Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚଳିତ ଆର୍ଥିକ ର୍ବଷ ଅଗଷ୍ଟ ସୁଦ୍ଧା ୨୧୬ ମାନବ ଜଗୁଆଳି ଥିବା ରେଳ ଫାଟକ ଉଚ୍ଛେଦ
ଆଜିର ଖବର

ଚଳିତ ଆର୍ଥିକ ର୍ବଷ ଅଗଷ୍ଟ ସୁଦ୍ଧା ୨୧୬ ମାନବ ଜଗୁଆଳି ଥିବା ରେଳ ଫାଟକ ଉଚ୍ଛେଦ

September 21, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚଳିତ ଆର୍ଥିକ ର୍ବଷ ଅଗଷ୍ଟ ସୁଦ୍ଧା ୨୧୬ ମାନବ ଜଗୁଆଳି ଥିବା ରେଳ ଫାଟକ ଉଚ୍ଛେଦ

ଭୁବନେଶ୍ବର: ଭାରତୀୟ ରେଳ ଲେଭଲ୍ କ୍ରସିଂ ହଟାଇବା କାର୍ଯ୍ୟ ମିଶନ ମୋଡ୍‌ରେ କାର୍ଯ୍ୟକାରୀ ହେଉଛି । ବର୍ତମାନ ସୁଦ୍ଧା ଭାରତୀୟ ରେଳବାଇର ବ୍ରଡ୍ ଗଜ୍ ନେଟ୍‌ୱର୍କରେ ସମସ୍ତ ମାନବ ବିହୀନ ଲେଭଲ୍ କ୍ରସିଂକୁ ହଟାଇ ଦିଆଯାଇ ସାରିଛି । ମାନବ ବିହୀନ ଲେଭଲ୍ କ୍ରସିଂ ଗୁଡିକୁ ହଟାଇବା କାର୍ଯ୍ୟ ଗତ ୨୦୦୯ – ୧୪ ମଧ୍ୟରେ ବର୍ଷକୁ ୧୧୩୭ ରହିଥିବା ବେଳେ ସେଥିରେ ୨୦୧୪ – ୧୯ ସମୟ ମଧ୍ୟରେ ବର୍ଷକୁ ହାରାହାରି ୧୮୮୪ ଲକ୍ଷ୍ୟ ହାସଲ ହୋଇ ପାରିଛି ।

ଆର୍ଥିକ ବର୍ଷ ୨୦୨୨ – ୨୩ ସମୟରେ , ୧୦୦୦ ମାନବ ଜଗୁଆଳି ଥିବା ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ କରିବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ଅଗଷ୍ଟ ୨୦୨୨ ଶେଷ ସୁଦ୍ଧା ଏବେ ପର୍ଯ୍ୟନ୍ତ ୨୧୬ ମାନବ ଜଗୁଆଳି ଥିବା ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ କରାଯାଇ ସାରିଛି, ଯାହା ସମାନ ସମୟ ମଧ୍ୟରେ ୨୦୨୧ – ୨୨ରେ ହାସଲ ହୋଇଥିବା ଅଗ୍ରଗତି ତୁଳନାରେ ୧୦% ଅଧିକ ଅଟେ । ୨୦୧୪ – ୨୨ ସମୟ ମଧ୍ୟରେ ପ୍ରତି ବର୍ଷ ମାନବ ଜଗୁଆଳି ଥିବା ୬୭୬ଟି ଲେଭଲ୍ କ୍ରସିଂକୁ ବନ୍ଦ କରା ଯାଇଛି ଯାହାର ସଂଖ୍ୟା ୨୦୦୯ – ୧୪ ସମୟ ଅବଧିରେ ପ୍ରତି ବର୍ଷ ୧୯୯ ଥିଲା ।

ମାନବ ଜଗୁଆଳି ଥିବା ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ କରିବା କାର୍ଯ୍ୟକୁ ଦ୍ରୁତ କରିବା ଉଦ୍ଦେଶ୍ୟରେ, ବିଭିନ୍ନ ପଦକ୍ଷେପ ନିଆ ଯାଇଛି । ଯେମିତିକି ରାସ୍ତାର ଉପରେ / ତଳେ ପୋଲ ଗୁଡିକ ଦ୍ୱାରା ୧୦୦% ଉଚ୍ଛେଦ କାର୍ଯ୍ୟ ଗୁଡିକୁ ପାଣ୍ଠି ପ୍ରଦାନ ନିମନ୍ତେ ରହିଥିବା ନୀତିରେ ପରିବର୍ତନ ଏବଂ ରେଳ ବିଭାଗର ସଂଚାଳନରେ ଉନ୍ନତି ଆଣିବା ପାଇଁ ପରିବର୍ତନ ନିମନ୍ତେ ପ୍ରାଥମିକତା ଦେବାକୁ ନିର୍ଣ୍ଣୟ ନିଆ ଯାଇ (ବିଶେଷକରି ସ୍ୱର୍ଣ୍ଣ ଚତୁର୍ଭୁଜ / ବିକର୍ଣ୍ଣ ମାର୍ଗ ଏବଂ ଘଂଟା ପ୍ରତି ୧୬୦ କିଲୋମିଟର ଚିହ୍ନଟ ହୋଇଥିବା ପଥ ଗୁଡ଼ିକ) କାର୍ଯ୍ୟ ଗୁଡିକୁ ହାତକୁ ନିଆଯାଉଛି ।

