Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନଡିଏକୁ ବୃହତ୍‌ ସଫଳତା ପରେ ମୋଦିଙ୍କୁ ଟାର୍ଗେଟ୍‌ କଲେ ଓଓ୍ବେସି
ଆଜିର ଖବର

ଏନଡିଏକୁ ବୃହତ୍‌ ସଫଳତା ପରେ ମୋଦିଙ୍କୁ ଟାର୍ଗେଟ୍‌ କଲେ ଓଓ୍ବେସି

May 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
owisi target modi
owisi target modi

ଚଳିତ ଲୋକସଭା ନିର୍ବାଚନରେ ମୋଦିଙ୍କୁ ବଡ଼ ସଫଳତା ମିଳିଛି । ୩୦୦ରୁ ଅଧିକ ସିଟ୍‌ରେ ବିଜୟୀ ହୋଇ ପୁଣି ଥରେ ଶାସନ କ୍ଷମତାକୁ ଫେରିଛନ୍ତି ମୋଦି ସରକାର । ଏହା ପରେ ସବୁ ବିରୋଧୀ ଦଳ ନେତା ତଥା ବିଶ୍ବର ସବୁ ନେତୃବର୍ଗମାନେ ଅଭିନନ୍ଦନର ବାର୍ତ୍ତା ପଠାଇଛନ୍ତି । ଏହି ଅବସରରେ ଅଲ୍‌ ଇଣ୍ଡିଆ ମଜଲିସ-ଏ-ଇନ୍ତେହାଦୁଲ ମୁସ୍‌ଲିମିନ (ଏଆଇଏମଆଇଏମ) ଅଧ୍ୟକ୍ଷ ଅସଉଦ୍ଦିନ ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବିଜେପି ରାଷ୍ଟ୍ରବାଦକୁ ଭୁଲି ହିନ୍ଦୁତ୍ଵ କାର୍ଡକୁ ପ୍ରସଙ୍ଗ କରି ଘୃଣ୍ୟ ଖେଳ ଖେଳିଛନ୍ତି। ବିଜେପି ଇଭିଏମରେ ନୁହେଁ ହିନ୍ଦୁଙ୍କ ଭାବନାକୁ ନେଇ ଖେଳ ଖେଳି ସତ୍ତାକୁ ଫେରିଛି ।  ଦେଶକୁ ହିନ୍ଦୁଙ୍କଠାରୁ ବିପଦ ନାହିଁ, ହିନ୍ଦୁତ୍ଵବାଦ ବିପଦ ସାଜିଛି ବୋଲି ଓୱେସୀ କହିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

“ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ…”: ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟ ଜବାବ ଦେଲେ ନିର୍ବାଚନ କମିଶନ

September 18, 2025

ମେହବୁବା ମୁଫତି, ସଜ୍ଜାଦ ଲୋନ୍ ଫାରୁକ୍ ଗୃହବନ୍ଦୀ: କିନ୍ତୁ କାହିଁକି?

September 18, 2025

“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

September 18, 2025

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025
Latest News

“ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ…”: ରାହୁଲ ଗାନ୍ଧୀଙ୍କୁ ସ୍ପଷ୍ଟ ଜବାବ ଦେଲେ ନିର୍ବାଚନ କମିଶନ

September 18, 2025

ମେହବୁବା ମୁଫତି, ସଜ୍ଜାଦ ଲୋନ୍ ଫାରୁକ୍ ଗୃହବନ୍ଦୀ: କିନ୍ତୁ କାହିଁକି?

September 18, 2025

“କଂଗ୍ରେସ ଗଡ଼ରେ ଭୋଟରଙ୍କ ନାମ କାଟି ଦିଆଯାଇଛି,” ରାହୁଲ ଗାନ୍ଧୀଙ୍କ ଦାବି, ନିର୍ବାଚନ କମିଶନଙ୍କ ପ୍ରତିକ୍ରିୟା

September 18, 2025

ଭାରତୀୟ ସେନାର ବୃଦ୍ଧି ପାଇବ ଶକ୍ତି, 114ଟି ରାଫେଲ ପାଇଁ ଖୁବ୍ ଶୀଘ୍ର ଚୁକ୍ତି 

September 18, 2025

ଆରମ୍ଭ ହେଲା ବିଧାନସଭା, ଶୋକପ୍ରସ୍ତାବ ଆଗତ ପରେ ଗୃହ ଗୋଟିଏ ଦିନ ପାଇଁ ମୁଲତବୀ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.