Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମସ୍ତ ଧର୍ମରେ ଆତଙ୍କବାଦୀ ଅଛନ୍ତି : କମଲ ହାସନ
ଆଜିର ଖବର

ସମସ୍ତ ଧର୍ମରେ ଆତଙ୍କବାଦୀ ଅଛନ୍ତି : କମଲ ହାସନ

May 17, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
terrorism is in all religion : kamal-haasan
terrorism is in all religion : kamal-haasan

ଅଭିନେତାରୁ ରାଜନେତା ବନିଥିବା ତାମିଲ ସୁପରଷ୍ଟାର କମଲ ହାସନ ନିଜର ହିନ୍ଦୁ ଆତଙ୍କବାଦ ମନ୍ତବ୍ୟକୁ ନେଇ ସମାଲୋଚନାର ଶିକାର ହୋଇଥିଲେ । ଶୁକ୍ରବାର ହସନ କହିଛନ୍ତି କି ସମସ୍ତ ଧର୍ମରେ ଆତଙ୍କବାଦୀ ରହିଛନ୍ତି । ଇତିହାସକୁ ଦେଖିଲେ ଆପଣ ଜାଣି ପାରିବେ ସମସ୍ତ ଧର୍ମରେ ଭିନ୍ନ  ଭିନ୍ନ ଆତଙ୍କବାଦୀ ରହିଛନ୍ତି । ସମସ୍ତ ଧର୍ମର ନିଜସ୍ବ ଆତଙ୍କବାଦୀ ରହିଥିବା ସମ୍ପର୍କରେ ମୁଁ କହିଥିଲି ବୋଲି କହିଛନ୍ତି ହାସନ । ଗତକାଲି ତାଙ୍କ ଉପରକୁ ଚପଲ ଫୋପଡାଯିବା ଏବଂ ଏକ ଏଫ୍‌ଆଇଆର ରୁଜୁ କରାଯିବା ପରେ ଏକ ସାକ୍ଷାତକାରରେ ଏହି ମନ୍ତବ୍ୟ ଦେଇଛନ୍ତି ସୁପରଷ୍ଟାର କମଲ ହାସନ । ସୂଚନାଯୋଗ୍ୟ ଯେ, ରବିବାର ଦିନ ଏହି ଭେଟେରାନ ଅଭିନେତା ନାଥୁରାମ ଗଡ୍‌ସେ ସ୍ବାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି ଅଭିହିତ କରିଥିଲେ ଯାହାକୁ ନେଇ ବିଭିନ୍ନ ମହଲରୁ କମଲଙ୍କୁ ବିରୋଧ କରା ଯାଇଥିଲା । ଏପରି ଚପଲ ଫୋପଡା ଏବଂ ଆକ୍ରମଣାତ୍ମକ ବୟାନ ମୋତେ ରୋକି ପାରିବ ନାହିଁ ବୋଲି କହିଥିଲେ କମଲ ହାସନ ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ବେଳେ କରନ୍ତୁ ଏହି ଛୋଟିଆ କାମ, ମିଳିବ ସଫଳତା

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

November 4, 2025

ସଚିନଙ୍କ ନାମରେ ପୁରୁଷ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ: ଜାଣନ୍ତୁ ମହିଳା କ୍ରିକେଟରେ କିଏ?

November 4, 2025

ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ

November 4, 2025
BJP Ads
Latest News

କାର୍ତ୍ତିକ ପୂର୍ଣ୍ଣିମା ସ୍ନାନ ବେଳେ କରନ୍ତୁ ଏହି ଛୋଟିଆ କାମ, ମିଳିବ ସଫଳତା

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

November 4, 2025

ସଚିନଙ୍କ ନାମରେ ପୁରୁଷ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ: ଜାଣନ୍ତୁ ମହିଳା କ୍ରିକେଟରେ କିଏ?

November 4, 2025

ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ

November 4, 2025

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା: ଧ୍ଵଂସ କଲେ ମାଓ କାରଖାନା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.