କଳିଙ୍ଗ ଷ୍ଟାଡିୟମ୍ ପରିଦର୍ଶନ କରିଛନ୍ତି ଫିଫାର ଏକ ଟିମ୍ । ଫୁଟ୍ବଲ୍ ନିମନ୍ତେ ଉପଯୁକ୍ତ ଭିତ୍ତିଭୂମି ରହିଛି କି ନାହିଁ ଏହାର ଅନୁସନ୍ଧାନ କରିବା ପକାଇଁ ରବିବାର ଫିଫାର ଏକ ଟିମ୍ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ପହଞ୍ଚିଛି । 2020ରେ ଫିଫା ପକ୍ଷରୁ ବିଶ୍ବକପ୍ କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜିତ ହେବାକୁ ଯାଉଛି । 17 ବର୍ଷରୁ କମ୍ ବିଶ୍ବକପ୍ ଭାରତରେ ଆୟୋଜନ ହେବାକୁ ଥିବା ବେଳେ କଳିଙ୍ଗ ଷ୍ଟାଡିୟମ୍ରେ ଏହା ଆୟୋଜିତ ହେବାର ସମ୍ଭାବନା ଅଧିକ ରହିଛି । କଳିଙ୍ଗ ଷ୍ଟାଡିୟମ୍ ପୂର୍ବରୁ ଏସିଆନ୍ ଗେମ୍ସ ଏବଂ ହକି ବିଶ୍ବକପ୍ ପରି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଛି କଳିଙ୍ଗ ଷ୍ଟାଡିୟମ୍ ।