ଶିବସେନାରେ ଯୋଗ ଦେବାକୁ ଯାଉଛନ୍ତି ବିଡ୍ର ଏନ୍ସିପି ବିଧାୟକ ଜୟଦତ୍ତ କ୍ଷୀରସାଗର । ଚଳିତ ଲୋକସଭା ନିର୍ବାଚନରେ କ୍ଷୀରସାଗର ବିଜେପି ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର କରୁଥିଲେ । କଂଗ୍ରେସ ଏନ୍ସିପି ସରକାର ସମୟରେ ରାଜପଥ ମନ୍ତ୍ରଣାଳୟ ବିଭାଗର ମନ୍ତ୍ରୀ ରହିଥିଲେ କ୍ଷୀରସାଗର । ଶିବ ସେନା ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେବେ ବୋଲି କ୍ଷୀରସାଗର ସୂଚନା ଦେଇଛନ୍ତି । ଏନ୍ସିପିରେ ଗୁରୁତ୍ବ ନମିଳିବାରୁ ଦଳ ଛାଡିବାର ନିଷ୍ପତ୍ତି ନେଇଥିବା କହିଛନ୍ତି କ୍ଷୀରସାଗର କହିଛନ୍ତି । କ୍ଷୀରସାଗରଙ୍କ ବ୍ୟତିତ ଧନଞ୍ଜୟ ମୁଣ୍ଡେ ଏବଂ ସନ୍ଦୀପ କ୍ଷୀରସାଗର ସେନାରେ ଯୋଗ ଦେବେ ।
Tags: