Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାତ୍ର ଚାରିଦିନରେ ଶେଷ ହୋଇଗଲା ବିଧାନସଭା, ଅନିର୍ଦ୍ଦିଷ୍ଠ କାଳ ପାଇଁ ଗୃହ ମୁଲତବୀ
ଆଜିର ଖବର

ମାତ୍ର ଚାରିଦିନରେ ଶେଷ ହୋଇଗଲା ବିଧାନସଭା, ଅନିର୍ଦ୍ଦିଷ୍ଠ କାଳ ପାଇଁ ଗୃହ ମୁଲତବୀ

November 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ମାତ୍ର ଚାରିଦିନରେ ଶେଷ ହୋଇଗଲା ବିଧାନସଭା, ଅନିର୍ଦ୍ଦିଷ୍ଠ କାଳ ପାଇଁ ମୁଲତବୀ

ଭୁବନେଶ୍ବର: ଗତ ୨୧ ତାରିଖ ଦିନ ଆରମ୍ଭ ହୋଇଥିବା ବିଧାନସଭା ୪ଟି କାର୍ଯ୍ୟ ଦିବସ ପରେ ମୁଲତବୀ ହୋଇଛି । ଡିସେମ୍ବର ୩୦ ପର୍ଯ୍ୟନ୍ତ ତାହା ଚାଲିବାର ଥିଲା। ଆହୁରି ୨୬ଟି କାର୍ଯ୍ୟ ଦିବସ ବାକି ରହିଛି।

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଥିଲେ। ଏହାକୁ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ଓ ଭୁପିନ୍ଦର ସିଂ ସମର୍ଥନ ଜଣାଇଥିଲେ। ବାଚସ୍ପତି ପ୍ରମିଳା ମଲ୍ଲିକ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ତେବେ ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର କକ୍ଷ ତ୍ୟାଗ କରିଥିଲେ। ଶୀତକାଳୀନ ଅଧିବେଶନ ମାତ୍ର ୪ ଦିନ ଚାଲିଥିଲା। ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବି ପ୍ରସ୍ତାବ ଆଲୋଚନା ହୋଇଛି। ତେବେ ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ବିରୋଧ କରି ପ୍ରବଳ ହୋହାଲ୍ଲା ହୋଇଥିଲା।

assembly ବିଧାନସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କଲା ଗଞ୍ଜାମ: ୮୮ ପ୍ରତିଶତ ଲକ୍ଷ୍ୟ ହାସଲ

February 17, 2026

କଟନୀ-ଛଟନୀ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି, ବିଧାୟକ ଦଳ ବୈଠକରେ ନିଷ୍ପତି

February 17, 2026

ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ୍!: ସୁପର ୮ରେ ଶ୍ରୀଲଙ୍କା, ଜିମ୍ବାୱେ ପାଇଁ ବଡ ସୁଯୋଗ

February 17, 2026

କୃଷି ସାମଗ୍ରୀ ବଣ୍ଟନ ଏବଂ ବନାଗ୍ନି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

February 17, 2026
Latest News

ଚଳିତ ଧାନ କ୍ରୟ ଋତୁରେ ଉଲ୍ଲେଖନୀୟ ସଫଳତା ହାସଲ କଲା ଗଞ୍ଜାମ: ୮୮ ପ୍ରତିଶତ ଲକ୍ଷ୍ୟ ହାସଲ

February 17, 2026

କଟନୀ-ଛଟନୀ ନେଇ ବିଧାନସଭାରେ ସରକାରଙ୍କୁ ଘେରିବ ବିଜେଡି, ବିଧାୟକ ଦଳ ବୈଠକରେ ନିଷ୍ପତି

February 17, 2026

ଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆର ସ୍ଵପ୍ନ ଧୂଳିସାତ୍!: ସୁପର ୮ରେ ଶ୍ରୀଲଙ୍କା, ଜିମ୍ବାୱେ ପାଇଁ ବଡ ସୁଯୋଗ

February 17, 2026

ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା: ଫେକ୍ ନ୍ୟୁଜ୍ ଠାରୁ ଦୂରେଇ ରହିବାକୁ CBSE ର ପରାମର୍ଶ

February 17, 2026

କୃଷି ସାମଗ୍ରୀ ବଣ୍ଟନ ଏବଂ ବନାଗ୍ନି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ

February 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.