ଯେତେବେଳେ କି ଆରଓବି / ଆର୍‌ୟୁବିର ନିର୍ମାଣ ଖର୍ଚ୍ଚ ରେଲୱେ ଏବଂ ସମ୍ବନ୍ଧିତ ରାଜ୍ୟ ସରକାରଙ୍କ ଦ୍ୱାରା ସମାନ ରୂପରେ ବଂଟନ କରା ଯାଉଥିଲା, ଆର୍ଥିକ ସହାୟତା ପ୍ରତିମାନରେ ବର୍ତମାନର ପରିବର୍ତନ କୌଣସି ବି ପକ୍ଷକୁ ନିଜର ଆବଶ୍ୟକତା ଆଧାରରେ ନିର୍ମାଣର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବା ପାଇଁ ଅନୁମତି ପ୍ରଦାନ କରିଛି । ଏହି ପ୍ରଗତିରେ ଦ୍ରୁତ ଗତି ଆଣିବା ପାଇଁ ଧନ ଆବଂଟନକୁ ପୂର୍ବ ୨୦୨୧ – ୨୨ ଆର୍ଥିକ ବର୍ଷର ୪୫୦୦ କୋଟି ଟଙ୍କା ବଦଳରେ ବୃଦ୍ଧି କରାଯାଇ ୬୫୦୦ କୋଟି ଟଙ୍କା କରି ଦିଆ ଯାଇଛି । (୪୪% ବୃଦ୍ଧି)

ରାସ୍ତାର ଉପରେ ଏବଂ ତଳେ ପୋଲ ଗୁଡିକର (ଆର୍‌ଓବି / ଆର୍‌ୟୁବି) ନିର୍ମାଣ :

ଲେଭଲ୍ କ୍ରସିଂ ଗୁଡିକର ଉଚ୍ଛେଦ ବଦଳରେ ଲେଭଲ୍ କ୍ରସିଂ ଗୁଡିକ ସ୍ଥାନରେ ରାସ୍ତାର ଉପରେ / ତଳେ ପୋଲ ଗୁଡିକର ନିର୍ମାଣ କରା ଯାଉଛି । ୨୦୧୪ – ୨୨ ସମୟ ମଧ୍ୟରେ ରାସ୍ତାର ଉପରେ / ତଳେ ପୋଲ ଗୁଡିକର ନିର୍ମାଣ କ୍ଷେତ୍ରରେ ହାସଲ ହୋଇଥିବା ପ୍ରଗତି ବର୍ଷ ପିଛା ୧୨୨୫ ସଂଖ୍ୟକ ଅଟେ ଯାହା ୨୦୦୯ – ୧୪ ଅବଧିରେ ବର୍ଷକୁ ୭୬୩ ରହିଥିବା ବେଳେ ଏହା ତାହା ତୁଳନାରେ ୬୧% ଅଧିକ ଅଟେ । ଚଳିତ ଆର୍ଥିକ ବର୍ଷ ୨୦୨୨ – ୨୩ ସମୟରେ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ୨୫୦ ରାସ୍ତା ଉପରେ / ତଳେ ପୋଲ ଗୁଡିକର ନିର୍ମାଣ କରା ଯାଇଛି, ଯାହା ଏହି ଅବଧି ନିମନ୍ତେ ଗତ ଆର୍ଥିକ ବର୍ଷ ୨୦୨୧ – ୨୨ ତୁଳନାରେ ୫% ଅଧିକ ଅଟେ ।

BJP Ads
ଭାରତୀୟ ରେଳବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ପାଞ୍ଚ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

November 2, 2025

ଛତିଶଗଡ ବିଧାନସଭାର ନୂତନ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 2, 2025

ରାଜ୍ୟରେ ଚାଲିଥିବା ସମସ୍ତ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ପୂର୍ତ୍ତ‌ ମନ୍ତ୍ରୀ

November 2, 2025

ଆଜି ନଭେମ୍ବର ୨ ତାରିଖ ରବିବାରରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2025
BJP Ads
Latest News

ପାଞ୍ଚ ଦିବସୀୟ ଆବାସିକ ବ୍ୟବହାରିକ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

November 2, 2025

ଛତିଶଗଡ ବିଧାନସଭାର ନୂତନ ଭବନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 2, 2025

ରାଜ୍ୟରେ ଚାଲିଥିବା ସମସ୍ତ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ ଅଗ୍ରଗତି ସମୀକ୍ଷା କଲେ ପୂର୍ତ୍ତ‌ ମନ୍ତ୍ରୀ

November 2, 2025

ଆଜି ନଭେମ୍ବର ୨ ତାରିଖ ରବିବାରରେ ଆପଣଙ୍କ ଭାଗ୍ୟରେ କ’ଣ ଅଛି ଜାଣିବା ପାଇଁ ପଢନ୍ତୁ?

November 2, 2025

Subhadra Shakti Mela: ଭୁବନେଶ୍ବରରେ ଉଦଘାଟିତ ହେଲା ୧୨ ଦିନିଆ ‘ସୁଭଦ୍ରା ଶକ୍ତିମେଳା’

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.