Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଗାଡି ଚାଳକ ସାବଧାନ !!! ଭୁବନେଶ୍ବରର ୩୨ ଟି ସ୍ଥାନରେ ଲାଗିଲା ପାୱାରଫୁଲ ସିସିଟିଭି, ଜାଣନ୍ତୁ କେଉଁଠି
ଅପରାଧ

ଗାଡି ଚାଳକ ସାବଧାନ !!! ଭୁବନେଶ୍ବରର ୩୨ ଟି ସ୍ଥାନରେ ଲାଗିଲା ପାୱାରଫୁଲ ସିସିଟିଭି, ଜାଣନ୍ତୁ କେଉଁଠି

February 23, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: କମିସନରେଟ ପୋଲିସ ରାସ୍ତାରେ ଯାଉଥିବା ସମସ୍ତ ଗାଡି ଚଳାଚଳର ଗତିବିଧି ଯାଞ୍ଚ କରିବା ପାଇଁ ନେଲା ପଦକ୍ଷେପ। ଏଣିକି ଆପଣଙ୍କର ଗାଡି ପୁରା ପୋଲିସ ସିସିଟିଭି ସର୍ଭେଲାନସରେ ରହିବ। ସେଥିପାଇଁ କମିଶନରେଟ ପୋଲିସ ଭୁବନେଶ୍ବରର ୩୨ ଟି ସ୍ଥାନରେ ସିସିଟିଭି ଲଗାଇଛି। ସେଗୁଡିକ ହେଲା..

ଏହି ସିସିଟିଭି କ୍ୟାମେରା ୨୪ ଘଣ୍ଟିଆ ପଇଁତରା ମାରିବ। କେଉଁ ଗାଡି କେତେବେଳେ କେଉଁ ଆଡକୁ ଗଲା ତାହାର ଗତିବିଧି ରେକର୍ଡିଂ କରିବ। ଆପଣ ଗାଡି ନେଇ ଯଦି ଏହି ସ୍ଥାନଗୁଡିକ ଦେଇ ଯାଉଛନ୍ତି ତେବେ ପୋଲିସ ପାଖରେ ଖବର ରହିବ। ଆପଣ କେତେବେଳେ କେଉଁ ରାସ୍ତାରେ ଗଲେ ତାହା ପୋଲିସ ଜାଣିବ।

ମୁଖ୍ୟତଃ ଯେଉଁମାନେ ଟ୍ରାଫିକ ନିୟମ ଉଲ୍ଲଘଂନ କରିବା କିମ୍ବା ବେପାରୁଆ ଭାବେ ଗାଡି ଚଳନା, ବିନା ହେଲେଟକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ ପୋଲିସ ଏହି ବ୍ୟବସ୍ଥା କରିଛି। ସେଥିପାଇଁ ସେହି ରାସ୍ତାରେ ଯେତେ ଗାଡିଯିବ ତାହାର ଚଳାଚଳ ପ୍ରମାଣ ଏହି ସିସିଟିଭିରେ କୈଦ ହୋଇ ରହିବ।

 

ସିସିଟିଭି
Share. Facebook Twitter LinkedIn Email WhatsApp Copy Link

Related Posts

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Latest News

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026

କଟକ-ଭୁବନେଶ୍ୱର ମଧ୍ୟରେ ପ୍ରତି ଅଧଘଣ୍ଟାରେ ଚାଲିବ ନମୋ ଭାରତ ଟ୍ରେନ: ରେଳମନ୍ତ୍ରୀ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.