ଉଦଘାଟିତ ହେଲା ବିଶାଖାପାଟନମ କୋରାପୁଟ ସ୍ବତନ୍ତ୍ର ଟ୍ରେନ

Published: Apr 22, 2022, 6:41 pm IST

କୋରାପୁଟ: ଆଜି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିଶାଖାପାଟନମ୍-କୋରାପୁଟ-ବିଶାଖାପାଟନମ୍ ପାଇଁ ଏକ ସ୍ବତନ୍ତ୍ର ଦୈନିକ ଟ୍ରେନର ଶୁଭାରମ୍ଭ କରିଛନ୍ତି। କୋରାପୁଟ ରେଳ ଷ୍ଟେସନରେ ସେ ବିଭାଗର ଅଧିକାରୀଙ୍କ ସହିତ ପତାକା ଦେଖାଇ ଏହାକୁ ଉଦଘାଟନ କରିଛନ୍ତି। ଏହି ଟ୍ରେନଟି ଦୈନିକ ବିଶାଖାପାଟନାମରୁ 6ଟା 30 ରୁ ଛାଡିବ ଏବଂ କୋରାପୁଟରେ ସକାଳ 8ଟା 10 ମିନିଟରେ ଛାଡିବ।

Related posts