Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି କରୋନା ଆକ୍ରାନ୍ତରେ ସାମାନ୍ୟ ବୃଦ୍ଧି, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ
ଆଜିର ଖବର

ଆଜି କରୋନା ଆକ୍ରାନ୍ତରେ ସାମାନ୍ୟ ବୃଦ୍ଧି, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

February 15, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୫୯ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୯୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୨୦୩ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୫୪୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୮୩  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୪୪

ବାଲେଶ୍ଵର ଜିଲ୍ଲାରୁ- ୨୨

ବରଗଡ ଜିଲ୍ଲାରୁ- ୧୩

ଭଦ୍ରକ ଜିଲ୍ଲାରୁ- ୧୬

ବଲାଙ୍ଗୀରି ଜିଲ୍ଲାରୁ- ୨

ବୌଦ୍ଧ ଜିଲ୍ଲାରୁ- ୨୩

କଟକ ଜିଲ୍ଲାରୁ– ୫୨

ଦେବଗଡ ଜିଲ୍ଲାରୁ- ୧୭

ଢେଙ୍କାନାଳ ଜିଲ୍ଲାରୁ- ୧୫

ଗଜପତି ଜିଲ୍ଲାରୁ- ୩୮

ଗଞ୍ଜାମ ଜିଲ୍ଲାରୁ- ୨୬

ଜଗତସିଂହପୁର ଜିଲ୍ଲାରୁ- ୫୦

ଯାଜପୁର ଜିଲ୍ଲାରୁ- ୪୭

ଝାରସୁଗୁଡା ଜିଲ୍ଲାରୁ- ୨୪

କଳାହାଣ୍ଡି ଜିଲ୍ଲାରୁ- ୧୦

କନ୍ଧମାଳ ଜିଲ୍ଲାରୁ- ୫

କେନ୍ଦ୍ରାପଡା ଜିଲ୍ଲାରୁ- ୩୪

କେନ୍ଦୁଝର ଜିଲ୍ଲାରୁ- ୨୦

ଖୋର୍ଦ୍ଧା ଜିଲ୍ଲାରୁ- ୧୫୯

କୋରାପୁଟ ଜିଲ୍ଲାରୁ- ୪୬

ମାଲକାନଗିରି ଜିଲ୍ଲାରୁ- ୬

ମୟୂରଭଞ୍ଜ ଜିଲ୍ଲାରୁ- ୩୧

ନବରଙ୍ଗପୁର ଜିଲ୍ଲାରୁ- ୬

ନୟାଗଡ ଜିଲ୍ଲାରୁ- ୨୧

ନୂଆପଡା ଜିଲ୍ଲାରୁ- ୮

ପୁରୀ ଜିଲ୍ଲାରୁ- ୧୩

ରାୟଗଡା ଜିଲ୍ଲାରୁ- ୧୮

ସମ୍ବଲପୁର ଜିଲ୍ଲାରୁ- ୨୯

ସୋନପୁର ଜିଲ୍ଲାରୁ- ୧୮

ସୁନ୍ଦରଗଡ ଜିଲ୍ଲାରୁ- ୮୮

ଷ୍ଟେଟ ପୁଲରୁ- ୨୪

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୪୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୭୯୬ ଏବଂ ବର୍ତ୍ତମାନ ୧୦ ହଜାର ୨୭୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ଓଡିଶା କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନ ସାମାନ୍ୟ ବୃଦ୍ଧି ସ୍ଥାନୀୟ ସଂକ୍ରମିତ
Share. Facebook Twitter LinkedIn Email WhatsApp Copy Link

Related Posts

ନୀବନ ପଟ୍ଟନାୟକଙ୍କୁ ହଠାତ୍ ଦେଖିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ତାପରେ….

May 24, 2026

ସୀମାପାର ନିଶାଦ୍ରବ୍ୟ ଚୋରା ଚାଲାଣ ନେଟୱାର୍କର ପର୍ଦ୍ଦାଫାସ୍: ୨୮ କିଲୋ ହେରୋଇନ୍ ସହିତ ୪ ଗିରଫ

May 24, 2026

IPL ଶେଷ ହେବାର ମାତ୍ର ୬ ଦିନ ପରେ ଆରମ୍ଭ ହେବ ଟିମ୍ ଇଣ୍ଡିଆର ମ୍ୟାଚ୍: ଜାଣନ୍ତୁ ୨୦୨୬ର କାର୍ଯ୍ୟସୂଚୀ

May 24, 2026

ପାକିସ୍ତାନରେ ରେଳ ଟ୍ରାକରେ ଆତ୍ମଘାତୀ ଆକ୍ରମଣ: ୨୬ ମୃତ

May 24, 2026
Latest News

ଅବୈଧ ବାଂଲାଦେଶୀମାନଙ୍କର ବଢିଲା ସମସ୍ୟା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନେଲେ ବଡ଼ ନିଷ୍ପତ୍ତି

May 24, 2026

ନୀବନ ପଟ୍ଟନାୟକଙ୍କୁ ହଠାତ୍ ଦେଖିଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ତାପରେ….

May 24, 2026

ସୀମାପାର ନିଶାଦ୍ରବ୍ୟ ଚୋରା ଚାଲାଣ ନେଟୱାର୍କର ପର୍ଦ୍ଦାଫାସ୍: ୨୮ କିଲୋ ହେରୋଇନ୍ ସହିତ ୪ ଗିରଫ

May 24, 2026

IPL ଶେଷ ହେବାର ମାତ୍ର ୬ ଦିନ ପରେ ଆରମ୍ଭ ହେବ ଟିମ୍ ଇଣ୍ଡିଆର ମ୍ୟାଚ୍: ଜାଣନ୍ତୁ ୨୦୨୬ର କାର୍ଯ୍ୟସୂଚୀ

May 24, 2026

ଭର୍ତ୍ତୃହରି ମହତାବଙ୍କ ସମେତ ଏହି ସାଂସଦମାନଙ୍କୁ ମିଳିବ ସଂସଦ ରତ୍ନ ପୁରସ୍କାର: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.