ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୫୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୯୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୦୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୪୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୮୩ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୪୪
ବାଲେଶ୍ଵର ଜିଲ୍ଲାରୁ- ୨୨
ବରଗଡ ଜିଲ୍ଲାରୁ- ୧୩
ଭଦ୍ରକ ଜିଲ୍ଲାରୁ- ୧୬
ବଲାଙ୍ଗୀରି ଜିଲ୍ଲାରୁ- ୨
ବୌଦ୍ଧ ଜିଲ୍ଲାରୁ- ୨୩
କଟକ ଜିଲ୍ଲାରୁ– ୫୨
ଦେବଗଡ ଜିଲ୍ଲାରୁ- ୧୭
ଢେଙ୍କାନାଳ ଜିଲ୍ଲାରୁ- ୧୫
ଗଜପତି ଜିଲ୍ଲାରୁ- ୩୮
ଗଞ୍ଜାମ ଜିଲ୍ଲାରୁ- ୨୬
ଜଗତସିଂହପୁର ଜିଲ୍ଲାରୁ- ୫୦
ଯାଜପୁର ଜିଲ୍ଲାରୁ- ୪୭
ଝାରସୁଗୁଡା ଜିଲ୍ଲାରୁ- ୨୪
କଳାହାଣ୍ଡି ଜିଲ୍ଲାରୁ- ୧୦
କନ୍ଧମାଳ ଜିଲ୍ଲାରୁ- ୫
କେନ୍ଦ୍ରାପଡା ଜିଲ୍ଲାରୁ- ୩୪
କେନ୍ଦୁଝର ଜିଲ୍ଲାରୁ- ୨୦
ଖୋର୍ଦ୍ଧା ଜିଲ୍ଲାରୁ- ୧୫୯
କୋରାପୁଟ ଜିଲ୍ଲାରୁ- ୪୬
ମାଲକାନଗିରି ଜିଲ୍ଲାରୁ- ୬
ମୟୂରଭଞ୍ଜ ଜିଲ୍ଲାରୁ- ୩୧
ନବରଙ୍ଗପୁର ଜିଲ୍ଲାରୁ- ୬
ନୟାଗଡ ଜିଲ୍ଲାରୁ- ୨୧
ନୂଆପଡା ଜିଲ୍ଲାରୁ- ୮
ପୁରୀ ଜିଲ୍ଲାରୁ- ୧୩
ରାୟଗଡା ଜିଲ୍ଲାରୁ- ୧୮
ସମ୍ବଲପୁର ଜିଲ୍ଲାରୁ- ୨୯
ସୋନପୁର ଜିଲ୍ଲାରୁ- ୧୮
ସୁନ୍ଦରଗଡ ଜିଲ୍ଲାରୁ- ୮୮
ଷ୍ଟେଟ ପୁଲରୁ- ୨୪
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୪୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୭୯୬ ଏବଂ ବର୍ତ୍ତମାନ ୧୦ ହଜାର ୨୭୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।