Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଣକ୍ୟ ନୀତି: ସଂପର୍କ ଭାଙ୍ଗିଗଲେ ସବୁ ସରିଗଲା, ଏହାକୁ ଦୃଢ କରିବା ପାଇଁ ଜାଣନ୍ତୁ ଏହି ଚାରୋଟି କଥା
ଆଜିର ଖବର

ଚାଣକ୍ୟ ନୀତି: ସଂପର୍କ ଭାଙ୍ଗିଗଲେ ସବୁ ସରିଗଲା, ଏହାକୁ ଦୃଢ କରିବା ପାଇଁ ଜାଣନ୍ତୁ ଏହି ଚାରୋଟି କଥା

April 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବିନା ଯୁଦ୍ଧରେ ମଧ୍ୟ ଶତ୍ରୁକୁ କରିହେବ ପରାସ୍ତ: ଅନୁସରଣ କରନ୍ତୁ ଚାଣକ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ କଥା
ବିନା ଯୁଦ୍ଧରେ ମଧ୍ୟ ଶତ୍ରୁକୁ କରିହେବ ପରାସ୍ତ: ଅନୁସରଣ କରନ୍ତୁ ଚାଣକ୍ୟଙ୍କ ଗୁରୁତ୍ୱପୂର୍ଣ୍ଣ କଥା

ଚାଣକ୍ୟ ନୀତି: ସମସ୍ତେ ଖୁସି ଏବଂ ଭଲ ସମ୍ପର୍କ ରଖିବାକୁ ଚାହାଁନ୍ତି। ବ୍ୟବସାୟ ହେଉ କିମ୍ବା ବ୍ୟକ୍ତିଗତ ସମ୍ପର୍କ ହେଉ। କାରଣ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିଥିବା ବ୍ୟକ୍ତିଙ୍କୁ ଅସୁବିଧାରେ ସାହାଯ୍ୟ ମିଳେ। ତାଙ୍କ ସମସ୍ୟାର ସମାଧାନ କରିବାକୁ ସମସ୍ତେ ଚେଷ୍ଟା କରନ୍ତି।

ସେଥିପାଇଁ ସଂପର୍କକୁ ଦୃଢ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ଚାରୋଟି କଥା କହିଛନ୍ତି। ଯେହେତୁ ଚାଣକ୍ୟ ନିଜେ ଜଣେ ମହାନ ଶିକ୍ଷାବିତ୍, ଅର୍ଥନୀତିଜ୍ଞ ତଥା ରାଜନେତା ଥିଲେ, ସେଥିପାଇଁ ଜଣେ ବ୍ୟକ୍ତି କିପରି ନିଜ ଜୀବନରେ ସମ୍ପର୍କକୁ ମଜବୁତ କରିପାରିବ ଏବଂ ତାଙ୍କର କେଉଁ ଗୁଣ ରହିବା ଉଚିତ୍ ସେ ସଂପର୍କରେ ସେ ତଥ୍ୟ ରଖିଛନ୍ତି।

ଜାଣନ୍ତୁ ଚାଣକ୍ୟଙ୍କ ଅନୁଯାୟୀ ଏହି ଚାରୋଟି କଥା କିପରି ଏକ ଦୃଢ ସମ୍ପର୍କ ସୃଷ୍ଟି କରିପାରିବ।

୧- ସମ୍ପର୍କରେ ପ୍ରେମ ଏବଂ ବିଶ୍ୱାସ- କୌଣସି ବ୍ୟକ୍ତି ସମସ୍ତଙ୍କୁ ଖୁସି ରଖିବା ସହଜ ନୁହେଁ। ହେଲେ ଏହାର ଅର୍ଥ ନୁହେଁ ଯେ ପ୍ରତାରଣା କରି ସମ୍ପର୍କକୁ ମଜବୁତ କରାଯିବ। ଏପରି କରିବା ଦ୍ୱାରା ସମ୍ପର୍କର ମୂଳଦୁଆ ଦୁର୍ବଳ ହୋଇଯାଏ। ସେଥିପାଇଁ କୌଣସି ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରେମ ଏବଂ ବିଶ୍ୱାସ ଜରୁରୀ

୨- ମଧୁରତା ବଜାୟ ରଖନ୍ତୁ- ଚାଣକ୍ୟ କହିଛନ୍ତି ଯେ ଜଣେ ବ୍ୟକ୍ତିଙ୍କ କଥା ମିଠା ହେବା ଉଚିତ୍। ଜଣେ ବ୍ୟକ୍ତିଙ୍କ ହୃଦୟରେ ପ୍ରେମର ଭାବନା ରହିବା ଉଚିତ୍। ମଧୁର ସ୍ୱର ଥିବା ଲୋକମାନେ ସମସ୍ତଙ୍କ ପାଇଁ ପ୍ରିୟ ଅଟନ୍ତି। ତେଣୁ, ସମ୍ପର୍କକୁ ମଜବୁତ କରିବାକୁ ହେଲେ ଆପଣଙ୍କର କଥାବାର୍ତ୍ତାରେ ମଧୁର ରଖନ୍ତୁ

୩- ଅହଂ ଭାବ ଛାଡିଦିଅ- ଚାଣକ୍ୟ କୁହନ୍ତି ଯେ ଅହଂ ଭାବେ ବିନାଶର ମୁଖ୍ୟ କାରଣ। ଏହି କାରଣରୁ, ସମ୍ପର୍କ ନଷ୍ଟ ହୋଇଯାଏ। ଚାଣକ୍ୟଙ୍କ ମତରେ, ଜଣେ ବ୍ୟକ୍ତିର ଅହଂକାର କେବେବି ସମ୍ପର୍କଠାରୁ ବଡ଼ ହେବା ଉଚିତ୍ ନୁହେଁ।

୪- ସମ୍ମାନ ଗୁରୁତ୍ୱପୂର୍ଣ୍ଣ- ଚାଣକ୍ୟ କହିଛନ୍ତି ଯେ ପ୍ରତ୍ୟେକ ସମ୍ପର୍କରେ ସମ୍ମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ କ୍ରୋଧରେ କାହାକୁ ଆଘାତ କିମ୍ବା ଅପମାନିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ତେଣୁ ସମ୍ପର୍କର ସମ୍ମାନ ରକ୍ଷା କରନ୍ତୁ।

ଚାଣକ୍ୟ ନୀତି ସଂପର୍କ
Share. Facebook Twitter LinkedIn Email WhatsApp Copy Link

Related Posts

ମିରଟରେ ନୀଳ ଡ୍ରମ୍ ହତ୍ୟାକାଣ୍ଡ ଘଟଣା: ସ୍ତ୍ରୀ ମୁସ୍କାନ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

October 14, 2026

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026

ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା

October 14, 2026

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ, ଜୟପୁରରେ ଜରୁରୀ ଅବତରଣ

October 14, 2026
Latest News

ମିରଟରେ ନୀଳ ଡ୍ରମ୍ ହତ୍ୟାକାଣ୍ଡ ଘଟଣା: ସ୍ତ୍ରୀ ମୁସ୍କାନ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

October 14, 2026

ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 14, 2026

ଓଡ଼ିଶାରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତିର ନୂଆ ଦିଗନ୍ତ: ମୁଖ୍ୟମନ୍ତ୍ରୀ

October 14, 2026

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026

ନବୀନଙ୍କୁ ବିଜେପିର ପାଲଟା ଜବାବ: ଚବିଶ ବର୍ଷର ଶାସନରେ ଓଡ଼ିଶାର ଅର୍ଥନୀତି ତଳକୁ ଖସିଥିଲା

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.