Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବରରେ ଭଳିକି ଭଳି ଭିନଣ୍ଟେଜ କାର, ଦେଖିଲେ ଲାଗୁଛି ଆଶ୍ଚର୍ଯ୍ୟ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ
ଆଜିର ଖବର

ଭୁବନେଶ୍ବରରେ ଭଳିକି ଭଳି ଭିନଣ୍ଟେଜ କାର, ଦେଖିଲେ ଲାଗୁଛି ଆଶ୍ଚର୍ଯ୍ୟ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

December 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Vintage & Classic Cars In BBSR
Vintage & Classic Cars In BBSR

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଭୁବନେଶ୍ୱରରେ ଏକ ଭିନଣ୍ଟେଜ ଏବଂ କ୍ଲାସିକ୍ କାର ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି। ‘ଓଡ଼ିଶା କନକ୍ୟୁୟର୍ସ ଡି’ଲେଗାନ୍ସ ୨୦୨୩’ ଶୀର୍ଷକ ବିଶିଷ୍ଟ ଏହି ଭିଣ୍ଟେଜ୍ କାର୍ ପ୍ରଦର୍ଶନୀ ବରମୁଣ୍ଡା ପଡିଆରେ ଆୟୋଜିତ ହୋଇଛି।

ଏଥିରେ ବିଭିନ୍ନ ବ୍ରାଣ୍ଡର ମୋଟ ୫୨ କାରର ମାଲିକ ସେମାନଙ୍କର ଭିନଣ୍ଟେଜ କାରକୁ ପ୍ରଦର୍ଶନୀରେ ସମାଲି କରିଛନ୍ତି। ଓଡିଶା ସହିତ କୋଲକାତା, ଦିଲ୍ଲୀ, ମହାରାଷ୍ଟ୍ର, ଚେନ୍ନାଇ ଏବଂ ବାଙ୍ଗାଲୋରର କାର ମାଲିକମାନେ ଏହି ପ୍ରଦର୍ଶନୀରେଭାଗ ନେଇ ସେମାନଙ୍କ କାରକୁ ପ୍ରଦର୍ଶିତ କରିଛନ୍ତି।

ଏହି କାରଗୁଡିକରେ ବେଞ୍ଜ, ଫୋର୍ଡ, ଭୋଲ୍ସୱେଗେନ, ରୋଲ୍ସ-ରୋଏସ୍, ବେଣ୍ଟଲି, କ୍ୟାଡିଲାକ୍, ବୁଗାଟୀ ଏବଂ ଜାଗୁଆର ସମେତ ବିଶ୍ୱର ଖ୍ୟାତିସମ୍ପନ୍ନ ବ୍ରାଣ୍ଡର କାର ଉପଲବ୍ଧ। ଏହି କାରଗୁଡିକ ମଧ୍ୟରୁ ଅଧିକାଂଶ ୧୯୧୯ ରୁ ୧୯୩୦ ମଧ୍ୟରେ ପଞ୍ଜିକୃତ ହୋଇଛି। ଏହି ପ୍ରଦର୍ଶନୀ ରବିବାର ପର୍ଯ୍ୟନ୍ତ ଚାଲିବ।

ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସେବା ଭବନରୁ ତଦନ୍ତ ରିପୋର୍ଟ ଚୋରୀ ଘଟଣା, କ୍ୟାପିଟଲ ଥାନାରେ ମାମଲା ଋଜୁ

June 11, 2026

ଆମେରିକା-ଇରାନ ସଂଘର୍ଷ ତୀବ୍ର: ହର୍ମୁଜ୍ ବନ୍ଦ ଘୋଷଣା

June 11, 2026

ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 11, 2026

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026
Latest News

ଲୋକସେବା ଭବନରୁ ତଦନ୍ତ ରିପୋର୍ଟ ଚୋରୀ ଘଟଣା, କ୍ୟାପିଟଲ ଥାନାରେ ମାମଲା ଋଜୁ

June 11, 2026

ଆମେରିକା-ଇରାନ ସଂଘର୍ଷ ତୀବ୍ର: ହର୍ମୁଜ୍ ବନ୍ଦ ଘୋଷଣା

June 11, 2026

ନୀତି ଆୟୋଗର ୧୧ତମ ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

June 11, 2026

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.