Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଥର ୨୫୦ ଟି ନଡିଆ ସ୍ଥାପନା କରି ସୁଦର୍ଶନ ନିର୍ମାଣ କଲେ ରଥଯାତ୍ରା ବାଲୁକା କଳା
ଆଜିର ଖବର

ଏଥର ୨୫୦ ଟି ନଡିଆ ସ୍ଥାପନା କରି ସୁଦର୍ଶନ ନିର୍ମାଣ କଲେ ରଥଯାତ୍ରା ବାଲୁକା କଳା

June 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନେ ସେମାନଙ୍କ ଢଙ୍ଗରେ ପ୍ରଭୃଙ୍କୁ ସୁମରଣା କରିଥାନ୍ତି। କିଏ ଦୂରରୁ ଚାଲିଚାଲି ପୁରୀ ଆସିଥାଏ ତ କିଏ ବଡଦାଣ୍ଡରେ ନାଚନାଚି ଭକ୍ତି ପ୍ରଦର୍ଶନ କରିଥାଏ। ଠିକ୍ ସେହିପରି ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜ କଳା କୌଶଳରେ ପ୍ରଭୃଙ୍କୁ କରିଛନ୍ତି ଭକ୍ତି।

ପ୍ରତିବର୍ଷ ରଥଯାତ୍ରା ବେଳେ ନିଜର ଭିନ୍ନ ବାଲୁକା କଳା କରି ପ୍ରଶଂସିତ ହୋଇଥାନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। କେତେବେଳେ ସେ ଶହଶହ ବାଲିର ରଥ ନିର୍ମାଣ କରିଥାନ୍ତି ତ କେତେବେଳେ ଦାସିଆ ବାଉରୀ ବାଲୁକାକଳା କରି ରେକର୍ଡ କରିଥାନ୍ତି। ସେହିପରି ଚଳିତ ବର୍ଷ ସୁଦର୍ଶନ ବାଲୁକା କଳାରେ ମିଶ୍ରଣ କରିଛନ୍ତି ନଡିଆ।

ସୁଦର୍ଶନ ତାଙ୍କର ବାଲୁକା କଳାରେ ତିନୋଟି ବଡ ବାଲିର ନଡିଆ ନିର୍ମାଣ କରିଛନ୍ତି। ସେହି ଭିତରେ ସେ ତିନିଠାକୁରଙ୍କୁ ସ୍ଥାପନା କରିଛନ୍ତି। ତାଙ୍କର ମୁଣ୍ଡ ଉପରେ ତିନୋଟି ରଥ ମଧ୍ୟ ସେ ନିର୍ମାଣ କରିଛନ୍ତି। ତା ମଧ୍ୟ ଭାଗରେ ସୁଦର୍ଶନ ୨୫୦ଟି ନଡିଆ ସ୍ଥାପନ କରିଛନ୍ତି। ଯାହା ଦ୍ବାରା ବାଲୁକା କଳାର ଆକର୍ଷଣ ବେଶ ବୃଦ୍ଧି ପାଇଛି।

RATHAJATRA rathyatra RathYatra2023 ରଥଯାତ୍ରା ସୁଦର୍ଶନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଫେରିବ କଳାଧନ!: ବିଦେଶରେ ଜମା ଥିବା ସମ୍ପତ୍ତି ଉପରେ ନୂତନ ନିୟମ ଲାଗୁ କରିବେ ସରକାର

June 15, 2026

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ କେବେ? ଜାଣନ୍ତୁ ସମୟ ଓ ସ୍ଥାନ

June 15, 2026

ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୧୦୦ ଭକ୍ତ ଗଲେ ଗୁଜରାଟ

June 15, 2026

ଜେୱାର ବିମାନବନ୍ଦରରୁ ଲକ୍ଷ୍ନୌ ଯାତ୍ରା କଲେ ୨୮ ମହିଳାଙ୍କ ସମେତ ୧୭୦ ଚାଷୀ

June 15, 2026
Latest News

ଫେରିବ କଳାଧନ!: ବିଦେଶରେ ଜମା ଥିବା ସମ୍ପତ୍ତି ଉପରେ ନୂତନ ନିୟମ ଲାଗୁ କରିବେ ସରକାର

June 15, 2026

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଦିନିକିଆ କେବେ? ଜାଣନ୍ତୁ ସମୟ ଓ ସ୍ଥାନ

June 15, 2026

ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୧୦୦ ଭକ୍ତ ଗଲେ ଗୁଜରାଟ

June 15, 2026

ଜେୱାର ବିମାନବନ୍ଦରରୁ ଲକ୍ଷ୍ନୌ ଯାତ୍ରା କଲେ ୨୮ ମହିଳାଙ୍କ ସମେତ ୧୭୦ ଚାଷୀ

June 15, 2026

୧୪୩ ରନ୍ ରେ ଭାରତର ସାତଟି ୱିକେଟ, ତଥାପି ଚମକିଲେ ଦୁଇ IPL ଷ୍ଟାର ଖେଳାଳି

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.