Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନୀ ଫଳାଫଳ ଅପଡେଟ୍‌ :  ସଙ୍ଗୀତା ସିଂହଦେଓ ଓ ରୁଦ୍ର ପାଣି ଆଗୁଆ
ଆଜିର ଖବର

ନିର୍ବାଚନୀ ଫଳାଫଳ ଅପଡେଟ୍‌ :  ସଙ୍ଗୀତା ସିଂହଦେଓ ଓ ରୁଦ୍ର ପାଣି ଆଗୁଆ

May 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
election counting begins from 8.00 am
election counting begins from 8.00 am

ସପ୍ତଦଶ ଲୋକସଭାର ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଭିଏମ୍‌ରେ ସିଲ୍‌ ହୋଇଥିବା ନେତାଙ୍କ ଭାଗ୍ୟର ଫଳାଫଳ ଆଜି ଜଣାପଡ଼ିବ । ପାଖାପାଖି ୪୦ ଦିନ ଧରି ଚାଲିରହିଥିବା ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ଫଳାଫଳ  ଆସିବା ପରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବ । ପୁନର୍ବାର ମୋଦି ସରକାର ନା ଭୋଟରମାନେ ତାଙ୍କର ମତ ପରିବର୍ତ୍ତନ କରିଛନ୍ତି, ଏସବୁର ଉତ୍ତର ଆଉ କିଛି ସମୟ ମଧ୍ୟରେ ମିଳିଯିବ ।  ଓଡ଼ିଶାର ଢେଙ୍କାନାଳ ଆସନରୁ ବିଜେପି ପ୍ରାର୍ଥୀ ରୁଦ୍ର ପାଣି ଆଗୁଆ ରହିଛନ୍ତି ।  ସେହିପରି ବଲାଙ୍ଗୀର ଆସନରୁ ସଙ୍ଗୀତା ସିଂହଦେଓ ଆଗରେ ରହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

“ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ…”: ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟ ଜବାବ ଦେଲେ ନିର୍ବାଚନ କମିଶନ

September 18, 2025

ମେହବୁବା ମୁଫତି, ସଜ୍ଜାଦ ଲୋନ୍ ଫାରୁକ୍ ଗୃହବନ୍ଦୀ: କିନ୍ତୁ କାହିଁକି?

September 18, 2025

“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

September 18, 2025

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025
Latest News

“ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ…”: ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟ ଜବାବ ଦେଲେ ନିର୍ବାଚନ କମିଶନ

September 18, 2025

ମେହବୁବା ମୁଫତି, ସଜ୍ଜାଦ ଲୋନ୍ ଫାରୁକ୍ ଗୃହବନ୍ଦୀ: କିନ୍ତୁ କାହିଁକି?

September 18, 2025

“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

September 18, 2025

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025

ଆରମ୍ଭ ହେଲା ବିଧାନସଭା, ଶୋକପ୍ରସ୍ତାବ ଆଗତ ପରେ ଗୃହ ଗୋଟିଏ ଦିନ ପାଇଁ ମୁଲତବୀ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.