Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ : ପାରାସାଇଟ୍‌କୁ ପାମ୍‌ ଡି ଓର୍‌
ଆଜିର ଖବର

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ : ପାରାସାଇଟ୍‌କୁ ପାମ୍‌ ଡି ଓର୍‌

May 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
parasite own pam d ore
parasite own pam d ore

କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଦକ୍ଷିଣ କୋରିଆ ଫିଲ୍ମ ପାରାସାଇଟ୍‌କୁ ପାମ୍‌ ଡି ଓର୍‌ ପୁରସ୍କାର ମିଳିଛି। ଦକ୍ଷିଣ କୋରିଆର ନିର୍ଦ୍ଦେଶକ ବୋଙ୍ଗ ଜୁନ୍‌ ହୋଙ୍କ ସାମାଜିକ ଡ୍ରାମା ଫିଲ୍ମ ପାରାସାଇଟ୍‌କୁ ୭୨ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ରେ ଶ୍ରେଷ୍ଠ ଫିଲ୍ମର ମାନ୍ୟତା ମିଳିଛି। ଧନୀ ଏବଂ ଗରିବଙ୍କ ମଧ୍ୟରେ ରହିଥିବା ସାମାଜିକ ତାରତମ୍ୟ ଉପରେ ଫିଲ୍ମର କାହାଣୀ ପର୍ଯ୍ୟବେସିତ। ଗୋଟିଏ ପରିବାରର ଚାରିଜଣ କିପରି ନିଜ ଘରର ବେସମେଣ୍ଟରେ ରହିବାକୁ ସଂଘର୍ଷ କରୁଛନ୍ତି ତାହା ଫିଲ୍ମରେ ଦେଖିବାକୁ ମିଳିଛି। ଦୁଇ ବର୍ଷ ମଧ୍ୟରେ ଦ୍ବିତୀୟ ଏସିୟ ଫିଲ୍ମ ଭାବରେ ଏହି ସଫଳତା ହାସଲ କରିଛି ପାରାସାଇଟ୍‌। ପୂର୍ବରୁ ୨୦୧୭ ରେ ହିରୋକାଜୁ କୋର ଏଡାଙ୍କ ନିର୍ଦ୍ଦେଶିତ ଜାପାନିଜ୍‌ ଫିଲ୍ମ ସପ୍‌ଲିଫ୍ଟର ଗତବର୍ଷର ଶ୍ରେଷ୍ଠ ଫିଲ୍ମର ମାନ୍ୟତା ହାସଲ କରିଥିଲା। ଓସ୍କାର ବିଜେତା ଫିଲ୍ମ ନିର୍ମାତା ଆଲେଜାଣ୍ଡ୍ରୋ ଇନାରିଟ୍ଟୁ ଜୁରୀର ସଭାପତି ରହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶାଖାପାଟଣାରେ ଆରମ୍ଭ ହେଲା ପେସା ମହୋତ୍ସବ

December 23, 2025

ଖୋର୍ଦ୍ଧାରେ ସୁଶାସନ ଅଭ୍ୟାସ ଉପରେ କର୍ମଶାଳା

December 23, 2025

ଓଡ଼ିଶା ପୋଲିସକୁ ବଡ ସଫଳତା: ଆତ୍ମସମର୍ପଣ କଲେ ୨୨ ମାଓବାଦୀ

December 23, 2025

ଓଡ଼ିଶାର ୧୦୮ଟି ଏସଇବିସି ସମ୍ପ୍ରଦାୟକୁ କେନ୍ଦ୍ରୀୟ ଓବିସି ତାଲିକାରେ ସାମିଲ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

December 23, 2025
Latest News

ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ, ରାଜ୍ୟର ୭ଟି ମେଡିକାଲ କଲେଜରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ

December 23, 2025

ବିଶାଖାପାଟଣାରେ ଆରମ୍ଭ ହେଲା ପେସା ମହୋତ୍ସବ

December 23, 2025

ମନ୍ଦାକିନୀ ନୋଡାଲ ଇଉପିଏସ ସ୍କୁଲରେ ବାର୍ଷିକ ଉତ୍ସବ

December 23, 2025

ଖୋର୍ଦ୍ଧାରେ ସୁଶାସନ ଅଭ୍ୟାସ ଉପରେ କର୍ମଶାଳା

December 23, 2025

ଓଡ଼ିଶା ପୋଲିସକୁ ବଡ ସଫଳତା: ଆତ୍ମସମର୍ପଣ କଲେ ୨୨ ମାଓବାଦୀ

December 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.