Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନ୍‌ଡିଏ ଆଗୁଆ ଟ୍ରେଣ୍ଡରୁ ନିବେଶକଙ୍କୁ ଫାଇଦା : ସେନ୍‌ସେକ୍ସ ଛୁଇଁଲା ୪୦ ହଜାର ପଏଣ୍ଟ
ଆଜିର ଖବର

ଏନ୍‌ଡିଏ ଆଗୁଆ ଟ୍ରେଣ୍ଡରୁ ନିବେଶକଙ୍କୁ ଫାଇଦା : ସେନ୍‌ସେକ୍ସ ଛୁଇଁଲା ୪୦ ହଜାର ପଏଣ୍ଟ

May 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
nda trend gives bullish run
nda trend gives bullish run

ଭାରତୀୟ ନିର୍ବାଚନର ଫଳାଫଳର ପ୍ରଭାବ ଭାରତୀୟ ଶେୟାର ବଜାର ଉପରେ ଦେଖିବାକୁ ମିଳିଛି । ଭୋଟ ଗଣତିରେ ଏନ୍‌ଡିଏ ଅନେକ ଆସନରେ ଆଗୁଆ ରହିଥିବାରୁ ଏହା ନିବେଶକଙ୍କୁ ବଢିଆ ଫାଇଦା ଦେଇଛି । ସେନ୍‌ସେକ୍ସରେ ୮୮୮ ପଏଣ୍ଟର ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ନିଫ୍‌ଟୀରେ ମଧ୍ୟ ୨୬୩ ପଏଣ୍ଟର ଅଭିବୃଦ୍ଧି ଘଟିଛି । ସେନ୍‌ସେକ୍ସ ୩୯୯୯୮.୧୮ ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ ୧୨୦୦୧ ପଏଣ୍ଟରେ ରହିଛି ।ଏହି ସମୟରେ ୧୪୨୪ଟି ସେୟାର ମୂଲ୍ୟରେ ବୃଦ୍ଧି ଘଟିଥିବା ବେଳେ ୪୭୬ ଟି ସେୟାରର ମୂଲ୍ୟ ହ୍ରାସ ପାଇଛି ଏବଂ ୭୮ଟି ସେୟାରର ମୂଲ୍ୟ ଅପରିବର୍ତ୍ତିତ ରହିଛି । ଏହି ସମୟରେ ଭାରତୀୟ ବଜାର ୨.୨୭ ପ୍ରତିଶତର ଅଭିବୃଦ୍ଧି ହାସଲ କରିଥିବା ବେଳେ ଡଲାର ତୁଳନାରେ ୭୯ ପଇସା ଶକ୍ତିଶାଳୀ ହୋଇଛି ଭାରତୀୟ ମୁଦ୍ରା । ପୂର୍ବରୁ ଟଙ୍କାର ବିନିମୟ ମୂଲ୍ୟ 70.22 ପଇସା ରହିଥିବା ବେଳେ ସୋମବାର ଏହ ୬୯.୪୯ ପଇସାରେ ପହଞ୍ଚିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

“ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ…”: ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟ ଜବାବ ଦେଲେ ନିର୍ବାଚନ କମିଶନ

September 18, 2025

ମେହବୁବା ମୁଫତି, ସଜ୍ଜାଦ ଲୋନ୍ ଫାରୁକ୍ ଗୃହବନ୍ଦୀ: କିନ୍ତୁ କାହିଁକି?

September 18, 2025

“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

September 18, 2025

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025
Latest News

“ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ…”: ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟ ଜବାବ ଦେଲେ ନିର୍ବାଚନ କମିଶନ

September 18, 2025

ମେହବୁବା ମୁଫତି, ସଜ୍ଜାଦ ଲୋନ୍ ଫାରୁକ୍ ଗୃହବନ୍ଦୀ: କିନ୍ତୁ କାହିଁକି?

September 18, 2025

“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

September 18, 2025

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025

ଆରମ୍ଭ ହେଲା ବିଧାନସଭା, ଶୋକପ୍ରସ୍ତାବ ଆଗତ ପରେ ଗୃହ ଗୋଟିଏ ଦିନ ପାଇଁ ମୁଲତବୀ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.