Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଗାତାର ୧୪ ମାସ ପାଇଁ ମାସିକ ଜିଏସଟି ରାଜସ୍ୱ ୧.୪ ଲକ୍ଷ କୋଟିରୁ ଅଧିକ,
ଆଜିର ଖବର

ଲଗାତାର ୧୪ ମାସ ପାଇଁ ମାସିକ ଜିଏସଟି ରାଜସ୍ୱ ୧.୪ ଲକ୍ଷ କୋଟିରୁ ଅଧିକ,

June 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୩ ମସିହା ମଇ ମାସରେ ସଂଗୃହିତ ମୋଟ ଦ୍ରବ୍ୟ ଓ ସେବା କର (ଜିଏସଟି) ରାଜସ୍ୱ ହେଉଛି ୧,୫୭,୦୯୦ କୋଟି ଯେଉଁଥିରୁ ସିଜିଏସ୍‍ଟି ହେଉଛି ୨୮,୪୧୧ କୋଟି, ଏସଜିଏସଟି ହେଉଛି ୩୫,୮୨୮ କୋଟି, ଆଇଜିଏସ୍‍ଟି ହେଉଛି ୮୧,୩୬୩ କୋଟି (ସାମଗ୍ରୀ ଆମଦାନୀରୁ ସଂଗ୍ରହ ହୋଇଥିବା ୪୧,୭୭୨ କୋଟି ସହିତ) ଏବଂ ସେସ୍ ହେଉଛି ୧୧,୪୮୯ କୋଟି (ସାମଗ୍ରୀ ଆମଦାନୀରୁ ସଂଗୃହିତ ୧୦୫୭ କୋଟି ଅନ୍ତର୍ଭୂକ୍ତ)।

ସରକାର ସିଜିଏସଟିରୁ ୩୫,୩୬୯ କୋଟି ଏବଂ ଆଇଜିଏସଟି ରୁ ଏସଜିଏସଟିକୁ ୨୯,୭୬୯ କୋଟି ଟଙ୍କା ଚୂଡାନ୍ତ କରିଛନ୍ତି। ଚୂଡାନ୍ତ ପରେ ମଇ ୨୦୨୩ ମାସରେ କେନ୍ଦ୍ର ଏବଂ ରାଜ୍ୟଗୁଡିକର ମୋଟ ରାଜସ୍ୱ ସିଜିଏସଟି ପାଇଁ ୬୩,୭୮୦ କୋଟି ଏବଂ ଏସଜିଏସଟି ପାଇଁ ୬୫,୫୯୭ କୋଟି।

ମଇ ୨୦୨୩ ମାସ ପାଇଁ ଆଦାୟ ହୋଇଥିବା ଜିଏସ୍‍ଟି ରାଜସ୍ୱ ପରିମାଣ ଗତ ବର୍ଷ ସମାନ ସମୟ ତୁଳନାରେ ୧୨% ଅଧିକ ରହିଛି। ଗତବର୍ଷର ଏହି ସମୟ ତୁଳନାରେ ଚଳିତବର୍ଷ ମଇ ମାସରେ ସାମଗ୍ରୀ ଆମଦାନୀରୁ ଆୟ ୧୨% ଅଧିକ ଏବଂ ଘରୋଇ କାରବାରରୁ ଆୟ (ସେବା ଆମଦାନୀକୁ ଅନ୍ତର୍ଭୁକ୍ତ କରି) ୧୧% ଅଧିକ ଥିଲା।

ନିମ୍ନରେ ଥିବା ଗ୍ରାଫରେ ଚଳିତ ବର୍ଷର ମୋଟ ଜିଏସଟି ରାଜସ୍ୱର ମାସୱାରୀ ସୂଚନା ଦର୍ଶାଯାଇଛି । ମଇ ୨୦୨୨ ତୁଳନାରେ ମଇ ୨୦୨୩ ମାସରେ ପ୍ରତ୍ୟେକ ରାଜ୍ୟରେ ସଂଗୃହିତ ଜିଏସଟିର ରାଜ୍ୟ ୱାରୀ ଆକଳନଗୁଡିକ ସାରଣୀରେ ଦର୍ଶାଯାଇଛି।

