Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବିଶ୍ୱ ମାତୃଭାଷା ଦିବସ ପାଳିତ
ଆଜିର ଖବର

ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବିଶ୍ୱ ମାତୃଭାଷା ଦିବସ ପାଳିତ

February 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର/ଭୁବନେଶ୍ୱର: ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ଆଜି  ଓଡ଼ିଆ  ଭାଷା, ପ୍ରତିଷ୍ଠାନ, ଭୁବନେଶ୍ଵର ଏବଂ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟର ମିଳିତ ଆନୂକୂଲ୍ୟରେ ରାଜ୍ୟସ୍ତରୀୟ ସମ୍ପାନ(ପାଠଚକ୍ର) ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ କାହ୍ନୁଚରଣ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖାଲିକୋଟ ଏକକ  ବିଶ୍ୱବିଦ୍ୟାଳୟର କୁଳପତି ଡଃ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇ ଛାତ୍ରୀମାନେ ଓଡ଼ିଆ  ଭାଷାର ଭବିଷ୍ୟତ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ରୂପେ ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର ମାତୃଭାଷାର ମହତ୍ତ୍ଵ ସମ୍ପର୍କରେ ବୁଝାଇଥିଲେ।

ଓଡ଼ିଆ  ଭାଷା, ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଏବଂ ଡଃ ଫଣୀନ୍ଦ୍ର ଭୂଷଣ ନନ୍ଦଙ୍କ ସମେତ ଡଃ ଦେବାଶିଷ ମହାପାତ୍ର, ଡଃ ବନମାଳୀ ପାଣିଗ୍ରାହୀ ପ୍ରମୁଖ ଆଲୋଚକ ରୂପେ  ଯୋଗଦେଇ ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଆ  ଭାଷାର ମହତ୍ଵ ସମ୍ପର୍କରେ ଉପସ୍ଥାପନ କରିଥିଲେ। ଅଧ୍ୟାପକ ଦେବାଶିଷ ମହାପାତ୍ର ପୁରସ୍କାର ଓ ସମ୍ବର୍ଦ୍ଧନା  କାର୍ଯ୍ୟକ୍ରମ  ପରିଚାଳନା କରିଥିବା ବେଳେ  ଡଃ କୈଳାଶ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ନାତକୋତ୍ତର  ଓଡ଼ିଆ ବିଭାଗର ଛାତ୍ରୀମାନଙ୍କ ସମେତ ଅଧ୍ୟାପକ ଡଃ ରବୀନ୍ଦ୍ର କୁମାର ପ୍ରଧାନ , ଅଧ୍ୟାପିକା  ନୀତା ଦୁବେ ଏବଂ ଅଧ୍ୟାପକ ଗୁପ୍ତସାଗର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟିମ ଇଣ୍ଡିଆ ଠାରୁ ହାରି ବାଂଲାଦେଶକୁ ବଡ କ୍ଷତି: ଫାଇନାଲରେ ଭାରତ-ପାକିସ୍ତାନ କି?

September 25, 2025

ଆଗାମୀ ପାଞ୍ଚ ବର୍ଷରେ ୨ ଲକ୍ଷ ଅତିକ୍ରମ କରିବ କି ସୁନାର ମୂଲ୍ୟ?: ଜାଣନ୍ତୁ ବିଶେଷଜ୍ଞଙ୍କ ଆକଳନ

September 25, 2025

ବ୍ରହ୍ମପୁର–ସୁରଟ ମଧ୍ୟରେ ଚାଲିବ “ଅମୃତ ଭାରତ ଏକ୍ସପ୍ରେସ”: ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ

September 25, 2025

ଆଜି ସେପ୍ଟେମ୍ବର ୨୫ ତାରିଖ ଗୁରୁବାରରେ ସାତୋଟି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

September 25, 2025
Latest News

ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ-୨୦୨୫ରେ ଚମକୁଛି ଓଡ଼ିଶାର କଳାକୃତୀ

September 25, 2025

ଟିମ ଇଣ୍ଡିଆ ଠାରୁ ହାରି ବାଂଲାଦେଶକୁ ବଡ କ୍ଷତି: ଫାଇନାଲରେ ଭାରତ-ପାକିସ୍ତାନ କି?

September 25, 2025

ଆଗାମୀ ପାଞ୍ଚ ବର୍ଷରେ ୨ ଲକ୍ଷ ଅତିକ୍ରମ କରିବ କି ସୁନାର ମୂଲ୍ୟ?: ଜାଣନ୍ତୁ ବିଶେଷଜ୍ଞଙ୍କ ଆକଳନ

September 25, 2025

ବ୍ରହ୍ମପୁର–ସୁରଟ ମଧ୍ୟରେ ଚାଲିବ “ଅମୃତ ଭାରତ ଏକ୍ସପ୍ରେସ”: ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦୀ

September 25, 2025

ଦଶମ ଏବଂ ଦ୍ୱାଦଶ ପରୀକ୍ଷା ତାରିଖ ଘୋଷଣା କଲା CBSE: ଏଥର ଦୁଇଟି ଭାଗରେ ଅନୁଷ୍ଠିତ ହେବ ପରୀକ୍ଷା

September 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.