Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଫାର୍ମାସି, ଏଏନଏମ, ନର୍ସିଂ ଓ ଏମ୍ଫିଲ ଛାତ୍ରଛାତ୍ରୀଙ୍କୁ ନୂଆବର୍ଷ ଭେଟି, ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ବିଶେଷ ଖବର

ଫାର୍ମାସି, ଏଏନଏମ, ନର୍ସିଂ ଓ ଏମ୍ଫିଲ ଛାତ୍ରଛାତ୍ରୀଙ୍କୁ ନୂଆବର୍ଷ ଭେଟି, ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

January 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଫାର୍ମାସି, ଏଏନଏମ, ନର୍ସିଂ ଓ ଏମ୍ଫିଲ ଛାତ୍ରଛାତ୍ରୀଙ୍କୁ ନୂଆବର୍ଷ ଭେଟି, ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ସରକାରୀ ଅନୁଷ୍ଠାନ ରେ ପଢ଼ୁଥିବା ଡ଼ି ଫାର୍ମ, ଅଜୁଲାରୀ ନର୍ସିଂ ଓ ଏ ଏନ ଏମ, ବିଏସି ନର୍ସିଂ, କ୍ଲିନିକାଲ ସାଇକୋଲୋଜି ଓ ମାନସିକ ସାମାଜିକ ବିଜ୍ଞାନ ରେ ଏମ ଫିଲ କରୁଥିବା ଛାତ୍ର ଛାତ୍ରୀ ଙ୍କ ଭତ୍ତା ବୃଦ୍ଧି କରିଛନ୍ତି।

ଏହି ବର୍ଦ୍ଧିତ ଭତ୍ତା ଚଳିତ ମାସ ଠାରୁ ଲାଗୁ କରିବାକୁ ନିର୍ଦେଶ ରହିଛି। ଫାର୍ମାସି ରେ ଡିପ୍ଲୋମା କରୁଥିବା ଛାତ୍ର ଛାତ୍ରୀ ପୂର୍ବରୁ ତିନିମାସ ଧରି ୨୫୦ ଟଙ୍କା ପାଉଥିଲେ। ଏବେ ଏହା ୫୦୦ଟଙ୍କା ତିନି ମାସ ଧରି ପାଇବେ।

ସେହିଭଳି ଅଜୁଲାରୀ ନର୍ସିଂ ଓ ଏ ଏନ ଏମ ଛାତ୍ରଛାତ୍ରୀ ପୂର୍ବରୁ ଏକ ହଜାର ପାଉଥିଲେ ଏବେ ସେମାନେ ଦୁଇ ହଜାର ପାଇବେ। ବି ଏ ସି ନର୍ସି ଛାତ୍ରୀ ପୂର୍ବରୁ ଛଅ ମାସ ଧରି ୨୫୦୦ ଟଙ୍କା ପାଉଥିଲେ ବର୍ତ୍ତମାନ ୫୦୦୦ ଲେଖାଏଁ ପାଇବେ।

ସେହିଭଳି କ୍ଲିନିକାଲ ସାଇକୋଲୋଜି ଓ ସାଇକିଆଟ୍ରିକ ବିଜ୍ଞାନରେ ଏମ୍ଫିଲ କରୁଥିବା ଛାତ୍ର ଛାତ୍ରୀ ପୂର୍ବରୁ ୭୦୦୦ ପାଉଥିବା ବେଳେ ଏବେ ବର୍ଦ୍ଧିତ ଭତ୍ତା ବାବଦରେ ଦଶ ହଜାର ଲେଖାଏଁ ପାଇବେ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦେଶ ନାମା ରେ କୁହାଯାଇଛି।

ପୂର୍ବରୁ 5ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଏମକେସିଜି ହସପିଟାଲ ଯାଇଥିବା ବେଳେ ତାଙ୍କୁ ଏହି ଛାତ୍ରଛାତ୍ରୀ ସାକ୍ଷାତ କରି ତାଙ୍କର ଭତ୍ତା ବୃଦ୍ଧି ପାଇଁ ଦାବୀ କରିଥିଲେ। ସେହି ଅନୁସାରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେବା ପରେ ତାହା ଅନୁମୋଦନ କରାଯାଇଛି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଘଟଣାରେ ବାପ – ଝିଅ ମୃତ

June 11, 2026

ପ୍ରେମିକାକୁ ହତ୍ୟା କରି ପ୍ରେମିକ ଗିରଫ

June 11, 2026

ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ ମୁହାଁମୁହିଁ

June 11, 2026

ଭଦ୍ରକରେ ପୋଲିସର ଏନକାଉଣ୍ଟର

June 11, 2026
Latest News

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026

ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬

June 11, 2026

ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍!: ଆଫଗାନିସ୍ତାନ ODIରେ କିପରି ରହିବ ଟିମ୍ ଇଣ୍ଡିଆ?

June 11, 2026

ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା: ରାଜ୍ୟସଭାରୁ ଇସ୍ତଫା ଦେଲେ ପ୍ରକାଶ ଚିକ୍

June 11, 2026

ଭଗବାନ ରାମ ମନ୍ତବ୍ୟ ମାମଲାରେ ରାହୁଲ ଗାନ୍ଧୀଙ୍କ ବଢ଼ିଲା ସମସ୍ୟା: କୋର୍ଟ ଦେଲେ ଏହି ନିର୍ଦ୍ଦେଶ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.