ଭୁବନେଶ୍ବର: ରାଜ୍ୟର ୩୦ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଥା ଜନହୀତକାରୀ ଯୋଜନାର ତଦାରଖ କରିବା ପାଇଁ ରାଜ୍ୟର ୩୦ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଯେଉଁ ଜିଲ୍ଲାପାଇଁ ଯେଉଁ ବରିଷ୍ଠ ଆଇଏଏସ ନିଯୁକ୍ତି କରାଯାଇଛି ସେମାନେ ହେଲେ..
କଳାହାଣ୍ଡି- ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁ
ମୟୂରଭଞ୍ଜ- ଅର୍ଥ ସଚିବ ବିଶାଳ କୁମାର ଦେବ-
କୋରାପୁଟ- ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ
କେନ୍ଦୁଝର– ଖଣି ଇସ୍ପାତ ସଚିବ ଦେଓରଞ୍ଜନ ସିଂହ-
କନ୍ଧମାଳ – କୃଷି ସଚିବ ଅରବିନ୍ଦ କୁମାର ପାଢ଼ୀ-
କଟକ– ମିଶନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ
ପୁରୀ- ଜଳସମ୍ପଦ ସଚିବ ଅନୁ ଗର୍ଗ-
ଦେବଗଡ଼ – ଉତ୍ତରାଞ୍ଚଳ ଆର୍ଡିସି ସୁରେଶ ଚନ୍ଦ୍ର ଦଳେଇ-
ଢେଙ୍କାନାଳ– ଆଇଟି ସଚିବ ମନୋଜ କୁମାର ମିଶ୍ର
ଗଜପତି– ଶ୍ରମ ଓ ନିଯୁକ୍ତି ସଚିବ -ଚିତ୍ରା ଅରୁମଗମ୍
ଝାରସୁଗୁଡ଼ା – ଶିଳ୍ପ ସଚିବ ହେମନ୍ତ ଶର୍ମା
ଜଗତସିଂହପୁର– ହସ୍ତତନ୍ତ ଓ ବୟନଶିଳ୍ପ ସ୍ୱତନ୍ତ୍ର ସଚିବ ଶ୍ରୀକାନ୍ତ ପୃଷ୍ଟି
ସୁନ୍ଦରଗଡ଼– ଓଏମ୍ସି ପରିଚାଳନା ନିର୍ଦ୍ଦେଶକ- ବଲବନ୍ତ ସିଂ
ରାୟଗଡ଼ା– ମତ୍ସ୍ୟ ଓ ପଶୁସମ୍ପଦ ସଚିବ ସୁରେଶ କୁମାର ବଶିଷ୍ଠ-
ସମ୍ବଲପୁର– ପୂର୍ତ୍ତ ସଚିବ ବୀରବିକ୍ରମ ଯାଦବ
ଖୋର୍ଦ୍ଧା– ମହିଳା ଓ ଶିଶୁବିକାଶ ସଚିବ ଶୁଭା ଶର୍ମା
ମାଲକାନଗିରି– ସମବାୟ ସଚିବ ସଞ୍ଜିବ କୁମାର ଚଢ଼ା
ଗଞ୍ଜାମ– ସ୍କୁଲ ଓ ଗଣଶିକ୍ଷା ସଚିବ ଏସ୍ ଅଶ୍ୱସ୍ଥି
ଯାଜପୁର – ବିଜ୍ଞାନ ଓ କାରିଗରି କୌଶଳ ସଚିବ ଭାସ୍କରଜ୍ୟୋତି ଶର୍ମା
ବଲାଙ୍ଗିର – ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ
ସୋନପୁର– ଇପିକଲ ଏମ୍ଡି ଭୂପେନ୍ଦ୍ର ସିଂ ପୁନିଆ
ନବରଙ୍ଗପୁର – ମହିଳା ଓ ଶିଶୁବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ-
କେନ୍ଦ୍ରାପଡ଼ା– କୃଷି ନିର୍ଦ୍ଦେଶକ -ପ୍ରେମଚନ୍ଦ୍ର ଚୌଧୁରୀ
ଅନୁଗୁଳ – ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ବୃନ୍ଦା ଡି
ବାଲେଶ୍ୱର – ଶ୍ରମ ଆୟୁକ୍ତ ଏନ୍ ଥିରୁମାଳା ନାଏକ-
ବରଗଡ଼ – ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ-
ଭଦ୍ରକ –ସ୍ପେଶାଲ ପ୍ରୋଜେକ୍ଟର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ
ବୌଦ୍ଧ– ପଞ୍ଚାୟତିରାଜ୍ ବିଭାଗର ଅତିରିକ୍ତ ସଚିବ ଗୁହା ପୁନମ ତାପସ୍ କୁମାର-
ନୂଆପଡ଼ା– ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ଆର୍ ଯାଦବ-
ନୟାଗଡ଼-ପାନୀୟ ଜଳ ଓ ପରିଛନ୍ନତା ନିର୍ଦ୍ଦେଶକ ବି ପରମେଶ୍ୱର