Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫିଲିପାଇନ୍ସ ସେନା ଉପରେ ଆତଙ୍କୀ ଆକ୍ରମଣ : ୮ ମୃତ,୧୪ ଆହତ
ଆଜିର ଖବର

ଫିଲିପାଇନ୍ସ ସେନା ଉପରେ ଆତଙ୍କୀ ଆକ୍ରମଣ : ୮ ମୃତ,୧୪ ଆହତ

May 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
phillipines 8 KILLED 14 INJURED
phillipines 8 KILLED 14 INJURED

ଫିଲିପାଇନ୍ସରେ ସେନାବାହିନୀ ଉପରେ ଏକ ଆତଙ୍କୀ ଗୋଷ୍ଠୀ ଆକ୍ରମଣ କରିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ସେନାର ଏକ ଦଳ ଉପରକୁ ପ୍ରାୟ ୩୦ରୁ ଅଧିକ ଆତଙ୍କୀ ଆକ୍ରମଣ କରିଥିଲେ।ଦକ୍ଷିଣ ଫିଲିପାଇନ୍ସର ସୁଲୁ ଅଞ୍ଚଳରେ ଆବୁ ସୟଫ ଆତଙ୍କୀ ସଙ୍ଗଠନ(ଏଏସ୍‌ଜି)ର ସଦସ୍ୟ ମାନେ ଆକ୍ରମଣ କରିଥିଲେ। ଫିଲିପାଇନ୍ସର ୧୧ ତମ ଇନ୍‌ଫାନ୍ଟ୍ରି ଦଳର ସୈନ୍ୟ ମାନେ ସୁଲା ଗ୍ରାମ ଦେଇ ଯାଉଥିବା ବେଳେ ଏକହି ଆକ୍ରମଣ ଘଟିଥିଲା। ଆକ୍ରମଣ ୩୦ ମିନିଟ୍‌ ଧରି ଚାଲିଥିବା ବେଳେ ଗ୍ରାମର ଦୁଇ ଜଣ ଏବଂ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ୧ ବର୍ଷର ଶିଶୁ ଏବଂ ଜଣେ ୧୨ ବର୍ଷୀୟ ବାଳକ ରହିଛନ୍ତି। ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୫ ଜଣ ସେନା କର୍ମଚାରୀ, ୨ ଜଣ ସାଧାରଣ ନାଗରିକ ଏବଂ ୭ ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି। ବିଗତ କିଛି ମାସ ମଧ୍ୟରେ ସୁଲୁରେ ବିଭିନ୍ନ ଆକ୍ରମଣରେ ୧୦୦ରୁ ଅଧିକ ସାଧାରଣ ଜନତା ପ୍ରାଣ ହରାଇଛନ୍ତି।

attack philipines terrorist thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

September 27, 2026
Latest News

ଇନିଂସ୍ ଓପନ କରିବେ ଗିଲ୍ ଏବଂ ଜୟସ୍ଵାଲ୍?: ଆଜି ଏହି ୧୧ ଖେଳାଳିଙ୍କୁ ମିଳିପାରେ ସୁଯୋଗ

September 27, 2026

ଆତଙ୍କବାଦ ପ୍ରସଙ୍ଗ: UNGA ରେ ପାକିସ୍ତାନ ଉପରେ ଆକ୍ରମଣ କଲେ ଜୟଶଙ୍କର

September 27, 2026

୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ୍: ଭିଜିଲାନ୍ସ ପଞ୍ଝାରେ ୨ କର୍ମଚାରୀ

September 27, 2026

କମର୍ସିଆଲ୍ ବିମାନରେ ଯାତ୍ରୀଙ୍କୁ କାହିଁକି ଦିଆଯାଏନି ପାରାଚ୍ୟୁଟ୍? ଜାଣନ୍ତୁ ଏହା ପଛର ୫ଟି ବଡ଼ କାରଣ

September 27, 2026

ଆଇଏଲ୍‍ଏସ୍‍ ବାୟୋ ଇନକ୍ୟୁବେଟର ପକ୍ଷରୁ ଷ୍ଟାର୍ଟଅପ୍ କ୍ୟାରିୟର ମେଳା:  ଏକାଠି ହେଲେ ୧୭ ଷ୍ଟାର୍ଟଅପ୍

September 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.