ଗୋଆ ବିମାନ ବନ୍ଦରରେ ନିଆଁ : ନୌସେନାର ମିଗ୍‌ ୨୯କେ  ବିମାନରୁ ଖସିଲା ଡ୍ରପ୍‌ ଟ୍ୟାଙ୍କ

Published: Jun 8, 2019, 3:53 pm IST

ଗୋଆ ବିମାନ ବନ୍ଦରରୁ ଉଡାଣ ଭରିବା ପରେ ନୌସେନାର ମିଗ୍ ୨୯କେ ବିମାନର ଡ୍ରପ  ଟ୍ୟାଙ୍କ ଅଚାନକ ଖସି ପଡିବାରୁ ବିମାନ ବନ୍ଦରରେ ନିଆଁ ଲାଗିଛି। ଏହି ଘଟଣା ପରେ ବିମାନ ବନ୍ଦରରେ କିଛି ଘଣ୍ଟା ପାଇଁ ଉଡାଣ ବନ୍ଦ କରି ଦିଆଯାଇଛି। ଏହାପରେ ବିମାନର ଉଡାଣକୁ ରୋକି ଦିଆଯାଛି।  ଭାରତୀୟ ନୌସେନାର ମୁଖପାତ୍ରଙ୍କ ଅନୁସାରେ ଏହି ଘଟଣା ପରେ ଗୋଆ ବିମାନ ବନ୍ଦରରେ ବିମାନର ସୂଚାର ରୂପେ ସଞ୍ଚାଳନ ପାଇଁ ଉଦ୍ୟମ କରାଯାଉଛି। ନୌସେନାର ମିଗ୍ ୨୯କେ ବିମାନ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି।

Related posts