋଜଗାର ମେଳା: ଆଜି ୬୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

January 24, 2026
Latest News

ଜାନୁଆରୀ ୨୭ ରେ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ!: ତିନି ଦିନ ପାଇଁ ବାଧାପ୍ରାପ୍ତ ହେବ ବ୍ୟାଙ୍କ ସେବା 

January 24, 2026

ଭାରତକୁ ହରାଇବା ପାଇଁ କେତେ ରନ ଆବଶ୍ୟକ?: ପରାଜୟ ପରେ କହିଲେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ

January 24, 2026

ଜାତୀୟ ସଙ୍ଗୀତ ପରି ମଧ୍ୟ “ବନ୍ଦେ ମାତରମ୍” ପାଇଁ ଠିଆ ହେବାକୁ ପଡିବ: ଖୁବ୍ ଶୀଘ୍ର ଆସିବ ଆଇନ

January 24, 2026

ବାଣିଜ୍ୟ ଚୁକ୍ତି ପୂର୍ବରୁ ଝଟକା ଦେଲା EU, ଭାରତୀୟ ସାମଗ୍ରୀ ଉପରେ ବୃଦ୍ଧି କଲା ୨୦% ଶୁଳ୍କ

January 24, 2026

ICC ODI ରାଙ୍କିଂ: ବିରାଟ କୋହଲିଙ୍କୁ ଝଟକା ଦେଇ ଶୀର୍ଷ ଆସନ ଅକ୍ତିଆର କଲେ ଡାରିଲ ମିଚେଲ

January 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.