Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମାଜବାଦୀ ରାସ୍ତାରେ କଂଗ୍ରେସ: ବୈଦ୍ୟୁତିକ ଗଣମାଧ୍ୟମଠାରୁ ଦୂରରେ ରହିବେ କଂଗ୍ରେସ ପ୍ରବକ୍ତା
ଆଜିର ଖବର

ସମାଜବାଦୀ ରାସ୍ତାରେ କଂଗ୍ରେସ: ବୈଦ୍ୟୁତିକ ଗଣମାଧ୍ୟମଠାରୁ ଦୂରରେ ରହିବେ କଂଗ୍ରେସ ପ୍ରବକ୍ତା

May 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଳିତ ସପ୍ତଦଶ ଲୋକସଭା ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟ ପରେ ସମାଜବାଦୀ ପାର୍ଟିର ରାସ୍ତା ଆପଣେଇବାର ନିଷ୍ପତ୍ତି ନେଇଛି କଂଗ୍ରେସ ଦଳ। ଦଳର କୌଣସି ବି ପ୍ରବକ୍ତା ଜାତୀୟ ଗଣମାଧ୍ୟମରେ ଅନୁଷ୍ଠିତ କୌଣସି ବିତର୍କରେ ଭାଗ ନେଇ ପାରିବେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି। ଗୁରୁବାର ଦିନ ଏଆଇସିସି ମିଡିଆ ଦାୟିତ୍ବରେ ରହିଥିବା ରଣଦୀପ ସୁର୍ଜେଓ୍ବାଲା ସୋସିଆଲ ମିଡିଆ ଜରିଆରେ ଏହି ଘୋଷଣା କରିଛନ୍ତି। ଟ୍ବିଟ୍ଟର ଜରିଆରେ ସୁର୍ଜେଓ୍ବାଲା ଘୋଷଣା କରିଛନ୍ତି କି ଆସନ୍ତା ଏକ ମାସ ପର୍ଯ୍ୟନ୍ତ କଂଗ୍ରେସର କୌଣସି ପ୍ରବକ୍ତା କୌଣସି ଗଣମାଧ୍ୟମର ବିତର୍କରେ ଅଂଶଗ୍ରହଣ କରି ପାରିବେ ନାହିଁ। ସମସ୍ତ ମିଡିଆ ଚ୍ୟାନେଲ୍‌ ଏବଂ ସମ୍ପାଦକ ମାନଙ୍କୁ ଅନୁରୋଧ କୌଣସି କଂଗ୍ରେସ କର୍ମୀଙ୍କୁ ବିତର୍କକୁ ଆମନ୍ତ୍ରଣ କରନ୍ତୁ ନାହିଁ।

 

Congress thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଜଗତସିଂହପୁରରେ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ପଦ ଚନ୍ଦ୍ର ସ୍ବାଇଁ

March 20, 2026

ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’ ଉଦଘାଟିତ

March 20, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ସୁବର୍ଣ୍ଣ ଜୟନ୍ତୀ ସମାରୋହ

March 20, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026
Latest News

ଜଗତସିଂହପୁରରେ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ପଦ ଚନ୍ଦ୍ର ସ୍ବାଇଁ

March 20, 2026

ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’ ଉଦଘାଟିତ

March 20, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ସୁବର୍ଣ୍ଣ ଜୟନ୍ତୀ ସମାରୋହ

March 20, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.