Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରିୟଙ୍କାଙ୍କ ଉପରେ ଅସନ୍ତୋଷ ଜାହିର୍‌ କରି କଂଗ୍ରେସରୁ ଇସ୍ତଫା ଦେଲେ ନୀଲମ ମିଶ୍ରା
ଆଜିର ଖବର

ପ୍ରିୟଙ୍କାଙ୍କ ଉପରେ ଅସନ୍ତୋଷ ଜାହିର୍‌ କରି କଂଗ୍ରେସରୁ ଇସ୍ତଫା ଦେଲେ ନୀଲମ ମିଶ୍ରା

May 13, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶରେ କଂଗ୍ରେସ ପାର୍ଟିକୁ ବଡ ଝଟକା ଲାଗିଛି । ଭଦ୍ରୋହୀ ଜନପଦର କଂଗ୍ରେସ ଜିଲ୍ଲାଧ୍ୟକ୍ଷ ସମେତ ଅନେକ ପଦାଧିକାରୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଭଦ୍ରୋହୀ କଂଗ୍ରେସର ଅଧ୍ୟକ୍ଷ ନୀଲମ ମିଶ୍ରା କଂଗ୍ରେସ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇବା ସହିତ ନିଜର ଅସନ୍ତୋଷ ଜାହିର କରିଥିଲେ । ନୀଲମଙ୍କ କହିବା ଅନୁଯାୟୀ,  ଶନିବାର ଦିନ ସେ ଅଞ୍ଚଳର କଂଗ୍ରେସ ପ୍ରାର୍ଥୀଙ୍କ ବିପକ୍ଷରେ ପ୍ରିୟଙ୍କାଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ସେ କଥା ଶୁଣିବା ବଦଳରେ ତାଙ୍କ ବିପକ୍ଷରେ କଠୋର ଶବ୍ଦର ବ୍ୟବହାର କରିଥିଲେ । ନୀଲମ ମିଶ୍ରା କହିଥିଲେ ଯେ, ଶୁକ୍ରବାର ଦିନ କଂଗ୍ରେସ ପ୍ରାର୍ଥୀ ରମାକାନ୍ତ ଯାଦବଙ୍କ ସମର୍ଥନରେ ପ୍ରିୟଙ୍କା ଗାନ୍ଧୀଙ୍କ ଏକ ରାଲି ଆୟୋଜନ କରାଯାଇଥିଲା । କିନ୍ତୁ କୌଣସି ପଦାଧିକାରୀଙ୍କୁ ରାଲିରେ ଆମନ୍ତ୍ରଣ କରାଯାଇନଥିଲା । ଏ ସମ୍ୱନ୍ଧରେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ଅଭିଯୋଗ ମଧ୍ୟ କରାଯାଇଥିଲା ।  ପ୍ରିୟଙ୍କାଙ୍କ ବ୍ୟବହାର ଉପରେ ନୀଲମ ମିଶ୍ରା କହିଥିଲେ କି, କଂଗ୍ରେସ ମହାସଚିବ ଆମର ଅଭିଯୋଗ ଉପରେ ଧ୍ୟାନ ଦେଇନଥିଲେ ବୋଲି କହିଥିଲେ ନୀଲମ୍‌ ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ଏସ୍‌ବିଆଇରୁ ୭୭ ଲକ୍ଷ ଟଙ୍କା ଆତ୍ମସାତ୍: ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ

November 5, 2025

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025
BJP Ads
Latest News

ବାଲୁଗାଁ ଏସ୍‌ବିଆଇରୁ ୭୭ ଲକ୍ଷ ଟଙ୍କା ଆତ୍ମସାତ୍: ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜ୍ଜୁ

November 5, 2025

କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ନିବନ୍ଧକୁ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦୀ

November 5, 2025

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ

November 5, 2025

ସ୍ୱତନ୍ତ୍ର ଅଭିଯାନ ଅଧୀନରେ କରାଯାଇଥିବା କାର୍ଯ୍ୟକଳାପ ସମୀକ୍ଷା କଲେ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

November 5, 2025

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.