Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରକାର ଅଧିକ ଦାୟିତ୍ଵବାନ ହେବା ଉଚିତ!
ବିଶେଷ ଖବର

ସରକାର ଅଧିକ ଦାୟିତ୍ଵବାନ ହେବା ଉଚିତ!

May 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
captain dibya shanka mishra replaced prafulla mallick
captain dibya shanka mishra replaced prafulla mallick

ସମୀକ୍ଷା ବ୍ୟୁରୋ

ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଷ୍ଟ୍ର ପାହ୍ୟା ମନ୍ତ୍ରୀର ଦାୟିତ୍ଵ ଦିଆ ଯାଇପାରିବ ନାହିଁ, ଏଇ ସାଧାରଣ କଥାଟି ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଜାଣି ପାରିଲା ନାହିଁ କେମିତି? ଗତକାଲି ନବୀନ ପଟ୍ଟନାୟକଙ୍କ ସହିତ କୋଡିଏ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଅପରାହ୍ନରେ ପୋର୍ଟଫୋଲିଓ ବଣ୍ଟନ କରାଯାଇଥିଲା। ସେଥିରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୃହ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ଵ ନେବେ ବୋଲି କୁହାଯାଇଥିଲା। ସଂସଦୀୟ ବିଧି ବ୍ୟବସ୍ଥାର ଏହା ଖୋଲା ଉଲ୍ଲଂଘନ ଓ ସଂସଦୀୟ ବ୍ୟାପାର ବିଭାଗ ଏ ପ୍ରସଙ୍ଗରେ ସତର୍କ ରହିବା ନିହାତି ଜରୁରୀ ଥିଲା। ତେବେ ସନ୍ଧ୍ୟାରେ ଏହି ବିଜ୍ଞପ୍ତି ସଂଶୋଧନ କରି ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗୃହ ବିଭାଗର ଦାୟିତ୍ଵ ଦିଆଯାଇଥିଲା। ଏମିତି ଦେଖିଲେ ଏହା ଖୁବ ଗୋଟେ ଗୁରୁତର ଅପରାଧ ନୁହେଁ। କିନ୍ତୁ ସଂସଦୀୟ ବିଧି ବ୍ୟବସ୍ଥାରେ ଏ ପ୍ରକାର ତ୍ରୁଟି ଆଦୌ ଗ୍ରହଣୀୟ ନୁହେଁ।

ଓଡିଶାରେ ଗତ ୧୯ ବର୍ଷ ଧରି ଏକ ସ୍ଥିର ସରକାର ରହିଛି, ତେଣୁ ସରକାରୀ ବିଧି ବ୍ୟବସ୍ଥା ବିଷୟରେ ସରକାରୀ ବାବୁମାନେ ଅଧିକ ସତର୍କ ଥିବେ ବୋଲି ଆଶା କରାଯାଏ। ମନ୍ତ୍ରିମଣ୍ଡଳର ସଂରଚନା ବିଷୟରେ ଏପ୍ରକାର ତ୍ରୁଟିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତ୍ଵର ସହିତ ନେବେ ବୋଲି ଆଶା କରାଯାଏ।

Share. Facebook Twitter LinkedIn Email WhatsApp Copy Link

Related Posts

“ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ

December 8, 2025

ଭାରତରେ କ୍ୟାମ୍ପସ ଖୋଲିବ ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’: ଧର୍ମେନ୍ଦ୍ର ପ୍ରଧାନ

December 8, 2025

ଡିସେମ୍ବର 31 ସୁଦ୍ଧା ସମ୍ପୂର୍ଣ୍ଣ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, ନଚେତ ବଢିବ ସମସ୍ୟା

December 8, 2025

FIFA World Cup 2026: ପ୍ରତିଦ୍ୱନ୍ଦ୍ୱିତା କରିବେ 48 ଦଳ, ପଢ଼ନ୍ତୁ ସମ୍ପୂର୍ଣ୍ଣ ଫିଫା ବିଶ୍ୱକପ୍ କାର୍ଯ୍ୟସୂଚୀ

December 8, 2025
Latest News

“ବନ୍ଦେ ମାତରମ୍”ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଲୋକସଭାର ସ୍ୱତନ୍ତ୍ର ଆଲୋଚନାରେ ପ୍ରଧାନମନ୍ତ୍ରୀ

December 8, 2025

ଭୁବନେଶ୍ୱର-ଏଲଟିଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ: ଆସନ୍ତାକାଲି ଫେରିବ ସମ୍ବଲପୁର

December 8, 2025

ଭାରତରେ କ୍ୟାମ୍ପସ ଖୋଲିବ ଅଷ୍ଟ୍ରେଲିଆର ‘ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ’: ଧର୍ମେନ୍ଦ୍ର ପ୍ରଧାନ

December 8, 2025

ନଭେମ୍ବରରେ ଖୁଚୁରା ଯାନ ବିକ୍ରୟରେ 2% ବୃଦ୍ଧି

December 8, 2025

ରାଜ୍ୟ ସ୍ତରୀୟ କ୍ୟାରମ ପ୍ରତିଯୋଗିତା

December 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.