Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଲମାନଙ୍କ ସମେତ ବଲିଉଡ୍‌ର ଅନେକ କଳାକାର ମୋଦିଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ
ଆଜିର ଖବର

ସଲମାନଙ୍କ ସମେତ ବଲିଉଡ୍‌ର ଅନେକ କଳାକାର ମୋଦିଙ୍କୁ ବିଜୟର ଶୁଭେଚ୍ଛା ଜଣାଇଲେ

May 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
salaman and other bollywood actor actress congratulate pm modi for victory
salaman and other bollywood actor actress congratulate pm modi for victory

ମୋଦିଙ୍କୁ ବଧେଇ ଜଣାଇଲା ବଲିଉଡ୍‌  । ସପ୍ତଦଶ ଲୋକସଭା ନିର୍ବାଚନରେ ବିଜେପି ବହୁମତ ପାଇ ପୁଣି ଥରେ ସରକାର ଗଠନ କରୁଛନ୍ତି । ମୋଦିଙ୍କର ଅପାର ସଫଳତା ପାଇଁ ସାରା ବଲିଉଡ୍‌ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବଲିଉଡ୍‌ ଭାଇଜାନ୍‌ ସଲମାନ୍‌ ଖାନ୍‌ ମୋଦିଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଆପଣଙ୍କ ସହିତ ଏକ ମଜବୁତ୍‌ ଭାରତ ନିର୍ମାଣରେ ଆପଣଙ୍କ ସହ ରହିଛୁ ବୋଲି ଟୁଇଟ୍‌ କରିଛନ୍ତି । ସଲମାନ୍‌ଙ୍କ ବ୍ୟତୀତ, ରଜନୀକାନ୍ତ, ବରୁଣ ଧଓ୍ବନ, ଅର୍ଜୁନ୍‌ କପୁର୍‌, ରିତେଶ ଦେଶମୁଖ, ପରିଣିତି ଚୋପ୍ରାଙ୍କ ସମେତ ଅନେକ କଳାକାର ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ସଲମାନ୍‌ ସର୍ବଦା ମୋଦିଙ୍କୁ ସମର୍ଥନ କରି ଆସିଛନ୍ତି । ୨୦୧୪ରେ ସଲମାନ୍‌ ମୋଦିଙ୍କ ସହ ଅହମ୍ମଦାବାଦ ଗୁଡ଼ି ଉଡା ଉତ୍ସବରେ ଯୋଗଦେଇଥିଲେ । ସେହିପରି ୨୦୧୪ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ୍‌ ହୋଇଥିଲେ ସଲମାନ୍‌ ।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଦଳ: ଫେରିଲେ ଉପ-ଅଧିନାୟକ ରିଷଭ ପନ୍ତ

November 5, 2025

ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି EDର ଖ୍ୟାତି!: ଭାରତୀୟ ସଂସ୍ଥାକୁ ପ୍ରଶଂସା କଲା FATF

November 5, 2025

Bihar Election 2025: ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନ, ୧୨୧ ଆସନ ପାଇଁ ହେବ ଭୋଟ୍ ଗ୍ରହଣ

November 5, 2025

Boita Bandana in Delhi: ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

November 5, 2025
BJP Ads
Latest News

ଘୋଷଣା ହେଲା ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଦଳ: ଫେରିଲେ ଉପ-ଅଧିନାୟକ ରିଷଭ ପନ୍ତ

November 5, 2025

ବିଶ୍ୱବ୍ୟାପୀ ବୃଦ୍ଧି ପାଉଛି EDର ଖ୍ୟାତି!: ଭାରତୀୟ ସଂସ୍ଥାକୁ ପ୍ରଶଂସା କଲା FATF

November 5, 2025

Bihar Election 2025: ଆସନ୍ତାକାଲି ବିହାର ବିଧାନସଭା ନିର୍ବାଚନ, ୧୨୧ ଆସନ ପାଇଁ ହେବ ଭୋଟ୍ ଗ୍ରହଣ

November 5, 2025

Vande Mataram: ୧୫୦ ବର୍ଷ ପୂର୍ତି ଅବସରରେ ନଭେମ୍ବର ୭ ରୁ ୨୬ ଓଡ଼ିଶା ଗାଇବ “ବନ୍ଦେ ମାତରମ୍‌”

November 5, 2025

Boita Bandana in Delhi: ଦିଲ୍ଲୀର ହାଉଜ଼ଖାସ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ବୋଇତ ବନ୍ଦାଣ ଉତ୍ସବ

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.