Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଇଭିଏମ୍‌ ବିବାଦ : ସ୍ପଷ୍ଟୀକରଣ ରଖିଲେ ନିର୍ବାଚନ କମିଶନ
ଆଜିର ଖବର

ଇଭିଏମ୍‌ ବିବାଦ : ସ୍ପଷ୍ଟୀକରଣ ରଖିଲେ ନିର୍ବାଚନ କମିଶନ

May 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
election commission give statement for EVM machine
election commission give statement for EVM machine

ଇଭିଏମ୍‌ ନେଇ ଦେଶର ବିଭିନ୍ନ ପ୍ରାନ୍ତରେ ବିବାଦ ଦେଖା ଦେବା ପରେ ଏନେଇ ନିର୍ବାଚନ କମିଶନ ସ୍ପଷ୍ଟୀକରଣ ଦେଇଛନ୍ତି। ମଙ୍ଗଳବାର ଦିନ ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦେଇ କୁହାଯାଇଛି ଯେ, ଇଭିଏମ୍‌କୁ ନେଇ କୌଣସି ମନୁଷ୍ୟକୃତ ତ୍ରୁଟି ହୋଇନାହିଁ। ଆସନ୍ତା ମେ ୨୩ରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବାର ଥିବା ବେଳେ ବିଭିନ୍ନ ସ୍ଥାନରେ ଇଭିଏମ୍‌ ସ୍ଥାନାନ୍ତରଣ ବିନା ସୁରକ୍ଷା ଅଧିକାରୀଙ୍କ ସହାୟତାରେ ହେଉଛି ବୋଲି ଭିଡିଓମାନ ସୋସିଆଲ ନେଟଓ୍ବର୍କରେ ପ୍ରସାରିତ ହୋଇଥିଲା। ଘାଜିପୁର, ଚନ୍ଦୌଲି, ଡୋମାରିଆଗଞ୍ଜ ଏବଂ ଝାନ୍ସୀରେ ଏଭଳି କାଣ୍ଡ ହୋଇଥିବାର ସୂଚନା ମିଳିଥିଲା। ନିର୍ବାଚନ କମିଶନ କହିଥିଲେ, ଘାଜିପୁରରେ ଷ୍ଟ୍ରଙ୍ଗରୁମ୍‌ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଥିବା ବେଳେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଏହାକୁ ଜଗି ରହିଛନ୍ତି ତେଣୁ ଏପରି ଅଭିଯୋଗ ଅମୂଳକ ବୋଲି କହିଛନ୍ତି। ସେହିପରି ଚନ୍ଦୌଲୀରେ ମଧ୍ୟ ସମାନ ଭାବରେ ଇଭିଏମ୍‌ ଗୁଡିକ ଷ୍ଟ୍ରଙ୍ଗରୁମ୍‌ରେ ସୁରକ୍ଷିତ ଭାବରେ ରହିଛି ବୋଲି କମିଶନ ପ୍ରକାଶ କରିଥିଲେ। ଝାନ୍ସୀରେ ମଧ୍ୟ ସମାନ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷ୍ଟ୍ରଙ୍ଗ ରୁମ୍‌ରେ ସୁରକ୍ଷିତ ରହିଥିବା ବେଳେ ଡୋମାରିଆଗଞ୍ଜରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଏବଂ ପୋଲିସ୍‌ କମିଶନର ଏହାର ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ଇଭିଏମ୍‌ ଏବଂ ଭିଭିପାଟ୍‌ ସମସ୍ତ ରାଜନୈତିକ ଦଳର କର୍ମୀଙ୍କ ସମ୍ମୁଖରେ ଭିଡିଓଗ୍ରାଫି ଜରିଆରେ ରଖାଯାଇଛି ତେଣୁ ଏଥିରେ ମଧ୍ୟ ହେରଫେର ହେବାର କୌଣସି ସମ୍ଭାବନା ନଥିବା କମିଶନଙ୍କ ପକ୍ଷରୁ କୁହାଯାଇଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ରାଇଜିଂ ଷ୍ଟାର ଏସିଆ କପ୍: ଘୋଷଣା ହେଲା ଟିମ୍ ଇଣ୍ଡିଆ ଏ, ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ର ତାରିଖ

November 5, 2025

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025

ପ୍ରଶାନ୍ତ କିଶୋରଙ୍କୁ ଝଟକା: ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ ଜନ ସୂରାଜ ପ୍ରାର୍ଥୀ ସଞ୍ଜୟ ସିଂହ

November 5, 2025

ଦଳର ନାମ ପରିବର୍ତ୍ତନ କଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକ କାବ୍ୟା ମାରାନ୍: ଜାଣନ୍ତୁ ନୂଆ ନାମ କ’ଣ?

November 5, 2025
BJP Ads
Latest News

ଇସି ବିରୋଧରେ ‘ହାଇଡ୍ରୋଜେନ୍ ବୋମା’ ଫୁଟାଇଲେ ରାହୁଲ ଗାନ୍ଧୀ?: ଉତ୍ତର ଦେଲେ ନିର୍ବାଚନ କମିଶନ

November 5, 2025

ରାଇଜିଂ ଷ୍ଟାର ଏସିଆ କପ୍: ଘୋଷଣା ହେଲା ଟିମ୍ ଇଣ୍ଡିଆ ଏ, ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ର ତାରିଖ

November 5, 2025

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025

ପ୍ରଶାନ୍ତ କିଶୋରଙ୍କୁ ଝଟକା: ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଲେ ଜନ ସୂରାଜ ପ୍ରାର୍ଥୀ ସଞ୍ଜୟ ସିଂହ

November 5, 2025

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ ମିଳିଲା କ୍ଲିନ୍ ଚିଟ୍

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.