Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରିୟା ପ୍ରକାଶ ଓ୍ବାରିୟରଙ୍କ ଦ୍ବିତୀୟ ବଲିଉଡ୍‌ ଫିଲ୍ମ
ଆଜିର ଖବର

ପ୍ରିୟା ପ୍ରକାଶ ଓ୍ବାରିୟରଙ୍କ ଦ୍ବିତୀୟ ବଲିଉଡ୍‌ ଫିଲ୍ମ

April 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
priya prakash's second movie coming soon
priya prakash's second movie coming soon

ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପ୍ରିୟା ପ୍ରକାଶ ଓ୍ବାରିୟର୍‌ ନିଜର ଦ୍ବିତୀୟ ବଳିଉଡ୍‌ ଫିଲ୍ମ ସାଇନ୍‌ କରିଛନ୍ତି। ମାଲାୟଲମ୍‌ ଫିଲ୍ମ ଓରୁ ଆଡାର ଲଭ୍‌ର ଏକ ଗୀତ ପାଇଁ ରାତାରାତି ଭାରତରେ ପ୍ରସିଦ୍ଧ ହୋଇଥିବା ଓ୍ବାରିୟର ନିକଟରେ ଲଭ୍‌ ହ୍ୟାକର୍‌ ନାମକ ଏକ ଫିଲ୍ମ ସାଇନ୍‌ କରିଛନ୍ତି। ପୂର୍ବରୁ ଶ୍ରୀଦେବୀ ବଙ୍ଗଲା ନାମକ ଏକ ବଲିଉଡ୍‌ ଫିଲ୍ମ ସାଇନ୍‌ କରିଥିଲେ ପ୍ରିୟା। ଫିଲ୍ମଟି ସାଇବର ହ୍ୟାକିଂ ଏବଂ ଏହାଦ୍ବାରା ପ୍ରେମରେ ପଡିଥିବା ଏକ ଯୁବତୀର କାହାଣୀ ବୋଲି ଜଣାପଡିଛି। ମୟଙ୍କ ପ୍ରକାଶ ଶ୍ରୀବାସ୍ତବ ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି। ଶ୍ରୀଦେବୀ ବଙ୍ଗଲାର ନିର୍ଦ୍ଦେଶନା ପ୍ରଶାନ୍ତ ମାମ୍ପିଲି ଦେଉଥିବା ବେଳେ ଏହାର ରିଲିଜ୍‌ ତାରିଖ ସ୍ଥିର ହୋଇ ନାହିଁ। ଏହି ଦୁଇଟି ଚଳଚିତ୍ର ସହିତ ଅଲ୍ଲୁ ଅର୍ଜୁନଙ୍କ ସହିତ ଏକ ତେଲୁଗୁ ଚଳଚିତ୍ରରେ ମଧ୍ୟ ନଜର ଆସିବେ ପ୍ରିୟା ପ୍ରକାଶ ଓ୍ବାରିୟର।

movie second thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026

ନକ୍ସଲମୁକ୍ତ ଭାରତ ପରେ ପୀଡ଼ିତଙ୍କ କ୍ଷତ ଉପଶମ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ

October 16, 2026

ଲଦାଖରେ ୩୩୫୦ କୋଟି ମୂଲ୍ୟର ୫ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 16, 2026
Latest News

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

ଚଳିତ ବର୍ଷ ରାବଣ ସାଙ୍ଗକୁ ଜଳିବ ୩୦ ଫୁଟର ‘କକ୍ରୋଚ୍’

October 16, 2026

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ : ଅକ୍ଟୋବର ୨୬ରୁ ’ଘରକୁ ଘର ସର୍ଭେ’

October 16, 2026

୧୮ରେ ଶପଥ ନେବେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.