ଆଜିର ଦିନରେ କଣ କରିବା ଉଚିତ, ଏହା କହିଲେ ଜ୍ୟୋତିର୍ବିଦ ଅମୃତା ଅମିତା

Published: Feb 10, 2023, 8:04 am IST

ଭୁବନେଶ୍ବର: ଆଜି ହେଉଛି ଶୁକ୍ରବାର ଫେବୃୟାରୀ ୧୦ ତାରିଖ। ଆଜିର ଦିନରେ କେତେକ ରାଶି ପାଇଁ ରହିଛି ଘାତଚନ୍ଦ୍ର। ସେଥିପାଇଁ କଣ କରିବା ଉଚିତ ସେ ନେଇ କହିଛନ୍ତି ଜ୍ୟୋତିର୍ବିଦ ଅମୃତା ଅମିତା।

ମେଷ-ଶତ୍ରୁଭୟ

ବୃଷ-ଘାତଚନ୍ଦ୍ର

ମିଥୁନ-ଚିନ୍ତାଗ୍ରସ୍ତ

କର୍କଟ-ପରିଶ୍ରମ

ସିଂହ-ଆଶାବାଦୀ

କନ୍ୟା-କାର୍ଯ୍ୟହାନି

ତୁଳା-ପଥରୋଧ

ବିଛା-ସୁଖସମ୍ମାନ

ଧନୁ-କର୍ମଚଞ୍ଚଳ

ମକର-ସୁଖହାନି

କୁମ୍ଭ-ସୁଖସମ୍ମାନ

ମୀନ-ଉଲ୍ଲାସ

ଆଜି ଦିନରେ କଖାରୁ ଏବଂ ପୋଇ ଖାଇବା ନିଷେଧ। ମିଶ୍ରି ଭୋଗ ଲଗେଇ ବାଣ୍ଟିଦିଅନ୍ତୁ।ଶୁଭଫଳ ମିଳିବ।

Related posts