Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେସିଙ୍କ ଗୋଲ୍‌ରେ ବାର୍ସେଲୋନାକୁ ୨୬ ତମ ଲା ଲିଗା ଟାଇଟଲ
ଆଜିର ଖବର

ମେସିଙ୍କ ଗୋଲ୍‌ରେ ବାର୍ସେଲୋନାକୁ ୨୬ ତମ ଲା ଲିଗା ଟାଇଟଲ

April 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
barsenola won the la liga cup
barsenola won the la liga cup due to messi's goal

ଅଧିନାୟକ ଲିଓନେଲ୍‌ ମେସିଙ୍କ ଗୋଲ୍‌ ବଳରେ ବାର୍ସେଲୋନା ନିଜର ୨୬ ତମ ଲା ଲିଗା ଟାଇଟଲ ହାସଲ କରିଛି। ଶନିବାର ରାତିରେ ଖେଳା ଯାଇଥିବା ମ୍ୟାଚ୍‌ରେ ୧-୦ ରେ ଲେଭାଣ୍ଟେକୁ ପରାସ୍ତ କରି ୨୬ ତମ ଟାଇଟଲ ହାସଲ କରିଛି ବାର୍ସଲୋନା। ସେହିପରି ମେସି ବାର୍ସେଲୋନା ସହିତ ୧୧ ଟି ସିଜିନ୍‌ ଖେଳିଥିବା ବେଳେ ଅଧିନାୟକ ଭାବରେ ଏହା ତାଙ୍କର ଅଷ୍ଟମ ଟାଇଟଲ। ମ୍ୟାଚ୍‌ର ୬୧ ତମ ମିନିଟ୍‌ରେ ଅର୍ଟୁରେ ଭାଇଡାଲ୍‌ଙ୍କ ହେଡରକୁ ଗୋଲ୍‌ରେ ପରିଣତ କରିଥିଲେ ମେସି। ମେସି ବୁଧବାର ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଲିଗ୍‌ ସେମିଫାଇନାଲ୍‌ ପାଇଁ ଅଧିକ ସମୟ ବେଞ୍ଚରେ ନଜର ଆସିଥିଲେ। ମେସିଙ୍କ ଅନୁପସ୍ଥିତିରେ ଫିଲିପ୍‌ କୁଟିନୋ ଗୋଲ୍‌ କରିବାର ଚେଷ୍ଟା କରିଥିଲେ ମଧ୍ୟ ଦୁଇଟି ସଟ୍‌ ବାର୍‌ରେ ବାଜିବାରୁ ଗୋଲ୍‌ରୁ ବଞ୍ଚିତ ହୋଇଥିଲେ କୁଟିନୋ। ସେହିପରି ବାର୍ସା ସହିତ ନିଜର ୧୧ ସିଜିନ୍‌ରୁ ୧୦ ଥର ଦଳକୁ ଚାମ୍ପିୟନ୍‌ କରାଇବାରେ ସକ୍ଷମ ରହିଛନ୍ତି ୩୧ ବର୍ଷୀୟ ଆର୍ଜେଣ୍ଟିନା ଫରଓ୍ବାର୍ଡ ମେସି। ଏହି ବିଜୟ ପରେ ଟ୍ରଫି ସହିତ ସମସ୍ତ ଖେଳାଳିଙ୍କ ସନ୍ତାନଙ୍କ ସହ ଫଟୋ ଉଠାଇଥିଲେ। ବୁଧବାର ବାର୍ସେଲୋନା ଚାମ୍ପିୟନ୍ସ ଲିଗ୍‌ ସେମି ଫାଇନାଲରେ ଲିଭରପୁଲ୍‌ର ମୁକାବିଲା କରିବ।

barselona football messi thesamikhsya won
Share. Facebook Twitter LinkedIn Email WhatsApp Copy Link

Related Posts

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026

୧୫ ଅକ୍ଟୋବର ଶେଷ ତାରିଖ: PF ଜମାରେ ବିଳମ୍ବ କଲେ କମ୍ପାନୀ ଉପରେ ଲାଗିବ ସୁଧ ଓ ଜରିମାନା, ଜାଣନ୍ତୁ ECR ନିୟମ

October 11, 2026
Latest News

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026

ପ୍ରେସକ୍ରିପସନ୍ ଔଷଧ ବିଜ୍ଞାପନ ଉପରେ କେନ୍ଦ୍ରର କଟକଣା! ଅନୁମତି ବିନା ପ୍ରଚାର କଲେ ଅଡୁଆରେ ପଡ଼ିପାରନ୍ତି ଔଷଧ ବ୍ୟବସାୟୀ

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.