Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୂଟନୈତିକ ସମ୍ପର୍କ ସୁଧାରିବା ପାଇଁ ମୋଇନ ଉଲ୍‌ ହକ୍‌ଙ୍କୁ ଉଚ୍ଚାୟୁକ୍ତ ନିଯୁକ୍ତ କଲା ପାକିସ୍ତାନ
ଆଜିର ଖବର

କୂଟନୈତିକ ସମ୍ପର୍କ ସୁଧାରିବା ପାଇଁ ମୋଇନ ଉଲ୍‌ ହକ୍‌ଙ୍କୁ ଉଚ୍ଚାୟୁକ୍ତ ନିଯୁକ୍ତ କଲା ପାକିସ୍ତାନ

May 21, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Pakistan Appoints Moin-ul-Haque As High Commissioner to India
Pakistan Appoints Moin-ul-Haque As High Commissioner to India

ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧାରିବା ନିମନ୍ତେ ପାକିସ୍ତାନ ମୋଇନ୍‌ ଉଲ୍‌ ହକ୍‌ଙ୍କୁ  ଭାରତୀୟ ଉଚ୍ଚାୟୁକ୍ତ ଭାବରେ ନିଯୁକ୍ତ କରିଛି । ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ହକ୍‌ଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି । ହକ୍‌ଙ୍କ ସମେତ ଅନ୍ୟାନ୍ୟ ୧୨ ରାଷ୍ଟ୍ର ପାଇଁ ଉଚ୍ଚାୟୁକ୍ତ ନିଯୁକ୍ତ କରାଯାଇଛି । ନିକଟରେ ଭାରତରେ ନୂତନ ସରକାର ଗଠନ ହେବାକୁ ଯାଉଥିବାରୁ ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧାରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ପାକିସ୍ତାନ ସରକାର । ଭାରତ ସମେତ ଚୀନ୍‌ ଏବଂ ଜାପାନ ପରି ପଡୋଶୀ ରାଷ୍ଟ୍ର ପାଇଁ ମଧ୍ୟ ନୂତନ ଉଚ୍ଚାୟୁକ୍ତ ନିଯୁକ୍ତ କରିଛି ପାକିସ୍ତାନ । ୧୯୮୭ରେ ପାକ୍‌ ବୈଦେଶିକ ମନ୍ତ୍ରାଳୟରେ ଯୋଗ ଦେଇଥିବା ହକ୍‌ ପୂର୍ବରୁ ବୈଦେଶିକ ମନ୍ତ୍ରାଳୟର ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ନଘ୍‌ମାନା ହାସମୀ ଚୀନ୍‌ ପାଇଁ ଉଚ୍ଚାୟୁକ୍ତ ନିଯୁକ୍ତ ହୋଇଛନ୍ତି । ସହକାରୀ ସଚିବ ଅମିନା ବାଲୋଚ୍‌ ମାଲେସିଆର ଉଚ୍ଚାୟୁକ୍ତ ଭାବରେ ନିଯୁକ୍ତ ହୋଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ଼ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

May 22, 2026

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026
Latest News

ଖୋର୍ଦ୍ଧା ରୋଡ଼ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

May 22, 2026

ଶୁକ୍ରବାରରେ ଏହି ତିନୋଟି ରାଶିର ବ୍ୟକ୍ତି ଗାଡି ଚଲାଇବା ବେଳେ ରୁହନ୍ତୁ ସାବଧାନ

May 22, 2026

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.