Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»350 ପଏଣ୍ଟ ଉପରେ ସେନସେକ୍ସ : ଡଲାର ତୁଳନାରେ ଟଙ୍କା 8 ପଇସା ଶକ୍ତିଶାଳୀ
ଆଜିର ଖବର

350 ପଏଣ୍ଟ ଉପରେ ସେନସେକ୍ସ : ଡଲାର ତୁଳନାରେ ଟଙ୍କା 8 ପଇସା ଶକ୍ତିଶାଳୀ

June 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
rupee rose 8 paise
rupee rose 8 paise

ସୋମବାର ଶେୟାର ବଜାର ଖୋଲିବା ପରେ ନିବେଶକଙ୍କୁ ଭଲ ଫାଇଦା ମିଳିଥିଲା । ଏହି ସମୟରେ ସେନସେକ୍ସ 350 ପଏଣ୍ଟ ଉପରକୁ ଉଠିଥିବା ବେଳେ ନିଫ୍‌ଟୀ 70 ପଏଣ୍ଟ ଉପରକୁ ଉଠିଥିଲା । 350 ପଏଣ୍ଟ ବୃଦ୍ଧି ସହିତ ସେନ୍‌ସେକ୍ସ 39887.97 ପଏଣ୍ଟରେ ରହିଥିବା ବେଳେ ନିଫ୍‌ଟୀ 76.25 ପଏଣ୍ଟ ବୃଦ୍ଧି ସହିତ 11946 .90 ପଏଣ୍ଟରେ ପହଞ୍ଚିଛି । ପାଓ୍ବାର ଗ୍ରୀଡ୍‌, ଟାଟା ଷ୍ଟିଲ୍‌, ଟିସିଏସ୍‌, ୟେସ୍‌ ବ୍ୟାଙ୍କ ଏବଂ ଇନ୍‌ଫୋସିସ୍‌ ପ୍ରମୁଖ ଲାଭ ହାସଲକାରୀ ଅଂଶଧନ ରହିଥିବା ବେଳେ କୋଟାକ ବ୍ୟାଙ୍କ, ଏମ୍‌ ଆଣ୍ଡ ଏମ୍‌, ଏଚ୍‌ଡିଏଫ୍‌ସି, ଓଏନ୍‌ଜିସି ଏବଂ କୋଲ୍‌ ଇଣ୍ଡିଆ ପ୍ରମୁଖର ଅଂଶଧନ ମୂଲ୍ୟ କମ୍‌ ରହିଛି । ଏହି ସମୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ 8 ପଇସା ବୃଦ୍ଧି ପାଇଛି । ଶୁକ୍ରବାର ଡଲାରର ବିନିମୟ ମୂଲ୍ୟ 69.46 ଟଙ୍କା ରହିଥିବା ବେଳେ ସୋମବାର 69.38 ଟଙ୍କା ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଭାରତ- ଜିମ୍ବାୱେ ଅନ୍ତିମ ଟି-୨୦ ମ୍ୟାଚ: ଟିମ ଇଣ୍ଡିଆର ପରିବର୍ତ୍ତନ ସମ୍ଭବ

July 26, 2026

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦେଶକୁ ମିଳିଲା ନୂତନ ଶିକ୍ଷା ମନ୍ତ୍ରୀ: ଦାୟିତ୍ଵ ଗ୍ରହଣ କଲେ ପ୍ରହଲ୍ଲାଦ ଯୋଶୀ

July 26, 2026

ଉନ୍ନତ ବୈଶିଷ୍ଟ୍ୟ ଏବଂ ୧୫୧ କିମି ରେଞ୍ଜ: ବଜାରକୁ ଆସିଲା ହୋଣ୍ଡାର ଏହି ସ୍କୁଟର

July 26, 2026
Latest News

ଆଜି ଭାରତ- ଜିମ୍ବାୱେ ଅନ୍ତିମ ଟି-୨୦ ମ୍ୟାଚ: ଟିମ ଇଣ୍ଡିଆର ପରିବର୍ତ୍ତନ ସମ୍ଭବ

July 26, 2026

କନଫର୍ମ ହୋଇନାହିଁ କି ଟ୍ରେନ ଟିକେଟ?: ଚେଷ୍ଟା କରନ୍ତୁ ଏହି ଗୁପ୍ତ କୌଶଳ

July 26, 2026

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦେଶକୁ ମିଳିଲା ନୂତନ ଶିକ୍ଷା ମନ୍ତ୍ରୀ: ଦାୟିତ୍ଵ ଗ୍ରହଣ କଲେ ପ୍ରହଲ୍ଲାଦ ଯୋଶୀ

July 26, 2026

ଉନ୍ନତ ବୈଶିଷ୍ଟ୍ୟ ଏବଂ ୧୫୧ କିମି ରେଞ୍ଜ: ବଜାରକୁ ଆସିଲା ହୋଣ୍ଡାର ଏହି ସ୍କୁଟର

July 26, 2026

‘ଛାତ୍ରଛାତ୍ରୀମାନଙ୍କୁ ହତ୍ୟା କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲା?’: ରାହୁଲ ଗାନ୍ଧୀଙ୍କ ଗୃହମନ୍ତ୍ରୀଙ୍କୁ ଚିଠି

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.