Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରାଜିଲ୍‌ ଜେଲ୍‌ରେ ସଂଘର୍ଷ : ୧୫ କଏଦୀ ମୃତ
ଆଜିର ଖବର

ବ୍ରାଜିଲ୍‌ ଜେଲ୍‌ରେ ସଂଘର୍ଷ : ୧୫ କଏଦୀ ମୃତ

May 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରାଜିଲ୍‌ର ଏକ ଜେଲ୍‌ରେ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ୧୫ ଜଣ କଏଦୀଙ୍କ ମୃତ୍ୟୁ ଘଟିଛି । ରବିବାର ବ୍ରାଜିଲ୍‌ର ଉତ୍ତରରେ ରହିଥିବା ମାନାଉସ୍‌ରେ ଏକ ଜେଲ୍‌ରେ ଏହି ସଂଘର୍ଷ ଘଟିଥିଲା । ରବିବାର ରାତି ୧୧ଟା ସମୟରେ କଏଦୀଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିଲା । ପୂର୍ବରୁ ଏକାଧିକ ଥର ସଂଘର୍ଷ ଘଟିଥିବା ନେଇ କହିଛନ୍ତି କଲୋନେଲ୍‌ ଭିନିସିଅସ୍‌ ଆଲ୍‌ମେଡିଆ । କଏଦୀଙ୍କ ମଧ୍ୟରେ ଝଗଡାର କାରଣ ସମ୍ପର୍କରେ ଅନୁସନ୍ଧାନ ଚାଲିଥିବା ଜଣାପଡିଛି । ପୂର୍ବରୁ ୨୦୧୭ରେ ଏକ ସଂଘର୍ଷରେ ୫୬ ଜଣ କଏଦୀଙ୍କ ପ୍ରାଣହାନି ଘଟିଥିଲା । ବିଶ୍ବରେ ଜେଲ୍‌ରେ ରହିଥିବା କଏଦୀଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ବ୍ରାଜିଲ୍‌ରେ କଏଦୀଙ୍କ ସଂଖ୍ୟା ୭ ଲକ୍ଷ ୨୬ହଜାର ୭୧୨ ରହିଥିବା ବେଳେ ଜେଲ୍‌ର କଏଦୀ କ୍ଷମତା ୩ଲକ୍ଷ ୬୮ ହଜାର ୪୯ ରହିଛି । ମାତ୍ରାଧିକ କଏଦୀ ରହିବା ଯୋଗୁଁ ସର୍ବଦା ସଂଘର୍ଷ ଘଟିଥାଏ ।

Share. Facebook Twitter LinkedIn Email WhatsApp Copy Link

Related Posts

ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

May 22, 2026

ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026

ଜଳିଗଲା ଯାତ୍ରୀବାହୀ ବସ୍‌, ୨ ଜୀବନ୍ତ ଦଗ୍ଧ

May 22, 2026
Latest News

ରାସ୍ତାରେ ୨ ଯୁବକଙ୍କୁ ନିସ୍ତୁକ ମାଡ଼

May 22, 2026

ଲ୍ୟାମ୍ପସ ଏମଡ଼ିଙ୍କ ଘରେ ଭିଜିଲାନ୍ସ

May 22, 2026

ଡିଜିଟାଲ୍ ସେନସେସନ୍ CJPର କାହାଣୀ

May 22, 2026

ଜଳିଗଲା ଯାତ୍ରୀବାହୀ ବସ୍‌, ୨ ଜୀବନ୍ତ ଦଗ୍ଧ

May 22, 2026

ଇବୋଲା ଭାଇରସ କେତେ ବିପଦପୂର୍ଣ୍ଣ ? ଜାଣନ୍ତୁ ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ

May 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.