Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜ୍ୟାକ୍‌ ସ୍ନାଇଡର୍‌ଙ୍କ ‘ଆର୍ମି ଅଫ୍‌ ଦ ଡେଡ୍‌’ରେ ନଜର ଆସିବେ ହୁମା
ଆଜିର ଖବର

ଜ୍ୟାକ୍‌ ସ୍ନାଇଡର୍‌ଙ୍କ ‘ଆର୍ମି ଅଫ୍‌ ଦ ଡେଡ୍‌’ରେ ନଜର ଆସିବେ ହୁମା

May 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
huma qureshi to star in army of the dead
huma qureshi to star in army of the dead

ବଲିଉଡ୍‌ ଲଳନା ହୁମା କ୍ୟୁରେଶୀ ହଲିଉଡ୍‌ର ନିର୍ଦ୍ଦେଶକ ଜ୍ୟାକ୍‌ ସ୍ନାଇଡରଙ୍କ ଆର୍ମି ଅଫ୍‌ ଦ ଡେଡ୍‌ରେ ନଜର ଆସିବେ । ପୂର୍ବରୁ ଅନେକ ଅନ୍ତର୍ଜାତୀୟ ନିର୍ଦ୍ଦେଶକଙ୍କ ସହିତ କାମ କରିଥିବା ହୁମାଙ୍କର ଏହା ତୃତୀୟ ଅନ୍ତର୍ଜାତୀୟ ପ୍ରକଳ୍ପ । ପୂର୍ବରୁ ଗୁରିନ୍ଦର ଚଢାଙ୍କ ଭାଇସ୍‌ରୟ ହାଉସ୍‌ ଏବଂ ଦୀପା ମେହେଟ୍ଟାଙ୍କ ନେଟଫ୍ଲିକ୍ସ ଶୋ ଲୈଲାରେ ନଜର ଆସିବାକୁ ଯାଉଛନ୍ତି । ହୁମାଙ୍କ ଚରିତ୍ର ସମ୍ପର୍କରେ ବିଶେଷ ସୂଚନା ମିଳିନଥିବା ବେଳେ ଫିଲ୍ମକୁ ନେଇ ଉତ୍ସାହିତ ରହିଥିବା ପ୍ରକାଶ କରିଛନ୍ତି ହୁମା । ଏହି ଚଳଚିତ୍ରରେ ହୁମାଙ୍କ ବ୍ୟତିତ ବ୍ରିଟିଶ୍‌ ଅଭିନେତ୍ରୀ ଏଲ୍ଲା ପର୍ଣ୍ଣେଲ, ଆନା ଡେ ଲା ରେଗୁଏରା ଏବଂ ଥିଓ ରୋସ୍ସି ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.