Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିତ୍ରକଳାକୁ ଉତ୍ସାହିତ କରିବା ପାଇଁ ଓଡିଶା ରାଜ୍ୟପାଳଙ୍କ ଉଦ୍ୟମ,ହେବ ଚିତ୍ରଶିଳ୍ପୀ ଶିବିର
ଆଜିର ଖବର

ଚିତ୍ରକଳାକୁ ଉତ୍ସାହିତ କରିବା ପାଇଁ ଓଡିଶା ରାଜ୍ୟପାଳଙ୍କ ଉଦ୍ୟମ,ହେବ ଚିତ୍ରଶିଳ୍ପୀ ଶିବିର

May 28, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚିତ୍ରକଳାକୁ ଉତ୍ସାହିତ କରିବା ପାଇଁ ଓଡିଶା ରାଜ୍ୟପାଳଙ୍କ ଉଦ୍ୟମ, ଆରମ୍ଭ ହେବ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ବର: ରାଜ୍ୟର ବଛାବଛା ବରିଷ୍ଠ ଚିତ୍ରଶିଳ୍ପୀଙ୍କୁ ନେଇ ରାଜଭବନରେ ଆୟୋଜିତ ହେବ ଚିତ୍ରଶିଳୀ ଶିବିର। ଆସନ୍ତା ୩୦ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଚିତ୍ରଶିଳ୍ପୀ ଶିବିରକୁ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଉଦଘାଟନ କରିବେ। ମୁଖ୍ୟତଃ ରାଜ୍ୟର ଚିତ୍ରକଳାକୁ ଉତ୍ସାହିତ କରିବା ପାଇଁ ରାଜ୍ୟପାଳ ବ୍ୟକ୍ତିଗତ ଭାବେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଜଭବନ ଲନରେ ଏହି ଶିବିର ଆସନ୍ତା ୩୦ ତାରିଖରୁ ଆରମ୍ଭ ହୋଇ ୩୧ତାରିଖରେ ଶେଷ ହେବ। ଏଥିରେ ଓଡିଶାର ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ବଳଦେବ ମହାରଥା, ରାମହରି ଜେନା, ରବିନାରାୟଣ ରଥ, ପ୍ରବୋଧ ରଥ, ଚକ୍ରଧର ବେହେରା,ପ୍ରବୀର ଦଳାଇ, ତାରାକାନ୍ତ ପରିଡା, ମାନସ ରଂଜନ ଜେନା, ପଞ୍ଚାନନ ସାମଲ, ଅତସୀ ବସୁ ପ୍ରମୁଖ ଚିତ୍ରଶିଳ୍ପୀ ଯୋଗଦେବେ।

Odisha Governor ଓଡିଶା ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.