Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ରାମଚରିତ ମାନସକୁ ଅପମାନିତ କଲେ ଶିକ୍ଷାମନ୍ତ୍ରୀ, ବିଭିନ୍ନ ସ୍ଥାନରେ ବିରୋଧ
ଜାତୀୟ ଖବର

ରାମଚରିତ ମାନସକୁ ଅପମାନିତ କଲେ ଶିକ୍ଷାମନ୍ତ୍ରୀ, ବିଭିନ୍ନ ସ୍ଥାନରେ ବିରୋଧ

January 12, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
EduMini
ରାମଚରିତ ମାନସକୁ ଅପମାନିତ କଲେ ଶିକ୍ଷାମନ୍ତ୍ରୀ, ବିଭିନ୍ନ ସ୍ଥାନରେ ବିରୋଧ

ନୂଆଦିଲ୍ଲୀ: ରାମ ଚରିତ ମାନସ ହେଉଛି ବିଦ୍ବେଶ ସୃଷ୍ଟି କରୁଥିବା ଏକ ଗ୍ରନ୍ଥ। ଏହି ଗ୍ରନ୍ଥରେ ରହିଛି ନିଚ ଜାତିର ଲୋକେ ଶିକ୍ଷା ଗ୍ରହଣ କରିବା ଅନୁଚିତ। ସେମାନେ ଶିକ୍ଷା ଗ୍ରହଣ କଲେ ବିଷଧର ସାପ ପରି ହୋଇଯାଆନ୍ତି। ଏହିପରି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର।

ସେ କହିଛନ୍ତି ଯେ, ରାମଚରିତ ମାନସର ଏକ ଅଂଶରେ ରହିଛି ଯେ, ଅଧମ ଜାତି ଶିକ୍ଷା ଗ୍ରହଣ କରିବା ଅନୁଚିତ। ତେଣୁ ଏହା ହେଉଛି ଜାତି ଜାତି ଭିତରେ ଏକ ବିଦ୍ବେଶ ସୃଷ୍ଟି କରୁଥିବା ଗ୍ରନ୍ଥ। ସେହିପରି ସେ କହିଛନ୍ତି ଯେ, ମନୁ ସ୍ତୁତି ମଧ୍ୟ ଘୃଣା ସୃଷ୍ଟିକାରୀ ଗ୍ରନ୍ଥ। ସେଥିପାଇଁ ଏହି ଗ୍ରନ୍ଥକୁ ବିରୋଧ କରାଯାଉଛି। ଏଥିରେ ପ୍ରାୟ ପଚାଶ ପ୍ରତିଶତ ଲୋକଙ୍କୁ ଗାଳି ଦିଆଯାଇଛି।

ଶିକ୍ଷାମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ଗୋଟିଏ ଯୁଗରେ ମନୁ ସ୍ତୁତି, ଆଉ ଏକ ଯୁଗରେ ରାମଚରିତ ମାନସ ଏବଂ ତୃତୀୟ ଯୁଗରେ ଗୁରୁ ଗୋବଲକରଙ୍କ ଚିନ୍ତାଧାରା, ଦେଶରେ ବିଦ୍ବେଶ ସୃଷ୍ଟି କରୁଥିବା ଗୋଟିଏ ଗୋଟିଏ ଗ୍ରନ୍ଥ। ଏହାକୁ ଡ ଆମ୍ବେଦକର ବିରୋଧ କରୁଥିଲେ  ଗ୍ରନ୍ଥ ନୁହେଁ ନିଜ ଭିତରେ ପ୍ରେମ ଦ୍ବାରା ଲୋକଙ୍କୁ ଭଲପାଅ ବୋଲି ଆମ୍ବେଦକର କହିଛନ୍ତି ବୋଲି ଚନ୍ଦ୍ରଶେଖର ଟିପ୍ପଣୀ ଦେଇଛନ୍ତି।

ବିହାର ଶିକ୍ଷାମନ୍ତ୍ରୀଙ୍କ ଏପରି ବକ୍ତବ୍ୟକୁ ନେଇ ସାରା ଦେଶରେ ବିରୋଧ ପ୍ରକଟ କରାଯାଇଛି। ସେ ଯଥା ଶିଘ୍ର କ୍ଷମାପ୍ରାର୍ଥନା କରୁନ୍ତୁ ବୋଲି ବିଭିନ୍ନ ସଂଗଠନ ତରଫରୁ ଦାବୀ କରାଯାଇଛି। ବିହାରରେ ବିରୋଧୀ ଦଳ ଏହାକୁ ନେଇ ରାଜନୀତି ଆରମ୍ଭ କରିଛନ୍ତି। ସେମାନେ କହିଛନ୍ତି ଯେ, ବୋଧହୁଏ ରାମଚରିତ ମାନସର ଭଲ କଥା ତାଙ୍କ ଦୃଷ୍ଟି ଆସିପାରିଲା ନାହିଁ। ସେ ଯାହା ତାଙ୍କୁ ସାରା ଦୁନିଆ ସେଇଆ ଦେଖିଯାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍‌’ ଆରମ୍ଭ

January 21, 2026

ଡବ୍ଲୁପିଏଲରେ ପଦାର୍ପଣ କଲେ ସବୁଠାରୁ କମ୍ ବୟସର ଖେଳାଳି: ଜାଣନ୍ତୁ ସେ କିଏ?

January 21, 2026

‘ଭାରତ ନୁହେଁ, ଏହି ଦେଶ ଉପରେ ଲାଗିବ ୫୦୦% ଶୁଳ୍କ’: ଆମେରିକାର ଅର୍ଥ ସଚିବଙ୍କ ବଡ଼ ଖୁଲାସା

January 21, 2026

ଏହି ଦିନ ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ୨୨ ତମ କିସ୍ତି: ଜାଣନ୍ତୁ ତାଜା ଅପଡେଟ୍

January 21, 2026
Latest News

ଆଜିଠାରୁ ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍‌’ ଆରମ୍ଭ

January 21, 2026

ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ: ଜାଣନ୍ତୁ ସେ ଏବେ କେତେ ପାଇବେ ପେନସନ?

January 21, 2026

ଡବ୍ଲୁପିଏଲରେ ପଦାର୍ପଣ କଲେ ସବୁଠାରୁ କମ୍ ବୟସର ଖେଳାଳି: ଜାଣନ୍ତୁ ସେ କିଏ?

January 21, 2026

ଉଡ଼ାଣର କିଛି ସମୟ ପରେ ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି: ଯାତ୍ରା ବାତିଲ ହେବ କି ସ୍ୱିଜରଲ୍ୟାଣ୍ଡ ଯାତ୍ରା?

January 21, 2026

‘ଭାରତ ନୁହେଁ, ଏହି ଦେଶ ଉପରେ ଲାଗିବ ୫୦୦% ଶୁଳ୍କ’: ଆମେରିକାର ଅର୍ଥ ସଚିବଙ୍କ ବଡ଼ ଖୁଲାସା

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.