Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତୀୟ ଚୟନକର୍ତ୍ତାଙ୍କୁ ଫୈଜ ଫଜଲଙ୍କ କଟାକ୍ଷ
ଆଜିର ଖବର

ଭାରତୀୟ ଚୟନକର୍ତ୍ତାଙ୍କୁ ଫୈଜ ଫଜଲଙ୍କ କଟାକ୍ଷ

May 19, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
faiz fazal slams selector
faiz fazal slams selector

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତ ‘ଏ’ ଟିମ୍‌ ଘୋଷଣା କରାଯାଇଛି । ଏହି ଘୋଷଣା ପରେ ବିଦର୍ଭ ଅଧିନାୟକ ତଥା ଓପ୍‌ନର ଫୈଜ୍‌ ଫଜଲ ଚୟନକର୍ତ୍ତାଙ୍କୁ କଟାକ୍ଷ କରି ଏକ ଟ୍ବିଟ୍‌ କରିଛନ୍ତି । କାହାରି ନାମ ନନେଇ ଏକ ଟ୍ବିଟ୍‌ କରି ଲେଖିଛନ୍ତି ଆମେ କଣ ସେହି ଟିମ୍‌ ଯିଏକି ପଛକୁ ପଛ ରଣଜୀ ଟ୍ରଫି ଏବଂ ଇରାନୀ ଟ୍ରଫି ହାସଲ କରିଥିଲୁ । ଶ୍ରୀଲଙ୍କା ଗସ୍ତ ପାଇଁ ଏକ ମାତ୍ର ଖେଳାଳି ଭାବରେ ବାମହାତୀ ସ୍ପିନର ଆଦିତ୍ୟ ସରାଓ୍ବତେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଦଳରେ ରଜନୀଶ୍‌ ଗୁରବାନୀ ଏବଂ ସଞ୍ଜୟ ରାମସ୍ବାମୀଙ୍କ ପରି ଖେଳାଳି ରହିଥିଲେ ମଧ୍ୟ ସମସ୍ତଙ୍କୁ ଅଣଦେଖା କରାଯିବା ନେଇ ଫଜଲ ଏହି ଟ୍ବିଟ୍ କରିଥିଲେ । ବିଗତ ଦୁଇ ସିଜିନ୍‌ରେ ଫଜଲ ନିଜେ 60ରୁ ଅଧିକ ଆଭରେଜ୍‌ରେ ରନ୍‌ କରିଥିବା ବେଳେ ତାଙ୍କୁ କେବେବି ଚୟନ କରାଯାଇନାହିଁ । 2016ରେ ଫଜଲ ଭାରତୀୟ ଦଳ ପାଇଁ ମନୋନୀତ ହୋଇ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିବାର ସୁଯୋଗ ପାଇଥିଲେ । ଏହି ମ୍ୟାଚ୍‌ରେ 55 ରନ୍‌ କରିଥିଲେ ମଧ୍ୟ ଭବିଷ୍ୟତରେ ଖେଳିବାର ସୁଯୋଗ ମିଳିନଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025
Latest News

ସରକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଟାଙ୍ଗୀଙ୍କ ଆନୁକୁଲ୍ୟରେ ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

September 18, 2025

ବିଶ୍ୱର କେଉଁ ଦେଶରେ ସବୁଠାରୁ ଅଧିକ ସୁନା ଅଛି, ଭାରତର ସ୍ଥିତି କ’ଣ?: ଜାଣନ୍ତୁ

September 18, 2025

ଟ୍ରମ୍ପଙ୍କ ପାଇଁ ଖରାପ ଖବର!: ଏବେ ଭାରତ ସହିତ ମୁକ୍ତ ବାଣିଜ୍ୟ କରିବେ ଏହି ୨୭ ଟି ଦେଶ

September 18, 2025

ଦୋକାନରେ ଚା’ ପିଉଥିବା ବେଳେ ଆତର୍କିତ ଆକ୍ରମଣ: ଯୁବକ ଗୁରୁତର

September 18, 2025

ଦିଶା ପଟାନିଙ୍କ ଘରେ ଗୁଳି ଚଳାଇବା ମାମଲା: ଏନକାଉଣ୍ଟର ନିହତ ହେଲେ ଦୁଇ ଅଭିଯୁକ୍ତ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.