Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପଞ୍ଚମ ରାଜ୍ୟ ନରେନ୍ଦ୍ର ଜେନା ସ୍ମାରକୀ ଫୁଟ୍‌ବଲ ଟେନିିସ୍ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ
ଆଞ୍ଚଳିକ

ପଞ୍ଚମ ରାଜ୍ୟ ନରେନ୍ଦ୍ର ଜେନା ସ୍ମାରକୀ ଫୁଟ୍‌ବଲ ଟେନିିସ୍ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ

February 26, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ୨୬ ତାରିଖ ଅପରାହ୍ନରେ ନୟାପଲ୍ଲୀ ସୟଦ ମମତାଜ ଅଲ୍ଲୀ ସ୍କୁଲ୍ ପ୍ରାଙ୍ଗଣରେ ପଞ୍ଚମ ରାଜ୍ୟ ଦିବାରାତ୍ର ନରେନ୍ଦ୍ର ଜେନା ସ୍ମାରକୀ ଫୁଟ୍‌ବଲ ଟେନିସ୍ ପ୍ରତିଯୋଗିତା (ପୁରୁଷ ଓ ମହିଳା) ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଅଛି। ଏଥିରେ ମୋଟ ୧୪ଟି ପୁରୁଷ ଦଳ ଓ ୪ଟି ମହିଳା ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତା ନକ୍ ଆଉଟ ପଦ୍ଧତିରେ ଖେଳ ହେବ।

ଏହି ପ୍ରତିଯୋଗିତା ୨ଦିନ ଧରି ଚାଲିବ। ତା ୨୬.୨.୨୦୨୨ ଓ ୨୭.୦୨.୨୦୨୨ ପ୍ରତିଯୋଗିତାରୁ ବଛା ବଛା ଖେଳାଳୀମାନେ ରାଜ୍ୟ ପାଇଁ ମହାରାଷ୍ଟ୍ର,ସୋଲାପୁରଠାରେ ମେ ମାସରେ ଜାତୀୟ ପ୍ରତିଯୋଗିତାରେ ଯୋଗଦେବେ। ଏହି ପ୍ରତିଯୋଗିତାଟିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଭୁବନେଶ୍ୱରର କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଡଃ ସୌର୍ଯ୍ୟରଞ୍ଜନ ପରିଜା।

ଅନ୍ୟତମ ସମ୍ମାନିତ ଅତିଥିମାନେ ହେଲେ ସମରେନ୍ଦ୍ର ଜେନା, ସଭାପତି ନଳିନୀକାନ୍ତ ମିଶ୍ର, ପ୍ରସନ୍ନ ରାଉତ, ମହେନ୍ଦ୍ର ବଳବନ୍ତରାୟ, ପ୍ରତିଭା ମିଶ୍ର, ସ୍ନିଗ୍ଧା ମହାପାତ୍ର, ଚିତା ବେହେରା, ସରିତା ଶତପଥୀ, କ୍ଷୀରୋଦ ବେହେରା, ଜଲ୍ଲିନ ଖାନ୍ ଓ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ଉଦ୍‌ଘାଟନ ଉତ୍ସବକୁ ପରିଚାଳନା କରିଥିଲେ। ଆସନ୍ତା କାଲି ଅପରାହ୍ନ ୪.୩୦ରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ।

ନୟାପଲ୍ଲୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ବ୍ଲକରେ ମିଳିତ ଜନ ଅଭିଯୋଗ ଶୁଣାଣି

October 26, 2026

ଇଶାନ କିଶନ ତୃତୀୟ ଟି୨୦ ମ୍ୟାଚରୁ ବାଦ୍: ବୈଭବ ନୁହେଁ ଏହି ଖେଳାଳି ନେବ ସ୍ଥାନ

October 26, 2026

ଦେବଦତ୍ତ ପଡିକ୍କଲ ୧୯୯ରେ ଆଉଟ୍: ଅମ୍ପାୟାରଙ୍କ କାରଣରୁ ‘ଡବଲ୍ ସେଞ୍ଚୁରୀ’ରୁ ବଞ୍ଚିତ

October 26, 2026

ମ୍ୟାଚ୍ ଫିକ୍ସିଂରୁ ଜିତିଲା ପାକିସ୍ତାନ: ଶାଦାବ ଖାନଙ୍କ ୱିକେଟ୍ ଉପରେ ବିବାଦ, ଜାଣନ୍ତୁ ପୂରା ମାମଲା

October 26, 2026
Latest News

ସିପିଗ୍ରାମ୍ସ ଜରିଆରେ ଓଡ଼ିଶାର ଦୁଇଟି ଜନଅଭିଯୋଗର ସମାଧାନ

October 26, 2026

ଜୟପୁର-ଟାଟାନଗର-ସାନ୍ତ୍ରାଗାଛି ଏକ୍ସପ୍ରେସ୍‌ର ଶୁଭାରମ୍ଭ

October 26, 2026

ନିର୍ବାଚନ ଆୟୋଗର ବଡ଼ କାର୍ଯ୍ୟାନୁଷ୍ଠାନ: ୬ ବଡ଼ ଅଧିକାରୀ ନିଲମ୍ବିତ

October 26, 2026

ବିଏସଏନଏଲ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉଦଘାଟିତ

October 26, 2026

କେସି ଭେଣୁଗୋପାଲଙ୍କ ଘୋଷଣା : ନଭେମ୍ବର ୪ରେ ସଙ୍ଗରୁର ଗସ୍ତ କରିବେ ରାହୁଲ ଗାନ୍ଧୀ

October 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.