ମଇ ୨୦୨୩ରେ ରାଜ୍ୟ ୱାରୀ ଜିଏସଟି ରାଜସ୍ୱ ଆଦାୟରେ ଅଭିବୃଦ୍ଧି

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ମଇ-୨୨ ମଇ-୨୩ ଅଭିବୃଦ୍ଧି (%)
ଜାମୁ  ଏବଂ କାଶ୍ମୀର ୩୭୨ ୪୨୨ ୧୪
ହିମାଚଳ ପ୍ରଦେଶ ୭୪୧ ୮୨୮ ୧୨
ପଞ୍ଜାବ ୧୮୩୩ ୧୭୪୪ -୫
ଚଣ୍ଡିଗଡ ୧୬୭ ୨୫୯ ୫୫
ଉତ୍ତରାଖଣ୍ଡ ୧୩୦୯ ୧୪୩୧ ୯
ହରିଆନା ୬୬୬୩ ୭୨୫୦ ୯
ଦିଲ୍ଲୀ ୪୧୧୩ ୫୧୪୭ ୨୫
ରାଜସ୍ଥାନ ୩୭୮୯ ୩୯୨୪ ୪
ଉତ୍ତରପ୍ରଦେଶ ୬୬୭୦ ୭୪୬୮ ୧୨
ବିହାର ୧୧୭୮ ୧୩୬୬ ୧୬
ସିକିମ୍‍ ୨୭୯ ୩୩୪ ୨୦
ଅରୁଣାଚଳପ୍ରଦେଶ ୮୨ ୧୨୦ ୪୭
ନାଗାଲ୍ୟାଣ୍ଡ ୪୯ ୫୨ ୬
ମଣିପୁର ୪୭ ୩୯ -୧୭
ମିଜୋରାମ ୨୫ ୩୮ ୫୨
ତ୍ରିପୁରା ୬୫ ୭୫ ୧୪
ମେଘାଳୟ ୧୭୪ ୨୧୪ ୨୩
ଆସାମ ୧୦୬୨ ୧୨୧୭ ୧୫
ପଶ୍ଚିମବଙ୍ଗ ୪୮୯୬ ୫୧୬୨ ୫
ଝାଡଖଣ୍ଡ ୨୪୬୮ ୨୫୮୪ ୫
ଓଡିଶା ୩୯୫୬ ୪୩୯୮ ୧୧
ଛତିଶଗଡ ୨୬୨୭ ୨୫୨୫ -୪
ମଧ୍ୟ ପ୍ରଦେଶ ୨୭୪୬ ୩୩୮୧ ୨୩
ଗୁଜୁରାଟ ୯୩୨୧ ୯୮୦୦ ୫
ଦାଦର ଏବଂ ନଗର ହାବେଳି ଏବଂ ଡାମନ ଏବଂ ଡିଉ ୩୦୦ ୩୨୪ ୮
ମହାରାଷ୍ଟ ୨୦୩୧୩ ୨୩୫୩୬ ୧୬
କର୍ଣ୍ଣାଟକ ୯୨୩୨ ୧୦୩୧୭ ୧୨
ଗୋଆ ୪୬୧ ୫୨୩ ୧୩
ଲକ୍ଷାଦ୍ୱୀପ ୧ ୨ ୨୧୦
କେରଳ ୨୦୬୪ ୨୨୯୭ ୧୧
ତାମିଲନାଡୁ ୭୯୧୦ ୮୯୫୩ ୧୩
ପୁଡୁଚେରୀ ୧୮୧ ୨୦୨ ୧୨
ଆଣ୍ଡାମାନ ଏବଂ ନିକୋବର ୨୪ ୩୧ ୨୭
ତେଲେଙ୍ଗାନା ୩୯୮୨ ୪୫୦୭ ୧୩
ଆନ୍ଧ୍ରପ୍ରଦେଶ ୩୦୪୭ ୩୩୭୩ ୧୧
ଲଦାଖ ୧୨ ୨୬ ୧୧୩
ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳ ୧୮୫ ୨୦୧ ୯
କେନ୍ଦ୍ରୀୟ ନିୟନ୍ତ୍ରଣ ଅଞ୍ଚଳ ୧୪୦ ୧୮୭ ୩୪
ମୋଟାମୋଟି ୧,୦୨,୪୮୫ ୧,୧୪,୨୬୧ ୧୧

 

ଜିଏସଟି
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.