Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ବାଚନୀ ଫଳାଫଳ ଅପଡେଟ୍‌ : ଗାନ୍ଧିନଗରରୁ ଅମିତ୍‌ ଶାହା ବିଜୟୀ
ଆଜିର ଖବର

ନିର୍ବାଚନୀ ଫଳାଫଳ ଅପଡେଟ୍‌ : ଗାନ୍ଧିନଗରରୁ ଅମିତ୍‌ ଶାହା ବିଜୟୀ

May 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
amit shaha won gandhinagar seat
amit shaha won gandhinagar seat

ସପ୍ତଦଶ ଲୋକସଭାର ଭୋଟ୍‌ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଇଭିଏମ୍‌ରେ ସିଲ୍‌ ହୋଇଥିବା ନେତାଙ୍କ ଭାଗ୍ୟର ଫଳାଫଳ ଆଜି ଜଣାପଡ଼ିବ । ପାଖାପାଖି ୪୦ ଦିନ ଧରି ଚାଲିରହିଥିବା ସାତ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ଫଳାଫଳ  ଆସିବା ପରେ ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହେବ । ତେବେ ଏପର୍ଯ୍ୟନ୍ତ ଆସିଥିବା ଫଳାଫଳକୁ ଦେଖିଲେ ମୋଦି ସରକାର ପୁନର୍ବାର ସଫଳତାର ସହ ଶାସନ କ୍ଷମତାକୁ ଆସିବାକୁ ଯାଉଛନ୍ତି। ଚଳିତଥର ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କୁ ଗାନ୍ଧିନଗର ଆସନରୁ ମଇଦାନକୁ ଓହ୍ଲାଇଥିଲା । ଏହି ଆସନରୁ ଅମିତ୍‌ ଶାହା ୫,୫୪,୫୬୮ ଭୋଟ୍‌ରେ ବାଜିମାତ୍‌ କରିଛନ୍ତି । ଗାନ୍ଧିନଗର ଆସନରୁ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ବଦଳରେ ଅମିତ୍‌ ଶାହାଙ୍କୁ ପ୍ରାର୍ଥୀ କରିଥିଲା ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

Jatra Actor’s Death: ବର୍ଷିୟାନ ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ

November 5, 2025

କିଏ ସେ ବ୍ରାଜିଲିୟ ମଡେଲ, ଯାହାଙ୍କର ଫଟୋ ଦେଖାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ?

November 5, 2025

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025
BJP Ads
Latest News

Jatra Actor’s Death: ବର୍ଷିୟାନ ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ

November 5, 2025

କିଏ ସେ ବ୍ରାଜିଲିୟ ମଡେଲ, ଯାହାଙ୍କର ଫଟୋ ଦେଖାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ?

November 5, 2025

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025

ଇସି ବିରୋଧରେ ‘ହାଇଡ୍ରୋଜେନ୍ ବୋମା’ ଫୁଟାଇଲେ ରାହୁଲ ଗାନ୍ଧୀ?: ଉତ୍ତର ଦେଲେ ନିର୍ବାଚନ କମିଶନ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.